ଆସନ୍ତା ରବିବାର ଅନୁଭବଙ୍କ ୨ୟ ବାହାଘର ଭୋଜି, ଯିବେ କି Mitu Mithun, ଦେଖନ୍ତୁ ଏ ନେଇ ସେ କଣ କହିଲେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଜଣେ ବରିଷ୍ଠ ଅଭିନେତା ହେବା ସହ କେନ୍ଦ୍ରପଡା ଜିଲ୍ଲାର ସାଂସଦ ଅଟନ୍ତି । ବନ୍ଧୁଗଣ ଏମିତିରେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କାଲି ଠାରୁ ଅନୁଭବ ନିଜ ଦ୍ଵିତୀୟ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ସୋସିଆଲ ମିଡିଆରେ ରାକେଶ ରୋଷନ ମହାନ୍ତି ନାମକ ଜଣେ ଯୁବକ ଅନୁଭବଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ତାଙ୍କୁ ବିବାହ ନିମନ୍ତେ ଅଭିନନ୍ଦନ ଜଣାଇ ଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଛି । କେହି କେହି ଏହାକୁ ମିଛ କହୁ ଥିବା ବେଳେ ଅନେକ ଲୋକ ଏହାକୁ ସତ ବୋଲି କହିଛନ୍ତି ।

ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ଓଡିଆ କଳାକାର ମିଟୁ ମିଥୁନ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ମିଥୁନ ନିଜ ବୟାନରେ ଯାହା ସବୁ କହିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ସାକ୍ଷାତ୍କାରରେ ମିଥୁନ କହିଛନ୍ତି-‘ସବୁ ମାଡ ଖାଇବେ ଅନୁଭବ ଠାରୁ ମାଡ ଖାଇବେ ଆମେ ବି ତା ଭାଇ ନିଜେ ମାରିବୁ ଲୋକ ଲଗେଇବୁନି । ଗୋଟେ କଥା କହିବି ଏଇଟା ସିନେମା ସିନ୍ ଯଦି ଆପଣ ଏମିତି ହାଲା କରିବେ କେମିତି ହେବ । ଯେଉଁ ମାନେ ଏସବୁ କରୁଛନ୍ତି ଭୁଲ କରୁଛନ୍ତି । ହେଲେ ସେଇଟା ଫିଲ୍ମ ସିନ୍ ଆପଣ ଜାଣି ନିଅନ୍ତୁ । ଅନୁଭବ ମହାନ୍ତି ଓଡିଶାରେ ଜଣେ ଲୋକପ୍ରିୟ ଅଭିନେତା ସେ ଯେତେବେଳେ ଯାହା କରିବ ସେ କଣ ଲୋକଙ୍କୁ କହିବନି ।

ଅନୁଭବ କେବେ ଭୁଲ କରିବନି ତାକୁ ଯିଏ ବି ଏମିତି କରୁଛନ୍ତି ଏଇଟା ଭଲ କଥା ନୁହେଁ । ସୋସିଆଲ ମିଡିଆରେ ଟିକେ ସତର୍କ ହେଇଯାନ୍ତୁ ଯିଏ ବି ଏମିତି କରୁଛନ୍ତି । ଅନୁଭବ ଯେତେବେଳେ ବାହା ହେବ ହାଲା କରି ବାହା ହେବ । ସେ ଯାହା ବି ଖବର ଆସୁଛି କେବଳ ସୋସିଆଲ ମିଡିଆରେ ଟିଭି ଖବରରେ ଆସି ନଥିବ । ଏଇଟା ମିଛ କଥା ମୁଁ କହୁଛି ମିଛ କଥା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *