Allu Arjun ଓ Ram Charan ଙ୍କ ସମେତ Top 5 ସାଉଥ ଷ୍ଟାରଙ୍କ କାର କଲେକ୍ସନ ! ଦେଖନ୍ତୁ କାହା ପାଖରେ ଅଛି ସବୁଠୁ ଅଧିକ ମହଙ୍ଗା Car Collection

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ସାଉଥ ଅଭିନେତା ମାନଙ୍କର କାର କଲେକ୍ସନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅତି କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଏନଟିଆର- ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଜୁନିୟର ଏନଟିଆର । ଆପଣ ମାନେ ସମସ୍ତେ ଜୁନିୟର ଏନଟିଆରଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଏନଟିଆରଙ୍କ ପାଖରେ ଲେମ୍ବୋରଗିନି ଅଛି ଯାହାର ଦାମ ହେଉଛି 3 କୋଟି 80 ଲକ୍ଷ ଟଙ୍କା । ଏହା ସହ ତାଙ୍କ ପାଖରେ ଏକ ବିଏମଡବ୍ଲୁ କାର ଅଛି ଯାହାର ଦାମ 1 କୋଟି 50 ଲକ୍ଷ ଏବଂ ଏକ ରେଞ୍ଜ ରୋଭର କାର ଅଛି ଯାହାର ଦାମ 2 କୋଟି ଟଙ୍କା ।

ବିଜୟ ଦେବରକୋଣ୍ଡା- ଦର୍ଶକ ବନ୍ଧୁ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବିଜୟ ଦେବରକୋଣ୍ଡା । ବିଜୟ ଅତି କମ ସମୟ ମଧ୍ୟରେ ସାଉଥ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ପାଖରେ ଏକ ରେଞ୍ଜ ରୋଭର କାର ଅଛି ଯାହାର ଦାମ 2 କୋଟି 40 ଲକ୍ଷ, ମର୍ସଡିଜ ଅଛି ଯାହାର ଦାମ 38 ଲକ୍ଷ ଟଙ୍କା ଏବଂ ତାଙ୍କ ପାଖରେ ଏକ ବିଏମଡବ୍ଲୁ କାର ଅଛି ଯାହାର ଦାମ 2 କୋଟି 40 ଲକ୍ଷ ଟଙ୍କା ।

ପ୍ରଭାସ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପ୍ରଭାସ । ଆପଣ ମାନେ ପ୍ରଭାସଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ପ୍ରଭାସଙ୍କ ପାଖରେ ରୋଲ୍ସ ରୋୟାଲ୍ସ ଫାଣ୍ଟମ ଅଛି ଯାହାର ଦାମ 10 କୋଟି ଟଙ୍କା, ଏକ ଜାଗୁଆର କାର ଅଛି ଯାହାର ଦାମ 1 କୋଟି ଟଙ୍କା ଏବଂ ଲେମ୍ବୋରଗିନି କାର ବି ଅଛି ଯାହାର ଦାମ 6 କୋଟି ଟଙ୍କା ।

ୟଶ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ୟଶ । କେଜିଏଫ ଭଳିଆ ଫିଲ୍ମ କରି ୟଶ ସାରା ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୟଶଙ୍କ ପାଖରେ ଏକ ମର୍ସଡିଜ କାର ଅଛି ଯାହାର ଦାମ 1 କୋଟି 40 ଲକ୍ଷ ଟଙ୍କା, ଅଡି 46 ସିରିଜ ଯାହାର ଦାମ 65 ଲକ୍ଷ ଟଙ୍କା ଏବଂ ତାଙ୍କ ପାଖରେ ଏକ ରେଞ୍ଜ ରୋଭର କାର ଅଛି ଯାହାର ଦାମ 2 କୋଟି 60 ଲକ୍ଷ ଟଙ୍କା ।

ଅଲ୍ଲୁ ଅର୍ଜୁନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅଲ୍ଲୁ ଅର୍ଜୁନ । ଅଲ୍ଲୁଙ୍କ ପାଖରେ ଏକ ମର୍ସଡିଜ କାର ଅଛି ଯାହାର ଦାମ 90 ଲକ୍ଷ ଟଙ୍କା, ଏକ ରେଞ୍ଜ ରୋଭର କାର ଅଛି ଯାହାର ଦାମ 2 କୋଟି 40 ଲକ୍ଷ ଟଙ୍କା ଏବଂ ତାଙ୍କ ପାଖରେ ଏକ ଜାଗୁଆର କାର ଅଛି ଯାହାର ଦାମ 1 କୋଟି 90 ଲକ୍ଷ ଟଙ୍କା ।

Leave a Reply

Your email address will not be published. Required fields are marked *