ମରୁ ମରୁ ବଞ୍ଚିଗଲେ…ନିଜେ ଥରେ ଦେଖି ନିଅନ୍ତୁ ଏହି Video

ଦର୍ଶକ ବନ୍ଧୁ ଆଜିଆର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ସହ ଜଡିତ ଅଛନ୍ତି । ଯେବେଠାରୁ 4G ବ୍ୟବସ୍ଥା ଭାରତରେ ଲଞ୍ଚ ହୋଇଛି ସେବେଠାରୁ ଲୋକ ମାନେ ସୋସିଆଲ ମିଡିଆରେ ଆଡିକ୍ଟେଡ ହୋଇଯାଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଏବଂ ଖବର ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ଏହା ବ୍ୟତୀତ ଲୋକ ମାନେ ସୋସିଆଲ ମିଡିଆ ଦ୍ଵାରା ନିଜର ମନୋରଞ୍ଜନ କରିପାରୁଛନ୍ତି ।

ଆଉ ଅନ୍ୟ ମାନଙ୍କୁ ମନୋରଞ୍ଜନ କରାଇ ଫେମସ ବି ହୋଇ ପାରୁଛନ୍ତି । ତେଣୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋସିଆଲ ମିଡିଆ ବହୁତ ଶକ୍ତିଶାଳୀ । ଆଉ ବେଳେବେଳେ ସୋସିଆଲ ମିଡିଆରେ କିଛି ଏଭଳି ଘଟଣା ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାଟି ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ହାତୀ ଜଣେ ବ୍ୟକ୍ତିଙ୍କ ଉପରେ ଚଢି ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଆପଣ ମାନେ ବି ଏ ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ।

ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ବଡ ହାତୀର ପାଦ ତଳେ ଜଣେ ବ୍ୟକ୍ତି ଅଛନ୍ତି । ପ୍ରଥମେ ତ ଆପଣ ଏହି ଭିଡିଓ ଦେଖି ଭାବିବେ ହାତୀ ପାଦ ତଳେ ରହିଥିବା ବ୍ୟକ୍ତି ନିଜ ପ୍ରାଣ ହାରିଦେଇଥିବେ । ହେଲେ ବନ୍ଧୁଗଣ ଏମିତି କିଛି ବି ହୋଇନି । ଶୋଭାଗ୍ୟ ବଶତଃ ବ୍ୟକ୍ତି ଜଣକ ବଞ୍ଚି ଯାଉଛନ୍ତି । ହାତୀଟି ବ୍ୟକ୍ତିଙ୍କ ଉପରେ ଚଢି ନାହିଁ ବରଂ ବ୍ୟକ୍ତିଙ୍କୁ ଗୋଡରେ ଠେଲି ଠେଲି କିଛି ବାଟ ନେଇ ଯାଇଛି । ହାତୀ ଯିବା ପରେ ବ୍ୟକ୍ତି ଜଣକ ଉଠି ଯାଉଛନ୍ତି ଆଉ ହାତୀ ପଛେ ପଛେ ଯାଉଛନ୍ତି ।

ସ୍ଥାନୀୟ ଲୋକ ମାନେ ସେହି ବ୍ୟକ୍ତିଙ୍କୁ ହାତୀ ପଛରେ ନ ଯିବା ପାଇଁ କହୁଥିବା ବେଳେ ବ୍ୟକ୍ତି ଜଣକ ବୋଧ ହୁଏ ବଦଲା ନେବା ଚକ୍କରରେ ହାତୀ ପଛେ ପଛେ ଯାଉଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ହାତୀ ଘୋଡାଉ ଥିଲେ ହେଲେ ନିଜେ ଫସିଗଲେ । ଏହି ଘଟଣାଟି କଟକରେ ଘଟିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *