Exclusive: ଏହି ଯୁବତୀଙ୍କୁ ବାହା ହେଇଛନ୍ତି Anubhav Mohanty, ସାମ୍ନାକୁ ଆସିଲା ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନେ ନିଜ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଓଡିଆ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ଆପଣ ମାନେ ସମସ୍ତେ ଅନୁଭବଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଅନୁଭବ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଏମିତିରେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ହେଲେ ଗତ କିଛି ସମୟ ହେବ ସେ ନିଜର ଦ୍ଵିତୀୟ ବିବାହ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଫଟୋଟି ଫେକ ବୋଲି ଅନୁଭବ କହି ସାରିଛନ୍ତି । ବନ୍ଧୁଗଣ ଭଲ ଭାବରେ ଦେଖନ୍ତୁ ଏହି ଫଟୋ ଏହି ଫଟୋରେ ଯେଉଁ ଯୁବତୀ ଅଛନ୍ତି ଅନୁଭବ ତାଙ୍କ ସହ ମିଛ ମିଛିକା ବାହା ହେଉଛନ୍ତି ହେଲେ ଏହା ସତ ସତିକିଆ ଢଙ୍ଗରେ ହୋଇଥିବାରୁ ସକାଳୁ ନେଇ ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ହାଉ ଯାଉ ଚର୍ଚ୍ଚା ।

ଅନୁଭବ ମହାନ୍ତିଙ୍କର ଏ ହେଉଛନ୍ତି ଫିଲ୍ମର ୱାଇଫ ଅର୍ଥାତ ଯାହାଙ୍କୁ ସେ ରିଲ ଲାଇଫରେ ବିବାହ କରିଛନ୍ତି । ତେବେ ବାରିପଦାରେ ଚାଲି ଥିଲା ଅନୁଭବ ମହାନ୍ତିଙ୍କ ଫିଲ୍ମର ଶୁଟିଙ୍ଗ । ଆଉ ଶୁଟିଙ୍ଗ ସେଟର ଏ ହେଉଛି ଦୃଶ୍ୟ ବନ୍ଧୁଗଣ ଏ ହେଉଛନ୍ତି ସେହି ନାୟିକା ଯାହାଙ୍କ ସହ ଅନୁଭବ ମିଛି ମିଛିକିଆ ବିବାହ କରିଛନ୍ତି ।

ଦର୍ଶକ ବନ୍ଧୁ ଏ ଯୁବତୀ ଜଣକ ଜାଗୃତି ଶୁକ୍ଲା ନୁହନ୍ତି ଏ ହେଉଛନ୍ତି ଅନୁଭବ ମହାନ୍ତିଙ୍କର ଫିଲ୍ମର ନାୟିକା । ବନ୍ଧୁଗଣ ଏତେ ସବୁ ମିଛି ମିଛିକିଆ ଭିତରେ ଗୋଟେ ସତ କଥା ହେଉଛି ବାହା ହେଉ ନାହାନ୍ତି ଅନୁଭବ ମହାନ୍ତି । ଅନୁଭବଙ୍କର ସୋସିଆଲ ମିଡିଆ ସାଇଡ ଅନୁଭବ ମହାନ୍ତି ଦ ରିଅଲ ହିରୋ ଅଫ କେନ୍ଦ୍ରପଡାରେ ଏହି ଫଟୋକୁ ନେଇ ଏକ ପୋଷ୍ଟ ସେୟାର କରାଯାଇଛି ।

ସେହି ପୋଷ୍ଟରେ ଲେଖା ଯାଇଛି ମୂଳରୁ ଦିଆସିଲ ମରା ହେଇନି ସିଆଡେ ନିଆଁ ଲାଗି ଧୂଆଁ ବାହାରିଲାଣି । ଏଥିରୁ ସ୍ପର୍ଷ୍ଟ ହେଇଯାଇଛି ଯେ ଏହା ହେଉଛି ଫିଲ୍ମର ଶୁଟିଙ୍ଗ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *