ବନ୍ଧୁଗଣ ଏବେ ସାରା ଭାରତରେ ପ୍ରେମିକ ଅଫତାବଙ୍କ କଳା କାର୍ଣ୍ଣମାକୁ ନେଇ ଚର୍ଚ୍ଚା । ଅଫତାବ ନିଜ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି 35 ଖଣ୍ଡ କରି ଦିଲ୍ଲୀର 35ଟି ସ୍ଥାନରେ ଫିଙ୍ଗି ଦେଇଛି । ଏଭଳି ଜଘନ୍ୟ ଅପରାଧ କରିଥିବା ଅଫତାବ ଏବେ ପୋଲିସ ହାତରେ ଗିରଫ ହୋଇଛି । ଏହି ଘଟଣାକୁ ନେଇ ଏବେ ଜଣେ ମହିଳା ଏକ ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମହିଳା ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୋ ମତରେ ପିଲା ଖୋଜିବା କି ଝିଅ ମାନଙ୍କର ଭଲ ପାଇବା ଏ ଦୁଇଟି ଜିନିଷ ସଂପୂର୍ଣ୍ଣ ଅଲଗା । ଭଲ ପାଇବା ସବୁବେଳେ ଅନ୍ତରରୁ ଆସିବା ଦରକାର ଆଉ ଏବେ ସେ ଜିନିଷ ଆସୁନି । ଆଉ ଯଦି ଲିଭ ଇନ ରିଲେସନସିପ କଥା କହିବି ତା ହେଲ ଯୁବପିଢି ମାନେ କେବଳ ଚାହୁଁ ଛନ୍ତି ତାଙ୍କ ଫିଲିଙ୍ଗ୍ସକୁ ଅଲଗା ରଖି କେବଳ ନିଜ ବଡି ପାଇଁ ହିଁ ସମାନେ ଯାଉଛନ୍ତି ।
ଆଉ ଏ ଯେଉଁ କେସଟି ହେଇଛି ଯେ, 18ଟି ଜାଗାରେ ଖଣ୍ଡ ଖଣ୍ଡ କରି ପକେଇଛି ଏଇଟା ମୁଁ ଭାବୁନି ପ୍ରେମ ପାଇଁ ହେଇଛି । କାରଣ ପ୍ରେମରେ କିଏ କେବେ କାହାକୁ ଏତେ ନିର୍ଯାତନା ଦେଇପାରେନି । ଯଦି ଆମେ କାହା ସହ କିଛି ଦିନ କିଛି ମିନିଟ ବା ଭଲ ସମୟ ବିତାଇ ଥିବା ତା ହେଲେ କେବେ କାହକୁ ଏତେ ନିର୍ଯାତନା କରିପାରିବ ନାହିଁ ।
ଲିଭ ଇନ ରିଲିସନସିପକୁ ଯୁବପିଢି ମାନେ ଅଧିକ ଭଲ ପାଇବାର କାରଣ ହେଉଛି ପ୍ରଥମେ ତାଙ୍କୁ ଘରୁ ସ୍ଵାଧୀନତା ମିଳୁଛି ଯାହା ଆଗରୁ ଆମେ ମାନେ ଜଏଣ୍ଟ ଫାମିଲିରେ ରହୁଥିଲେ ତେଣୁ କାହାକୁ ମିଳୁ ନଥିଲା । ହେଲେ ବର୍ତ୍ତମାନ ଯେହେତୁ ଘରୁ ସ୍ଵାଧୀନତା ମିଳୁଛି ଝିଅ ମାନେ ଯାଇ ବାହାରେ ରହୁଛନ୍ତି ସେମାନେ କୁଆଡେ ଗଲେ କୁଆଡେ ଆସିଲେ ତାଙ୍କୁ କିଛି ରୋକ ଠୋକ ଲଗା ହେଉନି ।
ତେଣୁ ମୁଁ ପ୍ରଥମେ ଘର ଲୋକଙ୍କୁ ଦୋଷ ଦେବି ସେମାନେ ନିଜ ଝିଅକୁ ସମ୍ଭାଳି ରଖନ୍ତୁ । ଆଉ ଗୋଟେ କଥା ହେଉଛି ଖାଦ୍ୟ ପାଇଁ ବି ସେକ୍ସ ଇଛା ବାଢୁଛି ସେଥିପାଇଁ ଆମକୁ ଧ୍ୟାନ ଦେବା ଦରକାର’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।