ଫଟୋରେ ନଜର ଆସୁଥିବା ଏହି 2 ଭଉଣୀ ଆଜି କୋଟି କୋଟି ଫ୍ୟାନ୍ସଙ୍କ ହୃଦୟରେ କରନ୍ତି ରାଜ୍ … କଣ ଚିହ୍ନି ପାରିଲେ କିଏ ?

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ କୋଟି କୋଟି ଲୋକଙ୍କ ମନରେ ନିଜର ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ।

ଦର୍ଶକ ବନ୍ଧୁ ଅଧିକାଂଶ ସମୟରେ ବଲିଉଡ ସେଲିବ୍ରେଟି ମାନଙ୍କର ପିଲା ଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ । ସାଧାରଣତଃ ଏହି ସବୁ ଫଟୋ ଗୁଡିକୁ ଦେଖି ଲୋକ ମାନେ ସେହି ବଲିଉଡ ଅଭିନେତ୍ରୀଙ୍କୁ ଚିହ୍ନି ପାରନ୍ତି ନାହିଁ । ଆଉ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ପିଲା ଦିନର ଫଟୋ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଭାଇରାଲ ହେଉଥିବା ଏହି ଫଟୋକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ କୁହନ୍ତୁ ଏହି ଦୁଇ କୁନି ଛୁଆ କେଉଁ ଅଭିନେତ୍ରୀ ଅଟନ୍ତି । ଭାଇରାଲ ହେଉଥିବା ଫଟୋରେ ଆପଣ ଯେଉଁ ଦୁଇ କୁନି ଝିଅଙ୍କୁ ଦେଖୁଛନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଓ କରିନା କପୁର । ଆପଣ ମାନେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଓ କରିନା କପୁରଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ଉଭୟ ଭଉଣୀ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ଉଭୟଙ୍କ ଲୋକପ୍ରିୟତା କେବଳ ଭାରତ ନୁହେଁ ବିଦେଶରେ ବହୁତ ରହିଛି । ଭାଇରାଲ ହେଉଥିବା ଫଟୋରେ ବଡ ଭଉଣୀ କରିସ୍ମାଙ୍କ ପାଖରେ କରିନା ବସି ଥିବାର ନଜର ଆସୁଛନ୍ତି । ଏହି ଫଟୋଟି କରିସ୍ମା ଆଉ କରିନାଙ୍କ ପିଲା ଦିନର ଫଟୋ । ଉଭୟ ଏହି ଫଟୋରେ ବହୁତ କ୍ୟୁଟ ନଜର ଆସୁଛନ୍ତି । ଫ୍ୟାନ୍ସ ମାନେ ବି ଏହି ଫଟୋ ଦେଖି ବହୁତ ପ୍ରଶଂସା କରୁଛନ୍ତି ।

ବନ୍ଧୁଗଣ ଏବେ କରିନା ନିଜ ବଲିଉଡ କାରିୟର ଜାରି ରଖିଛନ୍ତି ଆଉ ଏପଟେ କରିସ୍ମା ବଲିଉଡ ଇଣ୍ଡଷ୍ଟ୍ରିକୁ ଛାଡି ନିଜ ପରିବାର ଉପରେ ଧ୍ୟାନ ଦେଉଛନ୍ତି । ହେଲେ ଉଭୟ ଭଉଣୀଙ୍କ ସୁନ୍ଦରତା ଆଉ ଅଭିନୟ ଆଜି ବି କୋଟି କୋଟି ଲୋକଙ୍କ ମନରେ ଘର କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫଟୋଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *