Amir Khan ଙ୍କ ଝିଅ Ira Khan ଙ୍କ ବଡ ଖୁଲାସା ! କହିଲେ ଯେତେବେଳେ ମୁଁ ବଡ ହେଉଥିଲି ତ ମା’ ମତେ ସେ-କ୍ସ ପାଇଁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଆମିର ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆମିର ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତା ଆମିର ଖାନଙ୍କ ବିଷୟରେ ନୁହେଁ ତାଙ୍କ ଝିଅ ଇରା ଖାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଆମିରଙ୍କ ଝିଅ ଇରା ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଇରା ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଆଉ ସୋସିଆଲ ମିଡିଆରେ ନିଜର ଅନେକ ଫଟୋ ଏବଂ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହେଇଯାଏ । ଆମିରଙ୍କ ଝିଅ ଇରା ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ତ ଦେଇ ନାହାନ୍ତି ହେଲେ ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ନୁହେଁ ।

ଫ୍ୟାନ୍ସ ମାନେ ତାଙ୍କ ସୁନ୍ଦରତା ଆଉ ତାଙ୍କ ଲାଇଫ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି । ଏମିତିରେ ଅଧିକାଂଶ ସମୟ ଇରା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ସେ ସୋସିଆଲ ମିଡିଆରେ ଏକ ବଡ ଖୁଲାସା କରିଛନ୍ତି । ତାଙ୍କର ଏହି ଖୁଲାସାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ହେଉଛି । ଇରା ନିଜ ଇନ୍ସ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ମୋତେ ଲାଗୁନି ମୁଁ କେବେ ନିଜକୁ ସଂପୂର୍ଣ୍ଣ ରୂପେ ଦେଖିଛି ।

ଯେତେବେଳେ ମୁଁ ବଡ ହେଉଥିଲି ସେତେବେଳେ ମୋ ମାଆ ମୋତେ ସେ-କସ ଏଜୁକେସନ ବହି ଦେଇଥିଲେ । ଆଉ ସେ ମୋତେ ନିଜକୁ ଆଇନା ସାମ୍ନାରେ ଦେଖିବାକୁ କହିଥିଲେ । ହେଲେ ମୁଁ ଏମିତି କଲି ନାହିଁ । ମୋ ଶରୀର ସାମାନ୍ୟ ରୂପରେ ପରିବର୍ତ୍ତନ ହେଇଗଲା । ଏବେ ଏକ ଲମ୍ବା ଯାତ୍ରା କରିବାର ଅଛି । ତେବେ ବନ୍ଧୁଗଣ ଇରା ଖାନ ଆଗରୁ ମଧ୍ୟ ଏକ ଖୁଲସା କରି କହି ଥିଲେ ଯେ, ପିଲା ଦିନରେ ତାଙ୍କର ଯୌନ ଶୋଷଣ ହୋଇଛି ।

ମାତ୍ର 14 ବର୍ଷ ବୟସରେ ତାଙ୍କର ଯୌନ ଶୋଷଣ ହୋଇଥିଲା । ଆଉ ସେ ସେଥିପାଇଁ ଡିପ୍ରେସନରେ ଆସିଯାଇଥିଲେ । ଯାହାର ପ୍ରଭାବ ତାଙ୍କ ଜୀବନ ଉପରେ ବହୁତ ମାତ୍ରାରେ ପଡିଥିଲା । ଇରା ନିଜ ମନର ସବୁ କଥା ସୋସିଆଲ ମିଡିଆରେ ସେୟାର କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଇରା ଖାନ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *