ବିଧାତା ଖେଳିଲା ଖେଳ ! ଗୋଟିଏ ଜୁଇରେ ଜଳିଲେ ବାପା-ମାଆ-ଝିଅ, ଏହି ହୃଦୟ ବିଦାରକ ଦୃଶ୍ୟ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଦର୍ଶକ ବନ୍ଧୁ ବେଳେବେଳେ ସୋସିଆଲ ମିଡିଆରେ କିଛି ଏପରି ଭିଡିଓ ଭାଇରାଲ ହୁଏ ଯାହା ସମସ୍ତଙ୍କ ଆଖିରେ ଲୁହ ଝରାଇ ଥାଏ । ଏ ଦୁନିଆର ସମସ୍ତ ମଣିଷ ସୋସିଆଲ ମିଡିଆ ଆଉ ଇଣ୍ଟର୍ନେଟ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଏବଂ ଖବର ଗୁଡିକ ବିଷୟରେ ନା କେବଳ ଜାଣି ପାରୁଛନ୍ତି ଅନେକ ଭାଇରାଲ ଭିଡିଓ ମଧ୍ୟ ଦେଖି ପାରୁଛନ୍ତି ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଯିଏ ବି ଏହି ଭିଡିଓ ଦେଖୁଛି ସେ କିଛି ସମୟ ପାଇଁ ସ୍ତବ୍ଦ ହୋଇ ରହି ଯାଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଭାଇରାଲ ହେଉଥିବା ଭିଡିଓରେ ହୁତୁ ହୁତୁ ହେଇ ଜଳୁଛି ନିଆଁ ପାଞ୍ଚ ଭୁତରେ ଲୀନ ହେଉଛି ତିନୋଟି ପ୍ରାଣ । ଆପଣ ନିଶ୍ଚୟ ବୁଝି ପାରୁ ଥିବେ ଗୋଟିଏ ଜୁଇରେ ଯେତେବେଳେ ତିନୋଟି ଜୀବନ ଦାହ ହେଉଛି ତାହା ନିଶ୍ଚୟ ଗୋଟେ ପରିବାରର ହୋଇଥିବ । ଗୋଟିଏ ପରିବାରର ତିନୋଟି ଶବକୁ ଗୋଟିଏ ଜୁଇରେ ଦାହ କରିଛନ୍ତି ବନ୍ଧୁ ବାନ୍ଧବ ।

ପ୍ରଥମେ ସ୍ତ୍ରୀ ପରେ ଦୁଇ ବର୍ଷର ନିଷ୍ପାପ କୁନି ଝିଅ ଆଉ ପରେ ଆତ୍ମହତ୍ୟା କରି ଦେଲେ ସ୍ଵାମୀ । କେହି କିଛି ବୁଝିଲା ପୂର୍ବରୁ ସବୁ କିଛି ସରିଗଲା । ଚାହୁଁ ଚାହୁଁ ଚାଲି ଗଲା ତିନୋଟି ଜୀବନ । ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ସବୁ ଆଡେ ଚର୍ଚ୍ଚା । ଗାଁ ଲୋକଙ୍କ କହିବା ଅନୁସାରେ ଲିଙ୍ଗରାଜ କୁଆଡେ ଆଇପିଏଲ ବେଟିଙ୍ଗରେ ଟଙ୍କା ଲଗାଉ ଥିଲେ ଏମିତି କି ଲକ୍ଷ ଲକ୍ଷ ଟଙ୍କା ଯିବା ପରେ ବି ସେ ସୁଧୁରି ନଥିଲେ ।

ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ସବୁ କିଛି ଶେଷ କରି ଦେଲେ ଲିଙ୍ଗରାଜ । ତେଣୁ ଅତ୍ୟଧିକ ରୁଣ ଭାର ହେବାରୁ ସେ ଏମିତି ପଦକ୍ଷେପ ନେଇଥିବା କଥା କହୁଛନ୍ତି ଗାଁ ଲୋକେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *