ବିଶ୍ଵ କପରୁ ବାହାରିବା ପରେ ଟୀମ ଇଣ୍ଡିଆକୁ ନେଇ BCCI ର ବଡ ଘୋଷଣା, NZ ବିପକ୍ଷରେ ପ୍ଲେଈଂ 11 ରୁ ବିଦା ହେଲେ Rohit ଙ୍କ ସହ ଏହି 7 ଖେଳାଳୀ

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଟି20 ବିଶ୍ଵ କପ 2022ରୁ ଟିମ ଇଣ୍ଡିଆ ବିଦା ହେବା ପରେ ବିସିସିଆଇ କରିଛି ଏକ ବଡ ଘୋଷଣା । ତେବେ ବର୍ତ୍ତମାନ ଆଗାମୀ ଟି20 ବିଶ୍ଵ କପ ଉପରେ ସମସ୍ତଙ୍କ ନଜର ରହିଛି ଆଉ ଏହାରି ମଧ୍ୟରେ ବିସିସିଆଇ ଟିମ ଇଣ୍ଡିଆର 7 ଜଣ ଦିଗଜ ଖେଳାଳିଙ୍କୁ ଟିମରୁ ବାହାର କରିଛି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଚଳିତ ବର୍ଷ ଟି20 ବିଶ୍ଵ କପ ଏବେ ଶେଷ ପର୍ଯ୍ୟାୟକୁ ଆସି ଯାଇଛି ଆଉ ଏହି ବିଶ୍ଵ କପରେ ଟିମ ଇଣ୍ଡିଆର ଯାତ୍ରା ସମାପ୍ତ ହୋଇଛି । ଟିମ ଇଣ୍ଡିଆ ଏଥର ଫାଇନାଲରେ ପ୍ରବେଶ କରିବ ବୋଲି ସମସ୍ତଙ୍କର ଆଶା ଏବଂ ଭରସା ଥିଲା ।

ଆଉ ଟିମ ଇଣ୍ଡିଆ ମଧ୍ୟ ମୁକବାଲା ଆରମ୍ଭରୁ ନିଜର ଜବରଦସ୍ତ ଖେଳ ପଦର୍ଶନ କରି ସେମି ଫାଇନାଲ ଯାଇଥିଲା । ହେଲେ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ଲଜ୍ଜା ଜନକ ପରାଜୟ ପରେ ଫ୍ୟାନ୍ସ ମାନେ ବହୁତ ନିରାଶ ହେଇଗଲେ । ଆଉ ଏହା ପରେ ଟିମ ଇଣ୍ଡିଆକୁ ନେଇ ସମସ୍ତ ସ୍ଥାନରେ ସମାଲୋଚନା ଚାଲିଲା ।

ତେବେ ଭାରତର ଆଗାମୀ ମିସନ ନ୍ୟୁଜଲାଣ୍ଡ ବିରୋଧରେ ସିରିଜ ଖେଳିବା ଅଛି । ଏହି ମୁକବାଲା ନ୍ୟୁଜଲାଣ୍ଡରେ ହେବାକୁ ଯାଉଛି ତେବେ ଏହି ମୁକବାଲା ହେବା ପୂର୍ବରୁ କିଛି ଖେଳାଳି ମାନଙ୍କୁ ଟିମରୁ ବାହାର କରାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଖେଳାଳି ମାନଙ୍କ ବିଷୟରେ । ଦର୍ଶକ ବନ୍ଧୁ ବିରାଟ କୋହିଲି, ଅଶ୍ଵିନ, ଦିନେଶ କାର୍ତ୍ତିକ, ଭୁବନେଶ୍ବର କୁମାର ଏବଂ ରୋହିତ ଶର୍ମାଙ୍କୁ ଟିମରୁ ବାହାର କରାଯାଇଛି ।

ସିରିଜ ଆରମ୍ଭ ହେବା ପୂର୍ବରୁ ବିସିସିଆଇର ଚେୟାର ମ୍ୟାନ ଏତେ ବଡ ଘୋଷଣା ଜାରି କରିଛନ୍ତି । ଏହା ସହ ଭାରତୀୟ ଟିମର କୋଚକୁ ବି ଚେଞ୍ଜ କରାଯାଇଛି । ନ୍ୟୁଜଲାଣ୍ଡ ବିପକ୍ଷରେ ରାହୁଲ ଦ୍ରାବିଡଙ୍କ ବଦଳରେ ବିବିଏସ ଲକ୍ଷ୍ମଣ କୋଚ ହେବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *