ଯୋଗ୍ୟତା ଥିଲେ ବି ମିଳୁନି ସୁଯୋଗ ! ଦେଶ ଛାଡି ବାହାର ଦେଶ ପାଇଁ ଖେଳୁଛନ୍ତି ଏହି ସବୁ ଇଣ୍ଡିଆନ କ୍ରିକେଟର, ଦେଖନ୍ତୁ ଲିଷ୍ଟରେ କେଉଁମାନେ ଅଛନ୍ତି ସାମିଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତରେ ଭାରତୀୟ କ୍ରିକେଟ ଟିମ୍ ରେ କ୍ରିକେଟ ଖେଳାଳୀ ମାନଙ୍କୁ ସୁଯୋଗ ମିଳୁନାହିଁ । ଖେଳାଳୀ ମାନଙ୍କ କହିବା ଅନୁସାରେ ତାଙ୍କ ପାଖରେ କ୍ରିକେଟ ଖେଳରେ ଭଲ ଦକ୍ଷତା ଥାଇ ମଧ୍ୟ ତାଙ୍କୁ ଇଣ୍ଡିଆନ କ୍ରିକେଟ ଟିମ୍ ରେ ଖେଳ ପଦର୍ଶନ କରିବାକୁ ଚାନ୍ସ ମିଳୁନାହିଁ । ସେଥିପାଇଁ ବାଧ୍ୟ ହୋଇ କ୍ରିକେଟ ଖେଳାଳୀ ମାନେ ଭାରତ ଛାଡି ଅନ୍ୟ ଦେଶ ମାନଙ୍କରେ କ୍ରିକେଟ ଖେଳିବାକୁ ମନ ବଳାଉଛନ୍ତି ।

୩ ଜଣ କ୍ରିକେଟର ବାହାର ଦେଶ ପାଇଁ ଭାରତରୁ ଯାଇ ସେଠାରେ ନିଜର କ୍ରିକେଟ ଦକ୍ଷତାକୁ ପଦର୍ଶନ କରୁଛନ୍ତି । ଭାରତୀୟ କ୍ରିକେଟ ଟିମ୍ ରେ ବହୁତ ଜଣ ଭଲ ଭଲ ଖେଳାଳୀ ଅଛନ୍ତି ସତ କିନ୍ତୁ ଏଇ ସବୁ ପ୍ରତିଭାବାନ ଖେଳାଳୀଙ୍କୁ  ମଧ୍ୟ ଖେଳରେ ସୁଯୋଗ ଦିଆଯିବା ଉଚିତ । କାରଣ ଏହି ସବୁ ଖେଳାଳୀ ମାନେ ଆନ୍ତର୍ଜାତୀୟ ଖେଳରେ ନିଜ ନାମ ସାମିଲ କରିପାରନ୍ତି ।

କିଛି ଭଲ ଭଲ ଖେଳାଳୀଙ୍କ ନିଜସ୍ୱ ମତ ଅନୁସାରେ ସେମାନେ କହିଛନ୍ତି । ସେମାନେ କ୍ରିକେଟ ଖେଳରେ ଭଲ ପଦର୍ଶନ କରି ମଧ୍ୟ ତାଙ୍କୁ କ୍ରିକେଟରେ ସୁଯୋଗ ମିଳିପାରିନଥାଏ । ଯେଉଁ କାରଣରୁ ସେମାନେ ଦେଶ ଛାଡି ବାହାର ଦେଶରେ ଖେଳିବାକୁ ଯାଇଥାନ୍ତି । କିଛି ଦିନ ପୂର୍ବରୁ ଇଣ୍ଡିଆନ ଟିମ୍ ର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଆୟାର୍ଲାଣ୍ଡ ଖେଳରେ ଖେଳିବାକୁ ସୁଯୋଗ ମିଳିଛି ବୋଲି ଏକ ଗୁଜବ ଉଠିଥିଲା ।

ତେବେ ଏହା ଏକ ଗୁଜବ ହୋଇପାରିଥାଏ ସତ କିନ୍ତୁ ଯଦି କ୍ରିକେଟ ଖେଳାଳୀଙ୍କୁ ଭାରତୀୟ କ୍ରିକେଟରେ ସୁଯୋଗ ମିଳିନଥାଏ । ତେବେ ସେମାନେ ବାହାର ଦେଶର ଖେଳ ଟିମ୍ ରେ ଖେଳିବାକୁ ଇଛା କରିଥାନ୍ତି । ଭାରତୀୟ କ୍ରିକେଟ ଦଳର ୩ ଜଣ କ୍ରିକେଟର ବର୍ତ୍ତମାନ ସମୟରେ ବାହାର ଦେଶରେ ଖେଳୁଛନ୍ତି ବୋଲି ସୂଚନା ମିଳୁଅଛି ।

ସେହି ଖେଳାଳୀ ,ମାନେ ସବୁ ହେଉଛନ୍ତି । ସୌରଭନେତ୍ର ବାଲ୍କର, ଜିଏକି ଆମେରିକା ୱାନ ଡେ’ ଦଳର ଅଧିନାୟକ ଅଛନ୍ତି । ବାହାର ଦେଶରେ ଖେଳୁଥିବା ଭାରତର କ୍ରିକେଟ ଖେଳାଳୀଙ୍କ ଦିତୀୟରେ ଅଛନ୍ତି ଉନମୁଦ ଚାନ୍ଦ । ବର୍ତ୍ତମାନର ସୂଚନା ଅନୁସାରେ ସେ ଆମେରିକା କ୍ରିକେଟ ଦଳ ପାଇଁ ଖେଳୁଛନ୍ତି ।

କ୍ରିକେଟର ତାଲିକାର ତୃତୀୟରେ ଅଛନ୍ତି । ଜିଏକି ମଧ୍ୟ ବାହାର ଦେଶ ପାଇଁ ଖେଳୁଛନ୍ତି । ସେ ହେଉଛନ୍ତି ଅଂଶୁମାନ ରଥ । ସେ ହଙ୍ଗକଙ୍ଗ କ୍ରିକେଟ ଦଳ ପାଇଁ ଖେଳୁଥିଲେ । ସେ ବର୍ତ୍ତମାନ ଭାରତକୁ ଆସିଲା ପରେ ଭାରତର ଏକ ଘରୋଇ ଦଳରେ ଖେଳୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *