କ୍ରିକେଟ ଇତିହାସରେ ବିରଳ ରେକର୍ଡ ! ମାତ୍ର 15 ରନରେ ହେଲେ ସମସ୍ତେ ଅଲଆଉଟ କିନ୍ତୁ…

ଦର୍ଶକ ବନ୍ଧୁ ଏବେ କ୍ରିକେଟ ଇତିହାସରେ ଏକ ବିରଳ ରେକର୍ଡ ଦେଖିବାକୁ ମିଳିଛି ମାତ୍ର ୧୫ ରନ୍ ରେ ହେଲେ ସମସ୍ତ ଖେଳାଳି ଅଲ ଆଉଟ । ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଟିମ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି ।

ବଅନ୍ୟ ପଟେ ଅଷ୍ଟ୍ରେଲିଆରେ ଚାଲିଛି ବିଗ ବାସ ପ୍ରିମିୟର ଲିଗ । ତେବେ ଏହି ଲିଗରେ ସିଗ୍ନି ଥଣ୍ଡର ଦଳ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଆଜିର ମ୍ୟାଚରେ ଟି20 ଇତିହାସର ସର୍ବ ନିମ୍ନ ସ୍କୋର ନିଜ ନାମରେ ପଞ୍ଜୀକରଣ କରିଛି ସିଗ୍ନି ଥଣ୍ଡର ଦଳ । ଦର୍ଶକ ବନ୍ଧୁ 140 ରନ୍ ର ଟାର୍ଗେଟକୁ ଚେସ କରିବାକୁ ଯାଇ ସିଗ୍ନି ଦଳ ପାଞ୍ଚ ଓଭର ପାଞ୍ଚଟି ବଲରେ ସମସ୍ତ ଖେଳାଳି ଅଲ ଆଉଟ ହୋଇଛନ୍ତି ।

ହଁ ଦର୍ଶକ ବନ୍ଧୁ ଏହି ମୁକବାଲାଟି ଅତି ରୋମାଞ୍ଚକ ଥିଲା କାରଣ ଏଠାରେ ଏଭଳି ଏକ ବିରଳ ଇତିହାସ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବିଗ ବାସ ପ୍ରିମିୟର ଲିଗରେ ମ୍ୟାଚ ନମ୍ବର 5ରେ ଏହି ଚମତ୍କାର ଘଟଣା ଦେଖିବାକୁ ମିଳିଛି ।

ଆଡଲେ ଷ୍ଟ୍ରାଇକର ଓ ସିଗ୍ନି ଥଣ୍ଡର ମଧ୍ୟରେ ଖେଳା ଯାଇଥିବା ଆଜିର ମ୍ୟାଚରେ ଦେଖିବାକୁ ମିଳିଛି 15 ରନ୍ ର ବିରଳ ରେକର୍ଡ । ଏପରି କି ଦଳର ପାଞ୍ଚ ଜଣ ବ୍ୟାଟ୍ସ ମ୍ୟାନ ଶୂନ୍ୟ ରନ୍ କରି ପାଭେଲିଆନ ଫେରି ଛନ୍ତି । ଏଭଳି ବିରଳ ରେକର୍ଡ କରିବା ପରେ ଏବେ ଦଳ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବନ୍ଧୁଗଣ ଆଜି ପର୍ଯ୍ୟନ୍ତ କୌଣସି ମ୍ୟାଚରେ ଏଭଳି ବିରଳ ରେକର୍ଡ ଦେଖିବାକୁ ମିଳି ନଥିଲା । ପ୍ରଥମ ଥର ପାଇଁ ଏଠାରେ ଏଭଳି ଏକ ବିରଳ ରେକର୍ଡ ଦେଖିବାକୁ ମିଳିଛି । ଆଉ ଏବେ ଏହି ରେକର୍ଡକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚାର ମାହୋଲ ରହିଛି । ଅନେକ ବଡ ବଡ ଫେଡେରାଲ ମାନେ ଏହାକୁ ନେଇ ନିଜର ମତ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *