ବୟଫ୍ରେଣ୍ଡ କହିଲେ ନିଜ ବ୍ରେକଅପର କାହାଣୀ ! ଶୁଭଲକ୍ଷ୍ମୀଙ୍କ ସହ ମୋର ଏବେ କିଛି ସମ୍ପର୍କ ନାହିଁ, Shubhlaxmi Death Dase

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୟଫ୍ରେଣ୍ଡ କହିଲେ ନିଜର ବ୍ରେକଅପ କାହାଣୀ ! ତେବେ ନିକଟ ଅତୀତରେ ବହୁ ଚର୍ଚିତ ଶୁଭଲକ୍ଷ୍ମୀ ମୃ-ତ୍ୟୁ ମାମଲାରେ ଶୁଭଲକ୍ଷ୍ମୀଙ୍କ ବୟଫ୍ରେଣ୍ଡ ଏପରି କିଛି ବାଇଟ ଗଣ ଆଧ୍ୟମ ସାମ୍ନାରେ ଦେଇଛନ୍ତି । ଯେଉଁଠାରେ କି ଶୁଭଲକ୍ଷ୍ମୀଙ୍କ ବୟଫ୍ରେଣ୍ଡ କହିଛନ୍ତି । ହଁ ମୁଁ ଶୁଭଲକ୍ଷ୍ମୀଙ୍କୁ ଭଲ ପାଉଥିଲି । ହେଲେ ଗତ ୨୦ ଦିନ ହେବ । ତାଙ୍କର ଆଉ ମୋର କିଛି କଥାବାର୍ତ୍ତା ନାହିଁ । କାତରଣ ଆମ ଦୁହିଙ୍କର ବ୍ରେକଅପ ହୋଇଯାଇଥିଲା ।

ତେଣୁ ଶୁଭଲକ୍ଷ୍ମୀ କାହା ସହିତ ହୋଟେଲକୁ ଯାଇଥିଲେ । ତାଙ୍କ ମୃତ୍ୟୁ ପଛରେ କିଏ ଦାୟୀ ରହିଛି । ସେହି ବିଷୟରେ ମୁଁ କିଛି ବି ଜାଣିନାହିଁ । ଶୁଭଲକ୍ଷ୍ମୀଙ୍କ ବାପା କହୁଛନ୍ତି ତାଙ୍କ ଝିଅ ୩ ତାରିଖରେ ଆସି ଭୁବନେଶ୍ବରରେ ପହଞ୍ଚିଛି । ହେଲେ ମୁଁ ଯେତିକି ଶୁଣା ପାଇଥିଲି । ଶୁଭଲକ୍ଷ୍ମୀ ୩୦ ତାରିଖରେ ହିଁ ଭୁବନେଶ୍ବର ପଳାଇ ଆସିଥିଲେ । ହେଲେ ୩୦ ତାରିଖରୁ ଭୁବନେଶ୍ବର ଆସି ୩ ଦିନ ପର୍ଯ୍ୟନ୍ତ ଭୁବବନେଶ୍ବରରେ ସେ କ’ ଣ କରୁଥିଲା ଆଉ କାହା ସାଥିରେ ଥିଲା ।

ସେହି ବିଷୟରେ ମୋତେ କିଛି ମଧ୍ୟ ଜଣାନାହିଁ । ହେଲେ ଶୁଭଲକ୍ଷ୍ମୀ ହୋଟେଲରେ ରୁହେ । ଶେଠୀ ସେ ବାର ଡାନ୍ସ ବି କରେ । କାରଣ ତାଙ୍କ ସହ ମୋର ବ୍ରେକଅପ ଦିନ ଠାରୁ ହିଁ ତାଙ୍କ ସହ କଲ, ମେସେଜ, ଭିଡିଓ କଲ କୌଣସିଥିରେ ଆମର କଥାବାର୍ତ୍ତା ନାହିଁ । ହେଲେ ପୋଲିସ ଆସି ମୋତେ ସନ୍ଦେହ କରି ମୋତେ ପଚରାଉଚରା କରୁଛନ୍ତି । ମୋତେ ଦୋଷୀ ବୋଲି ଭାବୁଛନ୍ତି । ଶୁଭଲକ୍ଷ୍ମୀଙ୍କର ବାପା, ମାଆ ବି ଜାଣିଛନ୍ତି ।

ଯେ ସେମାନେ ମୋତେ କହିଥିଲେ ଯେ, ପୁଅ ତୁ ଆମ ଝିଅ ଠାରୁ ଅଲଗା ହେଇଜାଆ । ତେଣୁ ମୁଁ ଶୁଭଲକ୍ଷ୍ମୀ ଠାରୁ ତ ଅଲଗା ହେଇଯାଇଥିଲି । ତେଣୁ ପୋଲିସ ସବୁ କିଛି ତଦନ୍ତ କରୁ । ତାପରେ ଯାଇ କିଏ ପ୍ରକୃତରେ ଦୋଷୀ ସବୁ ଜଣା ପଡିଯିବ । ହେଲେ ଏହି ମାମଲାରେ ପୋଲିସ ମୋତେ ଏଥିରେ ସାମିଲ କରନ୍ତୁ ନାହିଁ । ତେବେ ଖବରର ଅପଡେଟ ଲାଗି ଆମ ସହ ଏହିଭଳି ଆଗକୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *