ପ୍ରାର୍ଥନା ସଭାରେ ଚାଲିଗଲା ଛାତ୍ରଙ୍କ ପ୍ରାଣ, ରାସ୍ତା ଉପରେ ବିକଳ ହେଇ ମୁଣ୍ଡ ପିଟି କାନ୍ଦୁଛି ମା’, ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି…

ବନ୍ଧୁଗଣ ବର୍ତ୍ତମାନର ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ତେବେ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ପୁଅର ଅଚାନକ ମୃତ୍ୟୁ ପରେ ରାସ୍ତା ଉପରେ କାନ୍ଦୁଛି ମାଆ । ଯିଏ ଯେତେ ବୁଝେଇଲେ ବି ମାଆ ବୁଝିବାକୁ ନାରାଜ ।

ବୁଝିବ ବା କେମିତି 17 ବର୍ଷର ପୁଅ ଅଭିଜିତ ଦାସ ଢେଙ୍କାନାଳ ସରକାରୀ ଆଇଟିଆଇ ଶିକ୍ଷା କେନ୍ଦ୍ରରେ ପାଠ ପଢୁଥିଲେ । ହେଲେ ପ୍ରାର୍ଥନା ସଭାରେ ଛିଡା ହୋଇଥିବା ବେଳେ ହଠାତ ଟଳି ପଡିଲେ । ହଠାତ ଅସୁସ୍ଥ ହେବା କାରଣରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆ ଯାଇଥିଲା ଏହା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଏହା ପୁରା ଶିକ୍ଷାନୁଷ୍ଠାନ ସହ ତାଙ୍କ ପରିବାରରେ ଶୋକର ମାହୋଲ ସୃଷ୍ଟି କରିଥିଲା ।

ମାଆ ଏ କଥା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପୁଅକୁ ହରେଇବା ପରେ ଅଧର୍ଜ୍ୟ ହୋଇ ପଡିଲେ ମାଆ ମେଡିକାଲ ରାସ୍ତାରେ କାନ୍ଦି କାନ୍ଦି ଗଡି ଯାଉଥିବାର ଦୃଶ୍ୟ ବେସ ହୃଦୟ ବିଦାରକ ଥିଲା । ହଠାତ ପୁଅ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିଲେ ମାଆ । ତେବେ ମୃତ ଛାତ୍ର ଜଣକ ହଷ୍ଟେଲରେ ରହୁଥିଲେ ପୂର୍ବରୁ ହଷ୍ଟେଲ କିମ୍ବା ଟ୍ରେନିଂ ସେଣ୍ଟରରେ ତାଙ୍କ ଠାରୁ ଏଭଳି ଲକ୍ଷଣ କେବେ ବି ଦେଖା ଦେଇ ନଥିଲା ।

ସବୁଦିନ ଭଳି ଆଇଟିଆଇ ଶିକ୍ଷା କେନ୍ଦ୍ରକୁ ପାଠ ପଢିବାକୁ ଆସିଥିଲେ ଅଭିଜିତ କିନ୍ତୁ ହଠାତ ଅଭିଜିତଙ୍କ ଏଭଳି ମୃତ୍ୟୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ତାଙ୍କ ମୃତ୍ୟୁ ଗାଁ ଓ ଶିକ୍ଷାନୁଷ୍ଠାନରେ ଏକ ପ୍ରକାରର ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏବେ ଅଭିଜିତଙ୍କୁ ଖୋଜୁ ଛନ୍ତି ତାଙ୍କ ସହପାଠୀ ଏବଂ ପରିବାର । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *