Ambani ପରିବାରରର ଏହି 10 ଟି ରୋଚକ କଥା ଆଗରୁ କେବେ ବି ଜାଣି ନଥିବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଭାରତର ସବୁଠାରୁ ଧନୀ ପରିବାର ଭାବରେ ପରିଚିତ ହେଉଛନ୍ତି ଅମ୍ବାନୀ ଘର । ତେବେ ମୁକେଶ ଅମ୍ବାନୀ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ହେଉଛି ୭୬.୫ ବିଲିଅନ ଆମେରିକାନ ଡ଼ଲାର । ଯାହାକୁ ଭାରତୀୟ ପଇସା ହିସାବରେ ଗଣନା କରିଲେ ୫.୬ ଲକ୍ଷ କୋଟି ଟଙ୍କା ଅଟେ । ଏତେ ଧନୀ ହେବା ପରେ ମଧ୍ୟ ମୁକେଶ ଅମ୍ବାନୀ ସର୍ବଦା ସାଧାସିଧା ରୁହନ୍ତି ।


ଏକ ଇଣ୍ଟରଭ୍ୟୁ ରେ ମୁକେଶ ଅମ୍ବାନୀ ଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ସମ୍ବନ୍ଧରେ ପଚରା ଯାଇଥିଲା । ସେ ଉତ୍ତର ରେ କହିଥିଲେ ତାଙ୍କୁ ସାଉଥ ଇଣ୍ଡିଆନ ଖାଦ୍ୟ ପ୍ରିୟ ଅଟେ । ଧନ ଦୌଲତ ରେ ପରିପୂର୍ଣ୍ଣ ମୁକେଶ ଅମ୍ବାନୀ ଙ୍କୁ ପର୍ସ ସବୁବେଳେ ଖାଲି ରହିଥାଏ । କିନ୍ତୁ ସେ ନିଜର ପରିବାର ଙ୍କ ପାଇଁ ପ୍ରଚୁର ଧନ ଖର୍ଚ୍ଚ କରିଥାନ୍ତି । ତେବେ ମୁକେଶ ଅମ୍ବାନୀ ଙ୍କ ଝିଅ ଇଶା ଅମ୍ବାନୀ ସବୁଠାରୁ କମ ବୟସ ର ଅରବପତି । ତେବେ ସେ ଧନୀ ଲିଷ୍ଟ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।

ତେବେ ନୀତା ଅମ୍ବାନୀ ଙ୍କୁ ହୀରା ର ମଧ୍ୟ ବହୁତ ସଉକ ଥାଏ ଏବଂ ସେ ନିଜ ଗହଣା ସହିତ ନିଜ ବ୍ୟାଗ ଏବଂ ପୋଷାକ ରେ ମଧ୍ୟ ହୀରା ଲଗେଇଥାନ୍ତି । ତେବେ ସେ ସବୁବେଳେ ମହଙ୍ଗା ଜୋତା ହିଁ ପିନ୍ଧିବା ପସନ୍ଦ କରନ୍ତି । ଜାପାନର ସର୍ବ ପୁରାତନ କ୍ରୋକେରି ବ୍ରାଣ୍ଡ ନରିଟାକ୍ ର ଏକ କପରେ ନୀତା ଅମ୍ବାନୀ ଚା ପିଅନ୍ତି । ନୋରିଟେକ୍ କ୍ରକେରି ସୁନାରେ ନିର୍ମିତ ଏବଂ ଏହାର ୫୦ ଖଣ୍ଡ ସେଟ୍ ମୂଲ୍ୟ ୧.୫ କୋଟି ଟଙ୍କା । ଏହାର ଅର୍ଥ ହେଉଛି ଏକ କପ୍ ଚା ତିନି ଲକ୍ଷ ଟଙ୍କା । ଏହା ବ୍ୟତୀତ ସେ ଆଇପିଏଲ୍ କ୍ରିକେଟ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ମଧ୍ୟ ଅଟନ୍ତି ।


ତେବେ କୁହାଯାଏ କି ଅନନ୍ତ ଅମ୍ବାନୀ ଙ୍କୁ ଆଧ୍ୟାତ୍ମିକ ଉପରେ ଅଧିକ ଆକୃଷ୍ଟ ହୋଇଥାନ୍ତି ଏବଂ ସେ ସବୁବେଳେ ବାଲାଜି ମନ୍ଦିର କୁ ଦର୍ଶନ ପାଇଁ ମଧ୍ୟ ଯାଆନ୍ତି । ଏବଂ ସେ ବାଲାଜି ମନ୍ଦିର ରେ ଏକ ସୁନ୍ଦର ଏବଂ ଶୁଦ୍ଧ ଧଳା ରଙ୍ଗର ହାତୀ କୁ ମଧ୍ୟ ଦାନ କରିଥିଲେ ।


ମୁକେଶ ଅମ୍ବାନୀ ନିଜ ପରିବାର କୁ ବହୁତ ଭଲ ପାଆନ୍ତି ଏବଂ ଘରୁ ବାହାରିବା ପୂର୍ବରୁ ନିଜ ମାଆ ଙ୍କ ଆଶୀର୍ବାଦ ଏବଂ ସମସ୍ତ ଙ୍କୁ କହିକି ଆସନ୍ତି ଏବଂ ଏହା ଛଡା ସେ ନିଜର ବିନମ୍ର ବ୍ୟବହାର ଯୋଗୁଁ ମଧ୍ୟ ପରିଚିତ । ତେବେ ବଲିଉଡ ର ରିଲିଜ ହେବା ପୂର୍ବରୁ ହିଁ ସେମାନେ ଫିଲ୍ମ ଦେଖି ନେଇଥାନ୍ତି । ଏବଂ ମୁକେଶ ଅମ୍ବାନୀ ନିତା ଅମ୍ବାନୀ ଙ୍କ ଜନ୍ମଦିନ ରେ ତାଙ୍କୁ ୬.୨ କୋଟି ର ଜେଟ ଉପହାର ଦେଇଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *