ଭାରତର Top 6 ନ୍ଯୁଜ ଆଙ୍କର ! କଣ ଆପଣ ଜାଣନ୍ତି ମାସକୁ କେତେ ଅଟେ ଏମାନଙ୍କ ସାଲାରୀ ?

ଦର୍ଶକ ବନ୍ଧୁ ଆମେ ମାନେ ସମସ୍ତ ଟିଭିରେ ନ୍ୟୁଜ ଦେଖି ଥାଉ ଅନେକ ନ୍ୟୁଜ ଚ୍ୟାନେଲରେ କିଛି ଫେମସ ଏଙ୍କର ଅଛନ୍ତି ଯେଉଁ ମାନଙ୍କୁ ଆମେ ସବୁଦିନ ଦେଖି ଥାଉ । ଏମତିରେ କହିବାକୁ ଗଲେ ଏହି ସବୁ ନ୍ୟୁଜ ଏଙ୍କର ମାନେ କୌଣସି ସେଲିବ୍ରେଟିଙ୍କ ଠାରୁ କମ ନୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଫେମସ ନ୍ୟୁଜ ଏଙ୍କରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଦରମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଶ୍ଵେତା ସିଂହ । ଶ୍ଵେତା ଆଯ ତକ ଚ୍ୟାନେଲରେ ଏକ ବିଶେଷ କାର୍ଯ୍ୟକ୍ରମରେ ଏଙ୍କର ଏବଂ ରିପୋର୍ଟର ଅଟନ୍ତି । ଭାରତରେ ଶ୍ଵେତାଙ୍କ ଲୋକପ୍ରିୟତ ମଧ୍ୟ ବହୁତ ଅଧିକ ରହିଛି । ତେବେ ଶ୍ଵେତାଙ୍କ ମାସିକ ଦରମା ହେଉଛି ୮ ଲକ୍ଷ ୩୩ ହଜାର ଟଙ୍କା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଞ୍ଜନା ଓମ କଶ୍ୟପ । ଦର୍ଶକ ବନ୍ଧୁ ଅଞ୍ଜନା ଜଣେ ଏଙ୍କର ଏବଂ ରିପୋର୍ଟର ଅଟନ୍ତି । ସେ ଆଯ ତକ ଚ୍ୟାନେଲର ପ୍ରମୁଖ ସମ୍ପାଦକ ଅଟନ୍ତି । ଅଞ୍ଜନା ଭାରତର ସବୁଠାରୁ ସଫଳ ଓ ପ୍ରସିଦ୍ଧ ପତ୍ରକାର ମାନଙ୍କ ମଧ୍ୟରେ ଅଛନ୍ତି । ଅର୍ଚ୍ଚନାଙ୍କ ମାସିକ ଦରମା ହେଉଛି ୮ ଲକ୍ଷ ୩୩ ହଜାର ଟଙ୍କା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତର ଫେମସ ନ୍ୟୁଜ ଏଙ୍କର ସୁଧୀର ଚୌଧୁରୀ । ସୁଧୀର Z ନ୍ୟୁଜର ଜଣେ ବରିଷ୍ଠ ସମ୍ପାଦକ ଅଟନ୍ତି । ସେ ନିଜ କାରିୟରର ଆରମ୍ଭ ୨୦୦୧ରୁ କରିଥିଲେ । ସୁଧୀରଙ୍କ ମାସିକ ଦରମା ହେଉଛି ୨୫ ଲକ୍ଷ ଟଙ୍କା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରବିଶ କୁମାର ପାଣ୍ଡେ । ରବିଶ ଭାରତର ଜଣେ ସଫଳ ନ୍ୟୁଜ ରିପୋର୍ଟର ଅଟନ୍ତି । ସେ ଏନଡି ଟିଭି ଚ୍ୟାନେଲରେ ବରିଷ୍ଠ ସମ୍ପାଦକ ଅଟନ୍ତି । ତେବେ ରବିଶ କୁମାର ପାଣ୍ଡେଙ୍କ ମାସିକ ଦରମା ହେଉଛି ୨୫ ଲକ୍ଷ ଟଙ୍କା ।

୫. ଦର୍ଶକ ବନ୍ଧୁ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ରଜତ ଶର୍ମା । ରଜତ ଇଣ୍ଡିଆ ଟିଭି ଚ୍ୟାନେଲର ମାଲିକ ହେବା ସହ ମୁଖ୍ୟ ସମ୍ପାଦକ ଅଟନ୍ତି । ଆପଣ ମାନେ ତାଙ୍କୁ ଅନେକ ବଲିଉଡ କଳାକାରଙ୍କ ଇଣ୍ଟର୍ବ୍ୟୁ ନେଉଥିବାର ନିଶ୍ଚୟ ଦେଖିଥିବେ । ତେବେ ରଜତଙ୍କ ମାସିକ ଦରମା ହେଉଛି ୩୦ ଲକ୍ଷ ଟଙ୍କା ।

୬. ଦର୍ଶକ ବନ୍ଧୁ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବର୍ଖା ଦତ୍ତ । ବର୍ଖା ଭାରତର ଜଣେ ଲୋକପ୍ରିୟ ନ୍ୟୁଜ ରିପୋର୍ଟର ଅଟନ୍ତି ସେ ଏନଡି ଟିଭିର ପ୍ରମୁଖ ସମ୍ପାଦକ ଅଟନ୍ତି । ତେବେ ବର୍ଖାଙ୍କ ମାସିକ ଦରମା ହେଉଛି ୩୦ ଲକ୍ଷ ଟଙ୍କା ।

Leave a Reply

Your email address will not be published. Required fields are marked *