ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କମେଡିଆନ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କମେଡିଆନ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କମେଡିଆନ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଯୋଗେଶ ଜୋଜୋ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଯୋଗେଶ ଜୋଜୋଙ୍କ ଜବରଦସ୍ତ ଅଭିନୟ ତ ବେସ ଭଲ ଭାବରେ ଦେଖିଥିବେ । ଯୋଗେଶ ଅନେକ ଓଡିଆ ଫିଲ୍ମରେ ନିଜର ଜବରଦସ୍ତ କମେଡି ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ଫିଲ୍ମ ଓ ନିଜ ପର୍ଶନାଲ ଲାଇଫ ପାଇଁ ଜୋଜୋ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ବନ୍ଧୁଗଣ ଯୋଗେଶଙ୍କ ପ୍ରକୃତ ନାମ ହେଉଛି ଯୋଗେଶ ଓବର । ତାଙ୍କୁ ଏବେ 28 ବର୍ଷ ହେଇଛି । ଯୋଗେଶ ନିଜ ପାଠ ପଢା ଶେଷ କରିବା ପରେ ଯୋଗେଶ ମାତ୍ର 3000 ଟଙ୍କାରେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ଏହା ପରେ ପିଲା ଦିନରୁ ଅଭିନୟରେ ରୁଚି ରଖିଥିବା ଯୋଗେଶ ତାଙ୍କ ଗାଁର ଏକ ଆକଟିଂ ଆକାଡେମିରେ ଶିକ୍ଷାଲାଭ କରି ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।
ସେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଲା ପରେ ଅନେକ ବଡ ବଡ କଳାକାରଙ୍କ ସହ ଅଭିନୟ କରି ଓଡିଶାବାସୀଙ୍କ ମନ କିଣି ପାରିଥିଲେ । ଏମିତିରେ ଯୋଗେଶ ନିଜ କମେଡି ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ଯୋଗେଶ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଯୋଗେଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ତେବେ ଭାଇରାଲ ହେଉଥିବା ଭିଡିଓରେ ଯୋଗେଶ ଯାତ୍ରା ସ୍ଟେଜରେ ନଜର ଆସିଛନ୍ତି । ଯୋଗେଶ ଯାତ୍ରା ସ୍ଟେଜରେ ଆସି ଏଭଳି କମେଡି କରିଛନ୍ତି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ଯାତ୍ରା ସ୍ଟେଜରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି ଯୋଜୋ ଯାହା ଆପଣ ଏହି ଭିଡିଓରେ ଦେଖି ପାରୁଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯୋଗେଶ ଯୋଜୋଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।