ସେ-କସ କରି ଭୁବନେଶ୍ୱର ଷ୍ଟେସନରୁ ଧାଇଁଲା ପୁଅ, ଏପଟେ ଝିଅ ଉପରେ ଚଢିଲା ବାପା…ଜାଣନ୍ତୁ କଣ ଅଟେ ପୁରା ଘଟଣା

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ପ୍ରେମିକ କହିଲା ତୁ ତୋ ସ୍ଵାମୀକୁ ଛାଡି ଚାଲି ଆସେ ତତେ ମୁଁ ରଖିବି ମୁଁ ବାହା ହେବି । ପ୍ରେମିକା ସିନା ନିଜ ସ୍ଵାମୀକୁ ଛାଡି ଚାଲି ଆସିଲା କିନ୍ତୁ ପ୍ରେମିକ ମାରିଦେଲା ଡିଆଁ । ଆଉ ଏବେ ପ୍ରେମିକର ବାପା ପ୍ରେମିକାଙ୍କୁ ସେଇଠି ପାଠ ପଢାଉ ଛନ୍ତି ।

ଆମର ଏଠି ଏସବୁ ଚାଲୁନି ଲୋ ମା ଯେଉଁଠୁ ଆସିଛୁ ସେଇଠି ଚାଲିଯା । 15 ଜଣଙ୍କୁ ପ୍ରେମ କରୁଛୁ ସବୁ ଆଡେ ମୁହଁ ମାରୁଛୁ ଆଉ ଶେଷରେ ମୋ ପୁଅକୁ ବାହା ହେବୁ ବୋଲି କହୁଛୁ । ଏଠୁ ଚାଲିଯା ଧାରଣା ଫାରଣା କିଛି ନାହିଁ ଏଠି ବସ ନାହିଁ ଚାଲିଯା ଏଠୁ । ଆହୁରି ପ୍ରେମିକର ବାପା କହୁଛନ୍ତି, ଯେତେବେଳେ ତମେ ଦୁଇଜଣ ପ୍ରେମ କଲ ମୋତେ କଣ ଜଣେଇଲ କି ଆଉ ଏବେ ମୋ ଘର ଆଗରେ କାହିଁକି ଧାରଣା ଦେବାକୁ ଆସିଛୁ ।

14 ବର୍ଷର ପ୍ରେମ କିନ୍ତୁ ପ୍ରେମିକାକୁ ବାହା ହୋଇପାରି ନଥିଲା ପ୍ରେମିକ । ସେପଟେ ଅନ୍ୟ ଜଣଙ୍କୁ ପ୍ରେମିକା ବାହା ହେଇଗଲେ ଆଉ ଏପଟେ ପ୍ରେମିକ କାନ୍ଦି କାନ୍ଦି କହିଥିଲା ତୋ ସ୍ଵାମୀକୁ ଛାଡି ଚାଲି ଆସେ ମୁଁ ରଖିବି । ଆଉ ପ୍ରେମିକା ଜଣକ ନିଜ ପ୍ରେମିକ ଉପରେ ବିଶ୍ଵାସ କରି ସ୍ଵାମୀକୁ ଛାଡି ଚାଲି ଆସିଲା । ଆଉ ପ୍ରେମିକକୁ ବାହା ହେବ ବୋଲି ଭାବି ଥିଲା । ପ୍ରେମିକ ମଧ୍ୟ କହିଥିଲା ମୁଁ ତତେ ବାହା ହେବି ।

ଏହା ପରେ ପ୍ରେମିକ ସବୁ ଆଡେ ବୁଲେଇଲା ସବୁ ଜାଗାରେ ରଖିଲା ଆଉ ସବୁ ଜାଗାରେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା । ହେଲେ ପ୍ରେମିକା ବିଶ୍ଵାସ କରିଥିଲା ଆଖି ବୁଝି ଯେ, ମୋ ପ୍ରେମିକ ମୋ ସହ ବାହା ହେବ । ସେଥିପାଇଁ ତ ପ୍ରେମିକା ନିଜ ସ୍ଵାମୀକୁ ଛାଡି ଚାଲି ଆସିଲା ।

କିନ୍ତୁ ପ୍ରେମିକ ବାହା କଣ ହେବ ଭୁବନେଶ୍ବର ରେଲୱେ ଷ୍ଟେସନରେ ଛାଡି ମାରିଦେଲା ଡିଆଁ । ଏପଟେ ପ୍ରେମିକର ଘର ଆଗରେ ଆସି ଧାରଣା ଦେଉଥିଲେ ପ୍ରେମିକା । ଏହା ପରେ ପ୍ରେମିକର ବାପା ଆସି ଏଭଳି କଥା ସବୁ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *