ଲୋକପ୍ରିୟ ଓଡିଆ ସିରିଏଲ ‘ଝିଅ ଆମର ନୂଆ ବୋହୁ’ ର ଆକ୍ଟର Abhijit Das ଙ୍କ Family & Biograohy

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅଭିଜିତ ଦାସ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିଜିତଙ୍କୁ ଓଡିଆ ଟିଭି ସିରିଏଲ ‘ଝିଅ ଆମର ନୂଆବୋହୂ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିଜିତ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି । ଅଭିଜିତଙ୍କ ଜବରଦସ୍ତ ଅଭିନୟକୁ ଓଡିଶା ବାସୀ ବେସ ପସନ୍ଦ କରିଛନ୍ତି । ଅଭିଜିତ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଆସିବା ଦିନରୁ ଅଭିଜିତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆରେ ଅଭିଜିତ ବହୁତ ଚର୍ଚ୍ଚାରେ ରୁହନ୍ତି । ହେଲେ ଆପଣ ମାନେ କଣ ଅଭିଜିତଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିଜିତ ଦାସଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅଭିଜିତଙ୍କ ଜନ୍ମ ଭୁବନେଶ୍ଵରରେ ହୋଇଥିଲା ପିଲା ଦିନରୁ ପାଠ ପଢିବା ସହ ତାଙ୍କର ଅଭିନୟରେ ରୁଚି ଥିଲା । ଅଭିଜିତ ତାଙ୍କ ଅଭିନୟ କାରିୟରର ଆରମ୍ଭ ୨୦୧୯ ମସିହାରେ ଓଡିଆ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ’ରୁ କରିଥିଲେ । ଏହା ପରଠାରୁ ଅଭିଜିତ କେବେ ପଛକୁ ବୁଲିକି ଚାହିଁ ନାହାନ୍ତି ।

ବନ୍ଧୁଗଣ ଅଭିଜିତଙ୍କ ଘରେ ତାଙ୍କ ବାପା, ମା, ଭାଇ, ଭାଉଜଙ୍କ ସହ ତାଙ୍କ ଧର୍ମପତ୍ନୀ ରହୁଛନ୍ତି । ଅଭିଜିତଙ୍କ ଧର୍ମପତ୍ନୀଙ୍କ ନାମ ହେଉଛି ନୀଳିମା ଦାସ । ଅଭିଜିତ ଓ ନୀଳିମା ୨୦୨୦ ମସିହାରେ ବିବାହ କରିଥିଲେ । ଏବେ ଅଭିଜିତ ତାଙ୍କ ପରିବାର ସହ ବେସ ଖୁସିରେ ଅଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିଜିତ ଦାସଙ୍କ ପରିବାର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *