ପଡିଆ ମଝିରେ ହାଇଡ୍ରାମା ! Liton Das ଙ୍କୁ ଏମିତି କହିଲେ Virat Kohli, ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଏବେ ବାଂଲାଦେଶ ଆଉ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି । ଆଉ ଏହି ମୁକବାଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ପଡିଆ ଭିତରେ ବିରାଟ କୋହଲି ବାଂଲାଦେଶ ଖେଳାଳି ଲିଟନ ଦାସଙ୍କୁ କହିଛନ୍ତି ଯଦି ଦମ ଅଛି ତେବେ ବଲ ମରିକି ଦେଖା । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ବିରାଟ କୋହଲି ଏମିତିରେ ନିଜ ଜବରଦସ୍ତ ଖେଳ ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ଅନେକ ଥର ନିଜର ଦମଦାର ଖେଳ ପଦର୍ଶନ କରି ଟିମ ଇଣ୍ଡିଆକୁ ବିଜୟୀ କରିଛନ୍ତି । ହେଲେ ଏବେ ବିରାଟ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ଭାରତ ଆଉ ବାଂଲାଦେଶ ମଧ୍ୟରେ ହେଇଥିବା ପ୍ରଥମ ମ୍ୟାଚରେ ବହୁତ ଡ୍ରାମା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଏମିତି କିଛି ପରିସ୍ଥିତି ଆସିଛି ଯେଉଁଠି ଖେଳାଳି ମାନେ ପରସ୍ପର ମଧ୍ୟରେ ମାନମାନି କରୁଥିବାର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଖାସ କରି ବିରାଟ କୋହଲି ଏବଂ ଲିଟନ ଦାସଙ୍କ ମଧ୍ୟରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି । ଖେଳର ଚତୁର୍ଥ ଦିନରେ ମଧ୍ୟରେ ସେମାନଙ୍କ ମଧ୍ୟରେ ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି ।

ଖେଳର ତୃତୀୟ ଦିନରେ ଯେତେବେଳେ ବିରାଟ କୋହଲି ବ୍ୟାଟିଂ କରୁଥିଲେ ସେତେବେଳେ ଲିଟନ ଦାସ ତାଙ୍କୁ କିଛି ଶ୍ଲେଜିଙ୍ଗ କରୁଥିବାର ନଜର ଆସିଥିଲେ । କିନ୍ତୁ ଖେଳର ଚତୁର୍ଥ ଦିନରେ ବାଂଲାଦେଶର ବ୍ୟାଟିଂ ସମୟରେ ବିରାଟ କୋହଲି ଲିଟନ ଦାସଙ୍କ ଠାରୁ ବଦଲା ନେଇ ଯାଇଥିଲେ । ବନ୍ଧୁଗଣ ଖେଳର ଚତୁର୍ଥ ଦିନରେ ଯେତେବେଳେ ଲିଟନ ଦାସ ବ୍ୟାଟିଂ କରୁଥିଲେ ସେତେବେଳେ ବିରାଟ ସ୍ଲିପରେ ଛିଡା ହୋଇ ତାଙ୍କୁ ଶ୍ଲେଜିଙ୍ଗ କରୁଥିବାର ନଜର ଆସିଥିଲେ ।

ସେ ଲିଟନ ଦାସଙ୍କ ଉପରେ ସଂପୂର୍ଣ୍ଣ ରୂପେ ଚାପ ପକାଇ ତାଙ୍କୁ କିଛି କହୁ ଥିବାର ନଜର ଆସୁଥିଲେ । କିନ୍ତୁ ଲିଟନ ଦାସଙ୍କ ପାଖରେ କୌଣସି ଜବାବ ନଥିଲା ସେ ସଂପୂର୍ଣ୍ଣ ଭାବରେ ଚୁପ ରହୁଥିଲେ । କାରଣ ବିରାଟ କୋହଲିଙ୍କ ସହ ପଙ୍ଗା ନେବା କେତେ ମହଙ୍ଗା ସେ ଭଲ ଭାବରେ ଜାଣିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *