ହୀରୋ Babushan ଙ୍କ ପୁଷ୍ପା ଡ୍ୟାନ୍ସ ! ଭିଡିଓ ଦେଖିଲେ ହସି ହସି ଗଡିଯିବେ…ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେମାନଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି ।  ସେହିଭଳି ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ କଳାକାର ଭାବରେ ନାୟକ ବାବୁଶାନ ମହାନ୍ତିଙ୍କୁ କିଏ ଅବା ନଜାଣେ ।  ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ବାବୁଶାନ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଏବଂ ଦମଦାର ଅଭିନୟ କରୁଛନ୍ତି ।

ତାଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ହୋଇଥାଏ ।  ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ଯ ଅଟେ। ତେବେ ଆପଣ ତ ଜାଣିଛନ୍ତି ଅଭିନେତା ବାବୁଶାନ କିପରି ଦମଦାର ଅଭିନୟ ସବୁ କରିଥାନ୍ତି । ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଅନେକ ସୁନ୍ଦର୍ ସୁନ୍ଦର୍ ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ଏହି ଅଭିନେତା ଜଣଙ୍କ ଓଲିଉଡ ର ଚକୋଲେଟ୍ ହିରୋ ଭାବରେ ମଧ୍ଯ ପରିଗଣିତ ହୁଅନ୍ତି । ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ ।

 

View this post on Instagram

 

A post shared by Akash Das (@akashdas.official)

ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।  ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା ।

ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଚକୋଲେଟ୍ ହିରୋ ।  ତେବେ ବର୍ତ୍ତମାନ ବାବୁଶାନ ଙ୍କ ର କିଛି ନୃତ୍ୟ ର ଭିଡିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଯାହା ଲୋକମାନେ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସବୁଆଡେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ଙ୍କ ଫିଲ୍ମ ପୁଷ୍ପା ର ଗୀତ ଗୁଡିକ ଚାରି ଆଡ଼େ ଘୁରି ବୁଲୁଛି।ଯାହାକୁ ଦେଖିବ ସେ ଏହି ଗୀତରେ ଡାନ୍ସ କରୁଛନ୍ତି ରିଲସ ବନାଉଛନ୍ତି।ତେବେ ସେହିପରି ବାବୁଶାନ ମଧ୍ୟ ଏହି ଫିଲ୍ମ ର ଗୀତ ଶ୍ରୀଭଲି ଗୀତରେ ନାଚି ଛନ୍ତି ଯାହା ଲୋକ ମାନଂକୁ ଖୁବ ପସନ୍ଦ ମଧ୍ୟ ଆସିଛି ଏହା ଛଡା ସେ ଆରଆରଆର ର ନାଟୋ ଗୀତରେ ମଧ୍ୟ ନାଚିଛନ୍ତି  ।

ତେବେ ବ୍ୟଙ୍ଗ ବ୍ୟାଙ୍ଗ ଗୀତ ଆଉ ଘୁଙ୍ଗୁରୁ ତୁଟ ଗୟେ ରେ ମଧ୍ୟ ନିଜର ସୁନ୍ଦର ନୃତ୍ୟ କୁ ପରିବେଷଣ କରିଛନ୍ତି ବାବୁଶାନ ଏବଂ ଲୋକମାନେ ମଧ୍ୟ ତାଙ୍କର ଏହି ଡାନ୍ସ କୁ ଖୁବ ପସନ୍ଦ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *