ନାମନେଲେ ରସିକିଆ ଡାକ୍ତର ! ଯୁବତୀଙ୍କ ପେଟ କାଟୁଥିଲା, କିନ୍ତୁ ଡାକ୍ତର ବାବୁ ଦେହର ସବୁ ଆଡେ ଛୁଇଁ ପକେଇଲେ…

ଦର୍ଶକ ବନ୍ଧୁ ଏବେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲା ପରେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ । ଆଜି ଆମେ ଆପଣ ମାନଙ୍କୁ ଏକ ଡାକ୍ତରଙ୍କ କଳା କାର୍ଣ୍ଣମା ବିଷୟରେ କହିବାକୁ ଯାଉଛୁ । ତେବେ ଏହି ଡାକ୍ତର ଜଣକ ହେଉଛନ୍ତି ଶିଶୁ ବିଭାଗର ଡାକ୍ତର ହେଲେ ତାଙ୍କ ମନ ଅସମ୍ଭାଳ । ପେଟ କାଟିବାରୁ ଯୁବତୀ କହିଲେ ଦେହ ଦେଖିବାକୁ କିନ୍ତୁ ଏହି ଡାକ୍ତର ବାବୁ ଦେହର ସବୁ ଆଡେ ଛୁଇଁ ପକାଇଲେ ।

ଏମିତି ଛୁଇଁଲେ ଯେ କୌଣସି ଡାକ୍ତର ଏପରି ଛୁଇଁବନି । ହଁ ଆଜ୍ଞା ଡାକ୍ତରଖାନାରେ ଏଭଳି ଯୁବତୀଙ୍କ ଶରୀରକୁ ଛୁଇଁ ପକାଇଲେ । ଆଉ ଏଭଳି କିଛି ଚେଷ୍ଟା କରୁଥିଲେ ଯାହାକୁ ଯୁବତୀ ଜଣକ ବାହାରକୁ ଆସି କହିଲେ ତାଙ୍କ ସହ ଡାକ୍ତର ବାବୁ କିଭଳି ଅସଦାଚରଣ କରିଛନ୍ତି । ଶୁଣିଲେ ତ ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦର୍ଶକ ବନ୍ଧୁ ଏ ହେଉଛି ସେହି ସମୟର ଭିଡିଓ ଯେତେବେଳେ ଲୋକ ମାନେ ଡାକ୍ତର ବାବୁଙ୍କୁ ଅଟକ ରଖିଥିଲେ ।

ଅତି ରଙ୍ଗିଲା ଡାକ୍ତର ବାବୁ ମଦ ପିଇ ଡାକ୍ତର ଖାନାରେ ବସିଛନ୍ତି । ସେହି ସମୟରେ ଯୁବତୀ ଦେହ ଦେଖେଇବାକୁ ଆସିବାରୁ ଡାକ୍ତର ବାବୁ ତାଙ୍କ ସହ ସଦଚରଣ କରିଥିଲେ । ତେବେ ପିଆରଏମ ମେଡିକାଲର ଡାକ୍ତର ଏଭଳି କିଛି କାଣ୍ଡ କରି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଏହାକୁ ନେଇ ଅଭିଯୋଗ ପରେ ଏବେ ଗିରଫ ହୋଇଛନ୍ତି ଡାକ୍ତର ବାବୁ । ତେବେ ଜଣେ ନାବାଳିକା ଛାତ୍ରୀକୁ ଡାକ୍ତର ଚିକିତ୍ସା ନାମରେ ଅସଦାଚରଣ କରିଛନ୍ତି । ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁ ପକାଇଛନ୍ତି । ଆଉ କିଛି ଅଧିକ କରିବାକୁ ବି ଚେଷ୍ଟା କରୁଥିଲେ ଯାହାକି ଯୁବତୀ ବାହାରକୁ ଆସି ନିଜ ପରିବାରକୁ ଜଣାଇ ଥିଲେ । ଆଉ ସେ ଯେଉଁଠି ପାଠ ପଢୁଥିଲେ ସେଠାରେ ଥିବା କର୍ତ୍ତୁପକ୍ଷଙ୍କୁ ଜଣାଇ ଥିଲେ ।

ଏହା ପରେ ଏହି ଭିଡିଓ ଆପଣ ଦେଖି ପାରୁଥିବେ କିଭଳି ଭାବେ ଡାକ୍ତରଙ୍କୁ ଅଟକ ରଖାଯାଇଛି । ତେବେ ଏ ହେଉଛି ବାରିପଦା ପିଆରଏମ କଲେଜ ଓ ଶିଶୁ ବିଭାଗର ଦୃଶ୍ୟ ଯେଉଁଠି ଏଭଳି କିଛି କାଣ୍ଡ ଘଟିଛି । ନାବାଳିକାଙ୍କ ପେଟ କାଟିବାରୁ ସେ ଡାକ୍ତର ଖାନା ଯାଇଥିଲେ ହେଲେ ଡାକ୍ତର ବାବୁ ଜଣକ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁ ପକାଇ ଥିଲେ । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *