ରେପ୍ କେସରେ ଜେଲ୍ ଗଲା Tunguru Bhola, ବର୍ଷା ମାଗୁଛନ୍ତି ନ୍ୟାୟ, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାର ଘଟଣା ସାରା ଓଡ଼ିଶା ବାସୀ ଜାଣି ସାରିଲେଣି । ରାତାରାତି ମଧ୍ୟ ସେମାନେ ନିଜ କଳା କାରନାମା ପାଇଁ ଭାଇରାଲ ହୋଇ ଯାଇଛନ୍ତି । ଏପରିକି ସେମାନଙ୍କୁ ବହୁତ ଆଲବମ ଗୀତରେ ଅଭିନୟ କରିବାକୁ ମିଳିଯାଉଛି, ବର୍ଷା ଆଉ ଟୁଙ୍ଗୁରୁ ରାତାରାତି ଷ୍ଟାର ହୋଇଗଲେ ଏହା କହିବା ଅତ୍ୟୁକ୍ତି ହେବନାହିଁ କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଏକ ସମସ୍ୟା ଉପୁଜିଛି ଯାହାକି ଆଜି ଆମେ ଆଲୋଚନା କରିବା ।

ତେବେ ଭୁବନେଶ୍ୱରରେ ହଠାତ ବର୍ଷା ମିଡ଼ିଆ ଭାଇ ମାନଙ୍କ ସାମ୍ନାରେ ଉପସ୍ଥିତ ହେଲେ । ବର୍ଷାଙ୍କୁ ସେଠାରେ ପାଇ ମିଡ଼ିଆ ତାଙ୍କୁ ପ୍ରଶ୍ନ କରିବାକୁ ଲାଗିଲେ, ମିଡ଼ିଆଙ୍କ ପ୍ରଶ୍ନ ଥିଲା କି କଣ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଭିତରେ ଏବେବି ରିଲେସନ ଅଛି? ଏଥିରେ ବର୍ଷା କହିଥିଲେ ହଁ ଆମ ଭିତରେ ଏବେବି ସମ୍ପର୍କ ଅଛି ଆଉ ଆମେ ଏବେବି ଫୋନରେ କଥା ହେଉଛୁ । ମିଡ଼ିଆଙ୍କ ଆଉ ଏକ ପ୍ରଶ୍ନ ଥିଲା କଣ ଟୁଙ୍ଗୁରୁଙ୍କ ପରିବାର ବର୍ଷାକୁ ଗ୍ରହଣ କରିବେ ?

ଏହି ପ୍ରଶ୍ନରେ ବର୍ଷା କହିଥିଲେ, “ଟୁଙ୍ଗୁରୁ ର ବାପା,ଭଉଣୀ ଆଉ ଭାଇ ମୋତେ ପୂର୍ବରୁ ଧମକ ଦେଇ କହୁଥିଲେ କି ଆମେ ତତେ ମାରିଦେବୁ କିନ୍ତୁ ଏବେ ସେମାନେ କହୁଛନ୍ତି ଝିଅ ଆମେ ତତେ ବୋହୂ କରିବାକୁ ରାଜି ଅଛୁ କିନ୍ତୁ ତୁ କ୍ୟାମେରା ସାମ୍ନାକୁ ଆସେନାହିଁ । ଏହିକଥା ମୁଁ ମାନିନଥିଲି କାରଣ ଟୁଙ୍ଗୁରୁ ଯେମିତି ଷ୍ଟାର ହେଲା, ମୁଁ ବି ଚାହୁଁଛି ସେମିତି ଷ୍ଟାର ମୁଁ ବି ହେବି” ।

ଏହାପରେ ବର୍ଷା ମିଡ଼ିଆକୁ କହିଥିଲେ କି, ମଝିରେ ମୁଁ ଟୁଙ୍ଗୁରୁକୁ କୋର୍ଟ ଫରୱାର୍ଡ କରିଥାନ୍ତି ଏଥିରେ ଟୁଙ୍ଗୁରୁ ମୋତେ ଫୋନ କରି ଅନୁରୋଧ କରି କହିଥିଲେ,” ବର୍ଷା ତୁ ମୋତେ କୋର୍ଟ ଫରୱାର୍ଡ କରନା କାରଣ ମୋ ନାଁ ତଳେ ପଡ଼ିଯିବ ଆଉ ମୁଁ ତୋ ବିନା ବଞ୍ଚି ପାରିବିନାହିଁ” । ଏଥିପାଇଁ ମୁଁ ଟୁଙ୍ଗୁରୁକୁ କୋର୍ଟ ଚାଲାଣ କରିନଥିଲି । ତେବେ ବର୍ତ୍ତମାନ ଟୁଙ୍ଗୁରୁ ଭୋଳ ରେପ କେଶ ରେ ଜେଲ କୁ ଯିବେ ।

ତେବେ ତେବେ ବର୍ତ୍ତମାନ ସମୟରେ ପୁଣି ଚର୍ଚ୍ଚାରେ ଅଛନ୍ତି ଟୁଙ୍ଗୁରୁ ଭୋଳ କାରଣରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରୁଛନ୍ତି । ତେବେ ଟୁଙ୍ଗୁରୁ ଭୋଳଙ୍କ ଏକ ୩୦ ଲକ୍ଷର ଘରକୁ ଇଲିଗାଲ୍ କରି ଚେୟାରମେନ ତହସିଲଦାର ତାଙ୍କୁ ବୋହୁତ ହଇରାଣ କରୁଛନ୍ତି ଆଉ ସେ ଚାହୁଁଛନ୍ତି ମିଡ଼ିଆ ଭାଇମାନେ ତାଙ୍କୁ ସାହାଯ୍ୟ କରନ୍ତୁ ଯାହା ଫଳରେ ସେ ନିଜ ଘର ଫେରି ପାରିବେ

ଆଉ ଦୀର୍ଘ ୮ ବର୍ଷ ହେଲା ଏହି ମାମଲାଟି ଚାଲିଛି ଥାନାକୁ କେସ ନେଇ ସେ ଯାଇଥିଲେ କିନ୍ତୁ ଆଇଆଇସି ତାଙ୍କୁ କହିଛନ୍ତି କି ତୋର ଯାହା କରିବାର ଅଛି କର ଆଉ ସେଥିପାଇଁ ମିଡ଼ିଆ ଭାଇମାନଙ୍କୁ ଅନୁରୋଧ କରୁଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ । ତେବେ ଏପଟେ ବର୍ଷା କହୁଛନ୍ତି କି ଟୁଙ୍ଗୁରୁ ତାଙ୍କୁ ସ୍ତ୍ରୀ ର ଅଧିକାର ଦେଉ ତାଙ୍କ ଘରେ ରଖୁ ମୋତେ ନେଇକି ଯାଉ । ତା ଯୋଗୁଁ ମୁଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛି ଖାଇବାକୁ ନାହିଁ କି ରହିବାକୁ ଘର ନାହିଁ ।

ତେବେ ଟୁଙ୍ଗୁରୁ ଯୋଗୁଁ ମୋ ସ୍ୱାମୀ ବାପା,ମାଆ,ଭାଇ ସବୁ ଏକୁଟିଆ କରିଦେଇଛନ୍ତି ସେ ମୋର ଯେତିକି କ୍ଷତି କରିଛି ସେହିଁପାଇଁ ଘରେ ନେଇକି ଯିବ ଏବଂ ମୋତେ ନ୍ୟାୟ ମିଳିବା ଆବଶ୍ୟକ । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ ସେପର୍ଯ୍ୟନ୍ତ ସେ ଲଢ଼ିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *