ସାରଥି ବାବାଙ୍କ ଗୁମର ଖୋଲି କହି ଦେଲେ ସ୍କୁଲ ବନ୍ଧୁ, କହିଲେ କିପରି ସନ୍ତୋଷ ରାଉଳରୁ ପାଲଟିଲେ ଭଣ୍ଡ ସାରଥି ବାବା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଫଟୋ କୁ ପୂଜାର୍ଚନା କରୁଛନ୍ତି ଅନୁଗାମୀ ମାନେ । ଆଉ ଏ ଭିଜୁଆଲ ହେଉଛି ଜନ୍ମାଷ୍ଟମୀର ଭିଜୁଆଲ । ଯେଉଁ ଜନ୍ମାଷ୍ଟମୀ ରେ ଦିନେ ଆତ୍ମ ଘୋଷିତ ଭଗବାନ ବାବା ସାରଥୀ ନିଜକୁ ଶ୍ରୀକୃଷ୍ଣ ବୋଲି କହୁଥିଲେ । ତେବେ ଆପଣଙ୍କର ମନ ଥିବ ସେଦିନର ଘଟଣା । ଯେଉଁଦିନ ମହିଳାଙ୍କୁ ନି-ର୍ଯା-ତ-ନା ଦେବା ଅଭିଯୋଗ ରେ ବାବା ସାରଥୀ ଜେଲ କୁ ଯାଇଥିଲେ ।

ଆଉ ନି-ର୍ଯା-ତ-ନା ଅଭିଯୋଗ ବିବାଦ ପରଠାରୁ ବାରିମୂଳ ଆଶ୍ରମ ବନ୍ଦ ରହିଛି । ବାରିମୂଳ ଆଶ୍ରମ ରେ ତାଲା ଝୁଲିଛି । ଆଉ ଏହା ସହ ବାରିମୂଳ ଆଶ୍ରମ ବନ୍ଦ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିଷ୍ପତି ମଧ୍ୟ ହୋଇଛି । ତଥାପି ସେଠାରେ ଅନୁଗାମୀ ମାନେ ପହଂଚିଛନ୍ତି । ସାରଥୀ ଫଟୋ ରେ ଫୁଲ ଦେଇଛନ୍ତି, ଚନ୍ଦନ ଦେଇ ପୂଜାର୍ଚନା କରୁଛନ୍ତି । ଭଲ କରି ଦେଖି ନିଅନ୍ତୁ ଏହି ଭିଜୁଆଲ କୁ ।

ଏ ଭିଜୁଆଲ ହେଉଛି ଜନ୍ମାଷ୍ଟମୀ ଦିନର ଭିଜୁଆଲ । ଏ ଭିଜୁଆଲ ହେଉଛି ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଆଶ୍ରମ କୁହାଯାଉଥିବା କେନ୍ଦ୍ରାପଡ଼ା ସ୍ଥିତ ବାରିମୂଳ ଆଶ୍ରମ ର ଦୃଶ୍ୟ ।ଏଠି କହିରଖିବା ପାଇଁ ଚାହିଁବୁ କି ମହିଳାଙ୍କୁ ନି-ର୍ଯା-ତ-ନା ଅଭିଯୋଗ ବିବାଦ ପରଠାରୁ ବନ୍ଦ ରହିଥିବା ଆଶ୍ରମ ରେ ବାବାଙ୍କ ଅନୁଗାମୀ ମାନେ ପହଂଚି ସାରଥୀଙ୍କ ଫଟୋ ରେ ପୂଜାର୍ଚନା କରିଛନ୍ତି । ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଫୋଟୋ କୁ ପୂଜାର୍ଚନା କରିଛନ୍ତି ତାଙ୍କ ଅନୁଗାମୀ ମାନେ ।

ଯାହା ପ୍ରମାଣ କରୁଛି । ଏତେ ବିବାଦ ସତ୍ୱେ ମଧ୍ୟ ଆଜିବି ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଅନୁଗାମୀ ରହିଛନ୍ତି । ଆଉ ତାଙ୍କୁ ଭଗବାନ ଭଳି ପୂଜା ବି କରୁଛନ୍ତି । ଆଉ ଏହି ଭିଜୁଆଲ କୁ ଦେଖି ସାରିବା ପରେ ଜନ ମାନସ ରେ ଅନେକ ଗୁଡିଏ ପ୍ରଶ୍ନ ଉଙ୍କି ମାରୁଛି । ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ ରହିଥିବା ଏହି ଆଶ୍ରମ ଭିତରେ କିଭଳି ପଶିଲେ ଅନୁଗାମୀ ମାନେ ।
ତେବେ ବର୍ତ୍ତମାନ ସାରଥୀ ବାବାଙ୍କ ର ଜଣେ ପିଲା ଦିନର ବନ୍ଧୁ ନିଜ ବନ୍ଧୁଙ୍କ ବିଷୟରେ ସବୁ କଥ ଖୋଲି ଦେଇଛନ୍ତି ।

ତେବେ ତାଙ୍କ କହିବା କଥା ସାରଥୀ ବାବା ଓରଫ ସନ୍ତୋଷ ରାଉଳ । ଦୁହେଁ ଏକାଠି ସ୍କୁଲରେ ପଢୁଥିଲେ ତେବେ ଦୁହେଁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯାଉଥିଲେ କିନ୍ତୁ ସେ ଫେଲ ହୋଇଗଲେ ଏବଂ ସନ୍ତୋଷ ପାସ ହୋଇଗଲେ । ତେବେ ଆମେ ସବୁ ପିଅନ ଚାକିରୀ କରୁଥିଲୁ କିନ୍ତୁ ସେ କଲେଜ ରେ ପଢୁଥିଲେ । ତେବେ ପରେ ସେ ନିଜେ ଗାଁ ରେ ଏକ ଜମି ନେଇ ସେଠାରେ ଘର କରିଲେ ଏବଂ ବାବା ହୋଇ ସମସ୍ତଙ୍କୁ ଭଣ୍ଡେଇବା କାମ ଆରମ୍ଭ କରି ଦେଇଥିଲା ।

ତେବେ ବର୍ତ୍ତମାନ ର ବିଜ୍ଞାନ ର ଉନ୍ନୟନ ଏବଂ ବିକାଶ ଯୋଗୁଁ ସେ ନିଜ ହାତରେ ମହୁ ବିଭୁତି ବାହାର କରୁଥିଲେ ତେବେ ଲୋକମାନେ ମଧ୍ୟ ଅନ୍ଧ ଶ୍ରଦ୍ଧା ରେ ପଡି ସେହି ମନେ ତାଙ୍କୁ ଉପରକୁ ନେଉଛନ୍ତି ଯାହା ଉଚିତ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *