ଅନୁଭବଙ୍କ ଘରେ ବାନ୍ଧବୀ Jagruti Shukla ! ଆଗକୁ ବାଜିବକି ସାହାନାଇ ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ସିନେ ଜଗତର ସୁପର ଷ୍ଟାର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କର ପାରିବାରିକ ଘଟଣା ସମ୍ପର୍କିତ ବହୁତ କିଛି କଥା ସୋସିଆଲ ମିଡିଆରେ ଆଜି ପର୍ଯ୍ୟନ୍ତ ମଧ୍ୟ ଚର୍ଚାର ବିଷୟ ପାଲଟିଛି । ସେଥିମଧ୍ୟରୁ ଅଭିନେତା ଅନୁଭବଙ୍କର ବାନ୍ଧବୀ ଜାଗୃତିଙ୍କୁ ଅନୁଭବଙ୍କ ଘରେ ଦେଖିବାର ସୂଚନା ମିଳିଛି । ବାନ୍ଧବୀ ଜାଗୃତି ଅନୁଭବଙ୍କର ଘର ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଭଲ ଭାବରେ ହିଁ ପରିଚିତ ଅଛନ୍ତି ।

ଏଥିସହିତ ସେ ତାଙ୍କ ଘରକୁ ମଧ୍ୟ ଆସିଥିବାର ଖବର ମିଳିଛି । ଅନୁଭବଙ୍କର ବାନ୍ଧବୀ ଜାଗୃତିଙ୍କ ସହିତ ବହୁତ ଭଲ ବନ୍ଧୁତ୍ଵର ସମ୍ପର୍କ ରହିଛି ବୋଲି ସମସ୍ତେ ଜାଣିଛନ୍ତି । କାରଣ ବାନ୍ଧବୀ ଜାଗୃତି ଓ ଅଭିନେତା ଅନୁଭବଙ୍କ ସମ୍ପର୍କକୁ ନେଇ ବହୁତ କିଛି ଚର୍ଚା ଲାଗି ରହିଛି ।

ଏହି କଥାର ପ୍ରତି ଉତ୍ତର ଦେବା ପାଇଁ ଯାଇ ଅଭିନେତା ଅନୁଭବ ଜାଗୃତିଙ୍କୁ ତାଙ୍କ ଜଣେ ବହୁତ ଘନିଷ୍ଠ ତଥା ପ୍ରିୟର ବାନ୍ଧବୀର ପରିଚୟ ଦେଇଛନ୍ତି । ଅନୁଭବ ଓ ଜାଗୃତି ଙ୍କର ମଧ୍ୟରେ କେବଳ ହିଁ ବନ୍ଧୁତ୍ଵର ସମ୍ପର୍କ ରହିଛି ବୋଲି ଅଭିନେତା ଅନୁଭବ ସବୁବେଳେ ଦାବି କରନ୍ତି । ଏହା ଛଡା ସେ ଅନ୍ୟ କୌଣସି ନଜରରେ ଜାଗୃତିଙ୍କୁ ଦେଖନ୍ତି ନାହିଁ ।

ଏହା ଛଡା ବାନ୍ଧବୀ ଜାଗୃତି ଅଭିନେତାଙ୍କ ଘରକୁ ଆସି ତାଙ୍କ ପରିବାର ସହିତ ମିଳାମିଶା କରିବା । ଜାଗୃତି ଅନୁଭବଙ୍କ ଘରକୁ ଆସି ଅନୁଭବ, ଅନୁଭବଙ୍କର ମା’ ଓ ଅନୁଭବଙ୍କର ଭାଉଜଙ୍କ ସହିତ ଉତ୍ତମ ଭାବେ ବାର୍ତ୍ତାଳାପ କରି ସମସ୍ତଙ୍କ ସହିତ ଭଲ ସମ୍ପର୍କ ଗଢିବାରେ ସକ୍ଷମ ହୋଇପାରିଛନ୍ତି । ଏହା ପଛର ପ୍ରକୃତ ରହସ୍ୟ କଣ ?

ବହୁତ ଲୋକଙ୍କ କହିବା ଅନୁସାରେ ଅଭିନେତା ଅନୁଭବଙ୍କର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ପାରିବାରିକ କଳହ ବହୁ ଦିନ ଧରି ଚାଲିଆସୁଛି । ବହୁତ ଶୀଘ୍ର ମଧ୍ୟ ଅନୁଭବ ଓ ବର୍ଷାଙ୍କର ଡିଭୋର୍ସ ହୋଇଯିବ ବୋଲି ସୂଚନା ମିଳୁଛି । ତେବେ କଣ ଆଗାମୀ ସମୟରେ ଅନୁଭବଙ୍କର ବର୍ଷାଙ୍କ ସହିତ ଡିଭୋର୍ସ ପରେ ବାନ୍ଧବୀ ଜାଗୃତିଙ୍କ ସହିତ କିଛି ନୂଆ ସମ୍ପର୍କ ଗଢି ଉଠିବ ଏହି କଥାକୁ ନେଇ ସବୁ ଆଡେ ହଇଚଇ ସୃଷ୍ଟି କରିଛି ।

ତେବେ ଏହି ସମ୍ପର୍କରେ ଅନୁଭବଙ୍କର କୌଣସି ନିଜସ୍ୱ କୌଣସି ମତ ପ୍ରତିକ୍ରିୟା ମିଳିପାରିନାହିଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *