ଦକ୍ଷିଣ ସୁନ୍ଦରୀଙ୍କ ପ୍ରେମରେ Shubman Gill !

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁ ଥିବା ସମସ୍ତ ଖେଳାଳି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ଏହି ଭାରତୀୟ ଖେଳାଳି ମାନେ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭାରତୀୟ ଖେଳାଳି ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଭାରତୀୟ କ୍ରିକେଟ ଟିମରେ ନିଜର ଦମଦାର ଖେଳ ପଦର୍ଶନ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଖେଳାଳି ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶୁଭମନ ଗିଲ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଭାରତୀୟ ଟିମର ଦିଗଜ ଖେଳାଳି ଶୁଭମନ ଗିଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଶୁଭମନ ଅତି କମ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଏକ ବଡ ସଫଳତା ହାସଲ କରିଛନ୍ତି । ତାଙ୍କର ଲୋକପ୍ରିୟତା କେବଳ ଭାରତ ନୁହେଁ ସାରା ବିଶ୍ଵରେ ବହୁତ ଅଧିକ ରହିଛି ।

ତେବେ ଏମିତିରେ ଶୁଭମନ ନିଜ ଖେଳ ଅପେକ୍ଷା ନିଜ ଲଭ ରିଲେସନ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ଶୁଭମନ ଗିଲ ଏବଂ ସାରାଙ୍କୁ ନେଇ ଚର୍ଚ୍ଚା ଜୋର ଧରି ଥିଲା । କ୍ରିକେଟ ଏବଂ ତାରକାଙ୍କ ମଧ୍ୟରେ ବହୁତ ପୁରୁଣା ସମ୍ପର୍କ ରହିଛି ।

ନିକଟରେ ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କ ନାମ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲି ଖାନଙ୍କ ସହ ଯୋଡା ଯାଉଥିଲା । ଉଭୟଙ୍କୁ ଏକ ହୋଟେଲ ଲବି ଏବଂ ବିମାନ ବନ୍ଦରରେ ଏକା ସହ ଦେଖିବାକୁ ମିଳି ଥିଲା । ଏହାକୁ ପ୍ରେମର ଏକ ସଙ୍କେତ ନା ଆଉ କଣ ବୋଲି କୁହାଯାଇ ପାରିବ । କିନ୍ତୁ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହା ପରେ ଅନେକ ମେମ୍ସ ଲଗାତର ଆସିବାକୁ ଲାଗିଲା । ପରେ ଶୁଭମନଙ୍କର ଏକ ସାକ୍ଷାତ୍କାର ମଧ୍ୟ ସାମ୍ନାକୁ ଆସିଲା ଯେଉଁଥିରେ ସେ ସାରାଙ୍କ ବିଷୟରେ ଏକ ହିଣ୍ଟ ଦେଲା ଭଳି କହିଥିଲା । ହେଲେ ନିକଟରେ ଶୁଭମନ ଏକ ସାକ୍ଷାତ୍କାରରେ କହିଥିଲେ ଯେ ସେ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ପସନ୍ଦ କରନ୍ତି । ବର୍ତ୍ତମାନ ଏହି ଖବର ପ୍ରଶଂସକଙ୍କୁ ଟିକେ ନିରାଶ କରିପାରେ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *