ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଆମ ଦୈନନ୍ଦିନ ଜୀବନରେ ଆମେ ସବୁ ସମୟରେ ଚିନ୍ତା ଓ ଦୁଃଖରେ ରହୁଛୁ । ଯାହା ଫଳରେ ଆମ ମୁହଁରେ ହସ ରହୁ ନାହିଁ । ସେଥିପାଇଁ ଆଜି ଆମେ ଆପଣମାନଙ୍କ ପାଇଁ ଏମିତି କିଛି ମଜାଦାର ଜୋକ୍ସ ଆଣିଛୁ ଯାହାକୁ ପଢି ଆପଣ ବହୁ ଆନନ୍ଦ ନେବେ । ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।
ଜୋକ୍ସ-
ପପୁ ନିଜ ସାଙ୍ଗକୁ କହୁଥିଲା…
କେଜାଣି ବାହାଘର ପରେ କାହିଁକି ଲୋକମାନେ ନିଜ ପତ୍ନୀକୁ ଭୟ କରନ୍ତି ।
ମୁ ତ ଆଜି ସିଧା ସିଧା କହିଦେଲି ଆଜି ଥଣ୍ଡା ବହୁତ ଲାଗୁଛି ମୁ ଖରାବେଳ ସମୟରେ ବାସନ ମାଜିବି ।
ଜୋକ୍ସ-୨
ରୋଗୀ- ସାର ଆପଣ ମୋ ପାଇଁ ଯାହା ଔଷଧ ଲେଖିଛନ୍ତି ତାହା କୌଣସି ସ୍ଥାନରେ ମିଳୁନାହିଁ,
ଡାକ୍ତର- ସେଥିରେ ମୁ ଔଷଧ ଲେଖିନଥିଲି ମୁ ପେନ ଚଲେଇ କି ଚେକ କରୁଥିଲି ।
ଜୋକ୍ସ-୫
ଜଣେ ମହିଳା ମନ୍ଦିରରେ ବସି କାନ୍ଦୁଥିଲା…
ପୂଜାରୀ- କଣ ହେଇଛି ଝିଅ ?
ମହିଳା- ବାବା, କାଲି ରାତିରେ ମୋ ସ୍ଵାମୀ ମରିଗଲେ ।
ପୂଜାରୀ- ବହୁତ ଖରାପ ହେଲା ଝିଅ ?
ସେ ମରିବା ପୂର୍ବରୁ କିଛି କହିକି ମରିଥିଲେ ଝିଅ ?
ମହିଳା- ହଁ ବାବା, ସେ କହୁଥିଲେ ମୋ ବେକ ଛାଡିଦେ ମୁ ମରିଯିବି । ବାବା ବେହୋସ
ଜୋକ୍ସ-୩
ବାହା ଘରରେ ସବୁଠାରୁ ଖାସ ବର ହୋଇ ନଥାଏ, ବରଂ ବର ର ସେହି ସାଙ୍ଗ ହୋଇଥାଏ ଯିଏ ସମସ୍ତଙ୍କୁ ମଦ ପିଆଇବାର ଦାଇତ୍ଵ ନେଇଥାଏ ।
ଜୋକ୍ସ-୪
ପରମ ସତ୍ୟ ଜ୍ଞାନ…
ଯଦି ଖାଦ୍ୟ ଖାଉଥିବା ସମୟରେ ପତି ଆଚାର ମାଗିବେ…
ତା ହେଲେ ବୁଝିଯିବେ…
ନା ସେହି ସବଜିରେ ଦମ ଅଛି
ନା ସେହି ଲୋକର ସିଧା ସିଧା କହିବାର ଦମ ଅଛି ।
ଜୋକ୍ସ-୬
ପତ୍ନୀ- ପତିର ଅର୍ଥ କଣ, ତାର ପରିଭାଷା କୁହ ?
ପତି- ପତି ଏମିତି ଏକ ପ୍ରାଣୀ ଅଟେ ଯିଏ ଭୁତ ପ୍ରେତକୁ ଭୟ ନ କରିଲେ ମଧ୍ୟ ନିଜ ପତ୍ନୀକୁ ବହୁତ ଭୟ କରିଥାଏ ।
ଜୋକ୍ସ-୭
ପୁଅ ନିଜ ଗାର୍ଲଫ୍ରେଣ୍ଡ ସହ- ଧନୀ ରୁ ଧନୀ ଲୋକମାନେ ମଧ୍ୟ ମୋ ପିତାଙ୍କ ସାମ୍ନାରେ କଟୋରି ଧରି ଛିଡା ହୁଅନ୍ତି ।
ଗାର୍ଲଫ୍ରେଣ୍ଡ- ତା ହେଲେ ତମ ବାପା ତ ବହୁତ ଧନୀ ହୋଇଥିବେ ?
ପୁଅ- ନା, ସେ ଗୁପୁଚୁପ ବିକନ୍ତି ।
ଜୋକ୍ସ-୮
ଯଦି ହାତରେ ଫୋନ ଥିବ ତାହାଲେ ଖାଦ୍ୟ ଖାଇବା ପାଇଁ ୧ ଘଣ୍ଟା ଅଧିକ ଲାଗିବ…
ଯଦି ଆପାଣଙ୍କ ଫୋନ ଅନ୍ୟ କାହା ପାଖରେ ଥିବ ତା ହେଲେ ଖାଇବା ପାଇଁ ୨ ମିନିଟ ବହୁତ ।
ଜୋକ୍ସ-୯
ମୋହନ- ମତେ ଲାଗୁଛି ମୋ ସ୍ତ୍ରୀ ମୋ ସହ ଧୋକା କରୁଛି…
ସୋହନ- କେମିତି ?
ମୋହନ- କାଲି ରାତିରେ ସେ ଲେଟରେ ଘରକୁ ଆସିଲା, ମୁ ପଚାରିଲି କେଉଁଠି କୁ ଯାଇଥିଲ ?
ସେ ଉତ୍ତର ଦେଇ କହିଲା ସେ ଅଞ୍ଜଲି ଘରକୁ ଯାଇଥିଲା ।
ସୋହନ- ତା ହେଲେ ?
ମୋହନ- ଆରେ ଅଞ୍ଜଲି ଘରେ ତ ମୁଁ ଥିଲି ।
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।