ମୃତ୍ୟୁ ପୂର୍ବରୁ ଓଡିଆ ଅଭିନେତ୍ରୀ Tilottama ଙ୍କ ଶେଷ କଥା, ଦେଖିଲେ ଆଖିରେ ଲୁହ ରହିବନି…

ଦର୍ଶକ ବନ୍ଧୁ ଓଡିଆ ସିରିଏଲ ଏବଂ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ତିଳୋତ୍ତମା ମୃତ୍ୟୁ ବରଣ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତିଳୋତ୍ତମା ଖୁଣ୍ଟିଆଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଉଭୟ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଦୁଃଖତ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଭାବବିହୁଳ ହୋଇଯିବେ । ଏହି ଖବରଟି ହେଉଛି ତିଳୋତ୍ତମା ଖୁଣ୍ଟିଆଙ୍କ ପରଲୋକ ଘଟିଛି । ଓଡିଆ ଇଣ୍ଡଷ୍ଟ୍ରିରେ ତିଳୋତ୍ତମାଙ୍କ ଅବଦାନ ଅତୁଳନୀୟ । ସେ ସମସ୍ତଙ୍କର ପ୍ରିୟ ଥିଲେ । ଯେକୌଣସି ଭୂମିକାକୁ ସେ ଅତି ସୁନ୍ଦର ଭାବରେ ପଦର୍ଶନ କରୁଥିଲେ । ସମସ୍ତ ଓଡିଆ କଳାକାର ମାନେ ବି ତାଙ୍କୁ ବହୁତ ଭଲ ପାଉଥିଲେ ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସେ ଦୀର୍ଘ ଦିନ ଧରି ହୃତଘାତରେ ପୀଡିତ ଥିଲେ । ଗତ କିଛି ଦିନ ହେବ ଭୁବନେଶ୍ଵରର ଉତ୍କଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲି ଥିଲା । ହେଲେ ଗତ କାଲି ତଥା ବୁଧବାର ଦିନ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ସେ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ଦର୍ଶକ ବନ୍ଧୁ ତିଳୋତ୍ତମାଙ୍କ ପରିବାର କହିଲେ ତାଙ୍କ ସ୍ଵାମୀ ଆଉ ତାଙ୍କ ଦୁଇ ଝିଅ । ତାଙ୍କ ପରି ତାଙ୍କ ଦୁଇ ଝିଅ ଅରୁନ୍ଧତୀ ଏବଂ ଅନୁଭୃତି ମଧ୍ୟ ଓଡିଆ ଟିଭି ସିରିଏଲରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ସେ ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତେବେ ବନ୍ଧୁଗଣ ମୃତ୍ୟୁ ପୂର୍ବରୁ ବୋଧ ହୁଏ ତିଳୋତ୍ତମା ତାଙ୍କ ସ୍ଵାମୀଙ୍କୁ କହିଥିବେ, ମୋ ଝିଅ ଦୁଇଟି ତୁମକୁ ଲାଗିଲେ ତୁମେ ତାଙ୍କର ବହୁତ ଯତ୍ନ ନେବ ।

କାହିଁକି ନା ମୁଁ ମୋର ଦୁଇ ଝିଅଙ୍କୁ ଅତି ଅଲିଅଳିରେ ବଢେଇଛି । ବନ୍ଧୁଗଣ ତିଳୋତ୍ତମା ନିଜ ଦୁଇ ଝିଅ ଅରୁନ୍ଧତୀ ଏବଂ ଅନୁଭୃତିଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ହେଲେ ଏବେ ସେ ନିଜ ଦୁଇ ଝିଅଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *