ବାପାଙ୍କ କୋଳରେ ନଜର ଆସୁଥିବା କୁନି ଝିଅଟି ଆଜି Bollywood ର Top ହିରୋଇନ, Akshay ଙ୍କ ରହି ସାରିଛି ଅଫେୟାର, Govinda ଙ୍କ ସହ ଦେଇ ସାରିଛନ୍ତି ହିଟ ଫିଲ୍ମ

ଦର୍ଶକ ବନ୍ଧୁ  ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି ଆଉ ଏହି ଦେଶ ବିଦେଶରେ ଘଟୁ ଥିବା ସମସ୍ତ ଘଟଣା ଏବଂ ଖବର ବିଷୟରେ ମଧ୍ୟ ଜାଣି ପାରୁଛନ୍ତି । ସୋସିଆଲ ମିଡିଆରେ ସବୁଦିନ କିଛି ଏପରି ଫଟୋ ଆଉ ଭିଡିଓ ଭାଇରାଲ ହୁଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ବଲିଉଡ ଅଭିନେତ୍ରୀଙ୍କର ପିଲା ଦିନର ଫଟୋ ମଧ୍ୟ ଭାଇରାଲ ହୁଏ ।

ହେଲେ ଆପଣ ମାନେ ସେହି ଅଭିନେତ୍ରୀଙ୍କୁ ପିଲା ଦିନର ଫଟୋ ଦେଖି ଚିହ୍ନିବା ଟିକେ କଷ୍ଟକର । ଯେଉଁ ଅଭିନେତ୍ରୀଙ୍କର ଗ୍ଲେମରସ ଲୁକ୍ ଆପଣ ଦେଖି ଆସିଛନ୍ତି ତାଙ୍କର ପିଲା ଦିନର ଫଟୋ ଦେଖିଲେ ବା କିଏ କହିପାରିବ ସେ ଏହି ଅଭିନେତ୍ରୀ ବୋଲି । ବନ୍ଧୁଗଣ ଗତ କିଛି ସମୟ ହେବ ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ଲୋକପ୍ରିୟ ଅଭିନେତ୍ରୀଙ୍କ ପିଲା ଦିନର ଫଟୋ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋଟି ଦେଖି ଆପଣ କଣ କହି ପାରିବେ ସେହି ଅଭିନେତ୍ରୀ ଜଣକ କିଏ । ଯଦି ଆପଣ ଜାଣି ପାରୁ ନାହାନ୍ତି ତା ହେଲେ ଆମେ ଏହି ଅଭିନେତ୍ରୀଙ୍କ ବିଷୟରେ ଦେଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ବନ୍ଧୁଗଣ ଭଲ କରି ଦେଖନ୍ତୁ ଏହି ଫଟୋକୁ ଏଠାରେ ଜଣେ କୁନି ଝିଅ ନିଜ ବାପାଙ୍କ କୋଳରେ ବସି ଆପଣ ମାନଙ୍କୁ ଚାହୁଁ ଥିବାର ନଜର ଆସୁଛି ।

ଛୁଆଟି ବହୁତ କ୍ୟୁଟ ନଜର ଆସୁଛି ହେଲେ ଆପଣ ମାନେ କଣ ଜାଣି ପାରୁଛନ୍ତି ଏ ଛୁଆଟି କିଏ ବୋଲି । ଦର୍ଶକ ବନ୍ଧୁ ଏହି ଛୁଆଟି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଯଦି ଆପଣ ଏଥିରୁ ବି ଜାଣି ପାରୁ ନାହାନ୍ତି ତା ହେଲେ ଆମେ ଆପଣଙ୍କୁ ଆଉ ଗୋଟେ ହିନ୍ଟ ଦେଉଛି ଏହି ଅଭିନେତ୍ରୀ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସହ ଦୁଇଟି ହିଟ ଫିଲ୍ମ କରିଛନ୍ତି । ଏହା ସହ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ତାଙ୍କର ଲଭ ଅଫେୟାର ବି ଥିଲା ।

ଯଦି ଆପଣ ଏବେବି ଜାଣି ପାରୁ ନାହାନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆମେ ଆପଣଙ୍କୁ କହିବୁ ଏହି ଅଭିନେତ୍ରୀଙ୍କ ବିଷୟରେ । ଦର୍ଶକ ବନ୍ଧୁ ଏହି କୁନି ଝିଅଟି ଆଉ କେହି ନୁହେଁ ଏ ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ରବିନା ଟଣ୍ଡନ । ଆପଣ ମାନେ ସମସ୍ତେ ରବିନାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସେ ଗୋବିନ୍ଦାଙ୍କ ସହ ଦୁଇଟି ହିଟ ଫିଲ୍ମ କରିଛନ୍ତି ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ତାଙ୍କର ଲଭ ଅଫେୟାର ବି ରହି ଆସିଛି । ତା ହେଲେ ଆପଣ ମାନଙ୍କୁ ରବିନା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *