ବାପା ବ୍ୟାଗରେ ଝିଅର ମୃତ ଦେହ ! ସତ ସାମ୍ନାକୁ ଆସିବା ପରେ ଲୋକ ମାନେ ଯାହା କଲେ ନା…ଦେଖନ୍ତୁ Video

ବନ୍ଧୁଗଣ ଆଜି ସର୍ବ ସମ୍ମୁଖରେ ଭୁବନେଶ୍ଵରରେ ଏକ ଏପରି ଘଟଣା ଘଟିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଜ ମୁଣ୍ଡରେ ହାତ ଦେବେ । ବ୍ୟାଗ ଭିତରେ ଏକ ଶିଶୁର ମୃତ ଦେହ ଦେଖି ସ୍ଥାନୀୟ ଲୋକେ ତାର ବାପାକୁ ବହେ ଛେ-ଚିବାକୁ ଲାଗିଲେ । ଏମିତି କି ମଆଡ ମଆରି ମୁହଁ ମଧ୍ୟ ଫଟାଇ ଦେଲେ । ଯେତେବେଳେ ବ୍ୟାଗ ଭିତରେ ଶିଶୁର ମୃତ ଦେହ ସ୍ଥାନୀୟ ଲୋକେ ଦେଖିଥିଲେ ସେତେବେଳେ ଉତ୍ତେଜିତ ହୋଇଥିଲେ ।

ଏହା ପରେ ଲୋକ ମାନେ ସେ ବ୍ୟକ୍ତିଙ୍କୁ ବଆଡେଏଇବାକୁ ପଛେଇ ନଥିଲେ । ଖଣ୍ଡଗିରୀ ଛକରେ ଏଭଳି ଏକ ଉତ୍ତେଜନା ଆଜି ଦେଖିବାକୁ ମିଳି ଥିଲା । ଦର୍ଶକ ବନ୍ଧୁ ଏଠି କହି ରଖିବାକୁ ଚାହିଁବୁ ସେହି ବ୍ୟାଗ ଭିତରେ ଏକ ଶିଶୁର ମୃତ ଦେହ ଥିଲା । ଆଉ ସେହି ଶିଶୁର ବାପା ତାର ମୃତ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନେଇ ଯାଉଥିଲା । ହେଲେ ସ୍ଥାନୀୟ ଲୋକ ମାନେ ତାହା ବୁଝବାକୁ ଚାହିଁଲେ ନାହିଁ ।

ପ୍ରଥମେ ସେମାନେ ମୃତ ଶିଶୁକୁ ଦେଖି ତାର ବାପାଙ୍କୁ ଅନେକ ପ୍ରଶ୍ନ କଲେ ତା ପରେ ଛେଚି ଚାଲିଲେ । ବାପା ଜଣକ କହିଥିଲା ଆଜ୍ଞା ମୋର ସବୁ ଅଛି ଏ ଝିଅ ହେଉଛି ମୋର ମୋର ନାଁ ହେଉଛି ଏଇଆ ଆଉ ଏ ହେଉଛି ମୋ ପୁଅ । ଆଉ ମୋ ସ୍ତ୍ରୀ ଡାକ୍ତର ଖାନାରୁ କାଗଜ ପତ୍ର ନେଇ ଆସୁଛି ମୁଁ ଆଗେ ଆଗେ ପଳେଈ ଆସିଥିଲି । ଆଜ୍ଞା ମୋତେ ମାରନ୍ତୁନି ମୋର କିଛି ଭୁଲ ନାହିଁ ଆଉ କିଏ କିଏ ପଚାରନ୍ତି ତୋ ଝିଅ କେମିତି ମରିଲା ।

ବ୍ୟକ୍ତି ଜଣକ କହିଛନ୍ତି, ଆଜ୍ଞା ମୋ ଝିଅ କେମିତି ମରିଲା ତାହା ତ କେବଳ ଡାକ୍ତର କହି ପାରିବ ମୁଁ ତ ଅପାଠୁଆ ଆଜି ସକାଳୁ ମୋ ଝିଅର ଦେହ ଖରାପ ହେଲା ମୁଁ ଡାକ୍ତର ଖାନାକୁ ନେଇଗଲି ଡାକ୍ତର କହିଲେ ମୋ ଝିଅ ଆଉ ନାହିଁ । ମୁଁ ଅନ୍ତିମ ସଂସ୍କାର ପାଇଁ ନେଉଛି ଆଜ୍ଞା ମୋତେ ମାରନ୍ତୁ ନାହିଁ ମୋର ସବୁ କାଗଜ ପତ୍ର ଅଛି ।

ହେଲେ ବନ୍ଧୁଗଣ ସେଠାରେ ଉପସ୍ଥିତ ଥିବା ଲୋକ ମାନେ କିଛି ବୁଝିବା ଅବସ୍ଥାରେ ନଥିଲେ । କିଏ ଲାତରେ ମଆରୁଥିଲା ତ କିଏ ହାତରେ ମଆରୁ ଥିଲା ତ କିଏ ବଆଡିରେ ଲୋକଟିକୁ ଛେଚି ଚାଲି ଗଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *