‘ଭାଉଜ ଅତି ସ୍ନେହରେ ଡାକିଲେ, ମୁଁ ଧାଇଁ ଆସିଲି, ତବିଶିଙ୍କୁ ଉତ୍ସାହିତ କରିବି ଆଉ ତା’ର…’ କମେଡିଆନ Hari ଭାଇଙ୍କ ଘରକୁ ବୁଲିବାକୁ ଗଲେ ବର୍ଷା

ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏମିତିରେ ନିଜ ପାରିବାରିକ ବିବାଦ ଆଉ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ହେଲେ ଗତ କିଛି ଦିନ ହେବ ସେ ଏକ ଠକେଇ ମାମଲା ପାଇଁ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟି ଥିଲେ । ବର୍ଷାଙ୍କ ନାମରେ ଜଣେ ମହିଳା ଠକେଇ ଅଭିଯୋଗ କରିଥିଲା ତେବେ ଏନେଇ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ତାହା ମିଛ ବୋଲି କହିଥିଲେ ।

ଏହା ପରେ ଆଜି ବର୍ଷା ପୁଣି ଏକ ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଦର୍ଶକ ବଧୁ ଗତ କାଲି ଓଡିଆ ଅଭିନେତା ହରିଙ୍କ ଝିଅର ଜନ୍ମ ଦିନ ଥିଲା । ଆଉ ଗତ କାଲି ତାଙ୍କ ଝିଅର ଏକ ବହି ଉନ୍ମୋଚନ ହୋଇଛି । ଆଉ ଏହି ଅବସରରେ ବର୍ଷା ପ୍ରିୟଦର୍ଶନୀ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ହରି ବର୍ଷାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ ତେଣୁ ବର୍ଷା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ସେଠାରେ ସେ ଯୋଗ ଦେବା ସହ ଏକ ସାକ୍ଷାତ୍କାର ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବର୍ଷାଙ୍କର ଏହି ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ବର୍ଷା ନିଜ ସାକ୍ଷାତ୍କାରରେ କହିଛନ୍ତି-‘କୁନି ଝିଅଟି ବହି ଲେଖିଛି ମୁଁ ବହୁତ ଖୁସି ମୋତେ ଗର୍ବ ଅନୁଭବ ହେଉଛି । ସେ ଗୋଟେ କୁନି ପ୍ରତିଭା ନିଜ ପ୍ରତିଭାକୁ ସିଏ ଆବିଷ୍କାର କରିଛନ୍ତି ତାବିଶି ମହାପାତ୍ର । ହରି ଭାଇ ଆମର ବଡ ଭାଇ ହେବେ ସେ ଆମ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ କଳାକାର । ହରି ଭାଇଙ୍କ ଭାଉଜ ଅତି ସ୍ନେହରେ ମୋତେ ଡାକି ଥିଲେ ।

ତାବିଶି ଏହି ବହି ଲେଖିଛନ୍ତି କେତେ ସୁନ୍ଦର ଭାବରେ ପ୍ରେରଣା ଦେଇଛନ୍ତି ତାକୁ । ତ ମୁଁ ତାବିଶିଙ୍କୁ ଉତ୍ସାହିତ କରିବା ପାଇଁ ସାପୋର୍ଟ କରିବା ପାଇଁ ମୁଁ ଏଠାକୁ ଆସିଛି  । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବର୍ଷା ଏହି ସାକ୍ଷାତ୍କାର ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *