ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ସମସ୍ତଙ୍କୁ ଆକର୍ଷିତ କରିଛି । ଏହି ଭିଡିଓ ଦେଖିଲେ ଆପଣ ମାନଙ୍କର ଲୋମ ଟାଙ୍କୁରି ଉଠିବ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଏୟାର ଶୋର ଅଦ୍ଭୁଦ ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ । ବନ୍ଧୁଗଣ ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ପୁରୀର ଅନନ୍ତ ଜଳରାଶି ଉପରେ 9ଟି ବିମାନ ଉଡିକି ଯାଉଛି । ବୀସ୍ତିର୍ଣ୍ଣ ବାଲୁକା ରାସୀ ଉପରକୁ ଦେଇ ସମୁଦ୍ର ଉପରେ ଯାଉଛନ୍ତି ଏ ହେଉଛି ଅତି ଦୁର୍ଲଭ ଦୃଶ୍ୟ । 9ଟି ହକ୍ ଜେଟ ସମୁଦ୍ର ଉପରେ ଉଡୁ ଛନ୍ତି ଆଉ ରାଉଣ୍ଡ ମାରୁ ଛନ୍ତି ।
ବନ୍ଧୁଗଣ ଏହି ଏୟାର ଶୋ ଆଜି ସକାଳ 10ଟା 20 ମିନିଟରେ ଆରମ୍ଭ ହେବାର ଥିଲା ହେଲେ କିଛି କାରଣ ବଶତଃ ବିଳମ୍ବ ଘଟି ଥିଲା । ପାଖାପାଖି 14 ରୁ 15 ମିନିଟ ବିଳମ୍ବ ଘଟି ଥିଲା । ଏହା ପରେ 10ଟା 34ରେ ସହର ପଟୁ ପ୍ରବେଶ କରିଥିଲା ପୁରା 9ଟି ହକ୍ ବିମାନ । ଏହି 9ଟି ବିମାନ ଅନନ୍ତ ସମୁଦ୍ର ଭିତରକୁ ପ୍ରବେଶ କଲା । ବନ୍ଧୁଗଣ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟ ଆଉ ଶୁଣନ୍ତୁ ଏହାର ଶବ୍ଦ ।
ଆକାଶରେ ଗର୍ଜନ କରୁଛି ଏହି 9ଟି ହକ୍ ବିମାନ । ଭାରତୀୟ ବାୟୁସେନାର ପାଇଲଟ ମାନେ ଅତି ସୁନ୍ଦର ଭାବରେ ଏହି ଏୟାର ଶୋଟି କରି ଲୋକ ମାନଙ୍କର ମନ ଜିତି ଛନ୍ତି । ଆଜି ସକାଳେ ଏୟାର ଶୋ ଦେଖିବା ପାଇଁ ପୁରୀ ବାସିନ୍ଧା ମାନେ ଅପେକ୍ଷା କରି ରହିଥିଲେ । 10ଟା 20 ମିନିଟରେ ଏୟାର ଶୋ ଆରମ୍ଭ ହେବ ବୋଲି ସେମାନେ ଜାଣିଥିଲେ ହେଲେ କିଛି ମିନିଟ ବିଳମ୍ବ ହେବା ହେତୁ ସେମାନଙ୍କ ମନ ଦୁଃଖ ହୋଇ ଆସୁଥିଲା ।
ହେଲେ କିଛି ମିନିଟ ପରେ ସହରରୁ ପ୍ରବେଶ କରିଥିଲେ 9ଟି ହକ୍ ଜେଟ । ଆଉ ଏହି 9ଟି ହକ୍ ଜେଟକୁ ଦେଖି ସମସ୍ତଙ୍କ ଲୋମ ଟାଙ୍କୁରି ଉଠି ଥିଲା । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।