IND vs NZ: ୱାଲ୍ଡକପରୁ ହାରିବା ପରେ ରାଗରେ Pandya ବଦଳେଇଦେଲେ ପୁରା ଟୀମ, NZ ବିପକ୍ଷରେ ଖେଳିବେ ଏହି 11 ଦମଦାର ଖେଳାଳୀ

ଦର୍ଶକ ବନ୍ଧୁ ଟି20 ବିଶ୍ଵ କପରେ ଭାରତର ପରଜାୟ ପରେ ଏବେ ଭାରତୀୟ ଟିମରେ ସବୁଠାରୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟିମ ସେମି ଫାଇନାଲରେ ଲଜ୍ଜା ଜନକ ପରିସ୍ଥିତିରେ ହାରିବା ପରେ ଟିମକୁ ନେଇ ସମସ୍ତ ସ୍ଥାନରେ ଅନେକ ସମାଲୋଚନା କରାଗଲା । ଆଉ ଏବେ ଟିମରେ ସବୁଠାରୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦର୍ଶକ ବନ୍ଧୁ ଏବେ ଟିମର କ୍ୟାପଟେନ ହାର୍ଦିକ ପାଣ୍ଡିଆଙ୍କୁ କରାଯାଇଛି ।

ତେବେ ବିଶ୍ଵ କପରେ ପରାଜୟ ପରେ ଭାରତୀୟ ଟିମରେ ଏକ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆଗାମୀ ଟି20 ସିରିଜ ନ୍ୟୁଜଲାଣ୍ଡ ବିରୋଧରେ ହେବାକୁ ଯାଉଛି । ତେବେ ଏହି ଟି20 ସିରିଜ ପାଇଁ ପାଣ୍ଡିଆଙ୍କୁ ଟିମର କ୍ୟାପଟେନ କରା ଯାଇଛି । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ହାର୍ଦିକ ପଣ୍ଡିଆ ପ୍ଲେଈଂ 11କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ହାର୍ଦିକ କେବଳ ଜିତିବାକୁ ଚାହୁଁ ଛନ୍ତି ସେ ରୋହିତ ଆଉ ବିରାଟଙ୍କ ଭଳି କୌଣସି ବଡ ଭୁଲ କରିବାକୁ ଚାହୁଁ ନାହାନ୍ତି ।

ଯେଉଁ ଖେଳାଳି ମାନେ ନ୍ୟୁଜଲାଣ୍ଡ ବିରୋଧରେ ଭଲ ପଦର୍ଶନ କରିବେ ସେହି ଖେଳାଳି ମାନଙ୍କୁ ହାର୍ଦିକ ଟିମରେ ସାମିଲ କରିଛନ୍ତି । ଦର୍ଶକ ବନ୍ଧୁ ଆସନ୍ତା ସପ୍ତାହରୁ ଭାରତ ଆଉ ନ୍ୟୁଜଲାଣ୍ଡ ମଧ୍ୟରେ ମୁକବାଲା ଆରମ୍ଭ ହେବ । ପ୍ରଥମ ମୁକବାଲା 18 ନଭେମ୍ବରରେ, ଦ୍ଵିତୀୟ ମୁକବାଲା 20 ନଭେମ୍ବରରେ ଆଉ ତୃତୀୟ ମୁକବାଲା 23 ନଭେମ୍ବରରେ ଖେଳା ଯିବ । ତେବେ ଏହି ସମସ୍ତ ମୁକବାଲା ନ୍ୟୁଜଲାଣ୍ଡରେ ହିଁ ହେବାକୁ ଯାଉଛି ।

ଏହା ସହ ପ୍ରଥମ ୱାନ ଡେ 25 ନଭେମ୍ବର, ଦ୍ଵିତୀୟ ୱାନ ଡେ 27 ନଭେମ୍ବର ଆଉ ତୃତୀୟ ୱାନ ଡେ 30 ନଭେମ୍ବରରେ ଖେଳା ଯିବ । ତେବେ ବନ୍ଧୁଗଣ ଏହି ସିରିଜ ପାଇଁ ସିନିୟର ଖେଳାଳି ମାନଙ୍କୁ ଆରାମ ଦିଆ ଯାଇଛି । ରୋହିତ ଶର୍ମା, ବିରାଟ କୋହିଲି, ଦିନେଶ କାର୍ତ୍ତିକ, କେ.ଏଲ ରାହୁଲ ଏବଂ ଆର ଅଶ୍ଵିନଙ୍କୁ ଏହି ଟି20 ମୁକବାଲାରୁ ବାହାର କରାଯାଇଛି । ତେବେ ଏହି ମୁକବାଲାରେ ଓପନିଙ୍ଗ କରିବା ପାଇଁ ହାର୍ଦିକ ସୁଗମନ ଆଉ ଇଶାନ କିଶନଙ୍କୁ ଟିମରେ ରଖିଛନ୍ତି ।

ତୃତୀୟ ସ୍ଥାନରେ ଶ୍ରେୟସ ଆୟର ଆଉ ଚତୁର୍ଥ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ କରିବେ । ଏହା ପରେ ପଞ୍ଚମ ସ୍ଥାନରେ ରିସବ ଆଉ ଷଷ୍ଠ ସ୍ଥାନରେ ସଞ୍ଜୁ ସାମସନ ବ୍ୟାଟିଂ କରିବେ । ସପ୍ତମ ସ୍ଥାନରେ ନିଜେ କ୍ୟାପଟେନ ହାର୍ଦିକ ବ୍ୟାଟିଂ କରିବେ । ବୋଲର ମାନଙ୍କ ମଧ୍ୟରେ ଚହଲ, ଅର୍ଶଦୀପ ସିଂହ, ଅକ୍ଶର ପଟେଲ ଏବଂ ଭୁବନେଶ୍ବର କୁମାର ରହିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *