Anubhav ଙ୍କ ବରବେଶ ଫଟୋ ଭାଇରାଲ ହେବା ପରେ ମୁହଁ ଖୋଲିଲେ Varsha Priyadarshini, କଣ କହିଲେ ଦେଖନ୍ତୁ…

ଦର୍ଶକ ବନ୍ଧୁ ଏବେ ସୁପର ଷ୍ଟାର ଅନୁଭବ ମହାନ୍ତି ସାରା ରାଜ୍ୟରେ ଚର୍ଚ୍ଚାରେ ଅଛନ୍ତି । କାରଣ ଗତ ଦୁଇ ଦିନ ତଳେ ଓଡିଆ ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ବିବାହ କଲେ । ଦ୍ଵିତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି ଆଉ ଅନୁଭବଙ୍କ ବର ଭେଶ ବି ବେସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ତା ପରେ ଜଣା ପଡିଲା ଏ ବର ଭେଶ ଥିଲା ଏକ ଫିଲ୍ମ ଶୁଟିଙ୍ଗର । ଆଉ ଯେଉଁ ସିନେମାର ନାମ ହେଉଛି ଲଭ ଇନ ଲଣ୍ଡନ ।

ହଁ ଦର୍ଶକ ବନ୍ଧୁ ଅନୁଭବ ମହାନ୍ତିଙ୍କ ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନର ଏକ ଶୁଟିଙ୍ଗ ଭିଜୁଆଲ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଲା । ଆଉ ଏବେ ଏହାକୁ ନେଇ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିଜର ମୁହଁ ଖୋଲି ଛନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ତଳେ ବର୍ଷା ପ୍ରିୟଦର୍ଶନୀଙ୍କ ଫ୍ୟାନ୍ସ ମାନଙ୍କ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇଛି । ସେହି ପୋଷ୍ଟରେ ଯାହା ସବୁ ଲେଖା ଯାଇଛି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତେବେ ସେହି ପୋଷ୍ଟରେ ଲେଖିଛନ୍ତି-‘ଗୋଟେ ନାରୀ କୁ ଦୁଇ ବର୍ଷ ହେଇଗଲା ତା ପଛରେ ଲାଗିଛନ୍ତି ତାକୁ କେମିତି ବଦନାମ ଆଉ କେମିତି ତଳକୁ ଖସେଇବେ ତାକୁ ବରବାଦ କରିବାକୁ ସବୁ ପ୍ରକାର ପ୍ରୟାସ କରି ସାରିଲେଣି । ତାର କଣ ଅଧିକାର ନାହିଁ ସମାଜରେ ମୁଣ୍ଡ ଟେକି ବଞ୍ଚିବାକୁ । ସେ ନାରୀ ବୋଲି କଣ ମୁଣ୍ଡ ତଳକୁ କରି ସବୁ ଦୁଃଖ କଷ୍ଟ ସହିକି ରହିବ । କେବେ ବି ପ୍ରତିବାଦ କରିପାରିବିନି’ ।

ହଁ ଦର୍ଶକ ବନ୍ଧୁ ବର୍ଷାଙ୍କ ଫ୍ୟାନ୍ସ କ୍ଲବରେ ଏମିତି କିଛି ଲେଖା ସହ ବର୍ଷାଙ୍କର ଏକ ଫଟୋ ସେୟାର କରାଯାଇଛି । ଏଠି କହି ରଖିବାକୁ ଚାହିଁବୁ ଯେ, ଗତ ଶୁକ୍ରବାର ଅନୁଭବଙ୍କ ବର ଭେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏ ପ୍ରସଙ୍ଗରେ ବର୍ଷାଙ୍କ ନାମ ବି ଯୋଡି ହେଇଥିଲା ଆଉ ସେତେବେଳେ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ଆସି ନଥିଲା । ହେଲେ ଏବେ ଏହି ପୋଷ୍ଟ ସାମ୍ନାକୁ ଆସିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *