ବାର୍ ରେ ନାଚିବା କଲିଜା ତ ରଖିଥିଲା, ହେଲେ କାହିଁକି ଶୁଭଲକ୍ଷ୍ମୀ ବୁଝି ପାରିଲାନି ଅଙ୍କଲ ଙ୍କ ଷଡ଼ଯନ୍ତ୍ର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାରରେ ନାଚିବାର ଯାହା ପାଖରେ ସାହସ ଥିଲା । ସେହିଭଳି ଝିଅ କିପରି ଭାବରେ ବୁଝିପାରିଲେ ଅଙ୍କଲଙ୍କ ସଡଯନ୍ତ୍ର । ତେବେ ଶୁଭଲକ୍ଷ୍ମୀଙ୍କର ମୃ-ତ୍ୟୁ ମାମଲାରେ ଖୋଳୁଛି ନୂଆ ନୂଆ ଚେହେରାର ଗୁମର ! କିଏ ସେହି ଶୁଭଲକ୍ଷ୍ମୀଙ୍କର ଅଙ୍କଲ ? ଯାହାଙ୍କ ଷଡଯନ୍ତ୍ରରେ ଛନ୍ଦି ହୋଇ ଅଳ୍ପ ବର୍ଷ ବୟସର ଯୁବତୀ ଶୁଭଲକ୍ଷ୍ମୀ ବାର ଡାନ୍ସରେ ନାଚି ଟଙ୍କା କମାଇବାର ପନ୍ଥା ଜାଣିଦେଇଥିଲେ ।

ଏହା ସହ ନିଜ ସ୍ଵାଧୀନରେ ବଞ୍ଚିବାର ତାରିକା ମଧ୍ୟ ଖୁବ ଭାବରେ ଆପଣାଇ ନେଇଥିଲେ ବାର ଗାର୍ଲ ଶୁଭଲକ୍ଷ୍ମୀ । ନିଜ ନିଜର କଣ୍ଟାକଟ ମାଧ୍ୟମରେ ବାର ମାନଙ୍କରେ ନାଚି ଭଲ ଟଙ୍କା ଇନକମ କରିବାର କୌଶଳ ଶୁଭଲକ୍ଷ୍ମୀଙ୍କୁ ଖୁବ ଅଳ୍ପ ବର୍ଷ ବୟସରୁ ବେଶ ଭଲ ଭାବେ ଜଣା ହୋଇଯାଇଥିଲା । ଆଉ ସେହି ସବୁ ଟଙ୍କାରେ ଭଲ ଭଲ ଡ୍ରେସ ପିନ୍ଧି ନିଜକୁ ଧନୀ ଝିଅଙ୍କ ଭଳି ମେନଟେନ କରି ବଞ୍ଚିବାକୁ ପସନ୍ଦ କରୁଥିବା ଶୁଭ ଏଭଳି ଏକ ଚରମ ନିଷ୍ପତ୍ତି ଅବା କାହିଁକି ନେବା ପାଇଁ ଯିବେ ?

ଯାହାଙ୍କୁ ନେଇ ଏହି ମାମାଲାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ତେବେ ଶୁଭଙ୍କର ଏହି ମାମଲା ତାଙ୍କର ନିଜସ୍ୱ ଆତ୍ମହ-ତ୍ୟା ନା ଏକ ସୁଚିନ୍ତିତ ମର୍ଡର ତାହା ଠିକ ଭାବରେ ସ୍ପଷ୍ଠ କରାଯାଇ ପାରୁନାହିଁ । ଅପର ପକ୍ଷରେ ତେବେ ଶୁଭଙ୍କ ଘର ଲୋକ କହିବା ଅନୁଯାଇ ଭୁବନେଶ୍ବରରେ ତାଙ୍କ ଝିଅ ଶୁଭ ରହୁଥିବା ସମୟରେ ତାଙ୍କ ଝିଅର ସମସ୍ତ କଥା ଭୁବନେଶ୍ବରରେ ରହୁଥିବା ଏକ ଅଙ୍କଲ ହିଁ ବୁଝୁଥିଲେ ।

ହେଲେ ସିଏ କେଉଁ ପ୍ରକାର ଅଙ୍କଲ ଜିଏକି ଝିଅ ସମାନ ଶୁଭଙ୍କୁ କିଛି ଭଲ ରୋଜଗାର ପନ୍ଥା ନଦେଇ ବାରରେ ଡାନ୍ସ କରିବାର ଅନୁମତି ଦେଇ ଦେଇଥିଲେ । ଏହା ସହ ଦୀପାଳି ହୋଟେଲର ମାଲିକଙ୍କର ମଧ୍ୟ ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁ ପରେ କିଛି ଖୋଜ ଖବର ନାହିଁ । କି ଏ ବିଷୟରେ ସେ ନିଜର କୌଣସି ପ୍ରତିକ୍ରିୟା ରଖିବାକୁ ମଧ୍ୟ ଉଚିତ ମନେ କରି ନାହାନ୍ତି ।

ତେବେ ଦେଖିବାକୁ ବାକି ରହିଲା କିଏ ସେହି ଶୁଭଲକ୍ଷ୍ମୀଙ୍କର ଅଙ୍କଲ ? ଜିଏକି ଭୁବନେଶ୍ବରରେ ରହୁଥିବା ଅସମୟରେ ତାଙ୍କର ସବୁ କଥା ବୁଝା ଶୁଣା କରୁଥିଲେ । ତେବେ ଆଗକୁ ଖବରର ଅପଡେଟ ପାଇବା ଲାଗି ଆମ ସହ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *