‘ମୁଁ ଡ୍ରେସ ଚେଞ୍ଜ କଲା ବେଳେ ମୋ ନଣନ୍ଦେଇ ମୋ ସହ ଖରାପ ବ୍ୟବହାର କଲେ, ସ୍ଵାମୀ କହିଲେ ମୁଁ ତ ରାଜି ଅଛି, ତୁ ଯଦି ରାଜି ନୁହଁ ତାହେଲେ ତତେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ଵାମୀ ଙ୍କ ବିଷୟରେ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ସ୍ଵାମୀ ଆଉ ଗୋଟେ ମ୍ୟାରେଜ୍ କରି ନେଇଛନ୍ତି । ଜୁନ ୨୬, ୨୦୧୭ ରେ ତାଙ୍କର ମ୍ୟାରେଜ ହୋଇଥିଲା । ଝିଅ ୨୦୧୮ ଜୁନ ୨୦ ରେ ଜନ୍ମ ହୋଇଥିଲା । ତାଙ୍କ ସ୍ଵାମୀ ଫେସ୍ ବୁକ ରେ ଲଭ କରି ଗୋଟେ ଝିଅକୁ ବାହା ହୋଇ ଯାଇଛନ୍ତି । ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା ।

ତାଙ୍କ ସ୍ଵାମୀ ତାଙ୍କୁ ଇଞ୍ଜିନିୟର କହିକି ବାହା ହୋଇଥିଲେ, କିନ୍ତୁ ଏବେ ସେ କ’ଣ କରୁଛନ୍ତି ସ୍ତ୍ରୀ ଜଣକ ଜାଣିନାହାନ୍ତି । ସ୍ତ୍ରୀ ଙ୍କ ଲାଇଫକୁ ସଂପୂର୍ଣ୍ଣ ବର୍ବାଦ କରି ଦେଇଛନ୍ତି ବୋଲି ମହିଳା ଜଣକ କହିଛନ୍ତି । ଗୋଟେ ଝିଅଟିକୁ ନେଇ ପଳାଇ ଆସିଛନ୍ତି । ଏବଂ ତାଙ୍କୁ ମ୍ୟାରେଜ କରି ତାଙ୍କର ଗୋଟେ ଛୁଆ ହେଲାଣି । ମହିଳା ଜଣକଙ୍କ ଝିଅ ଏବଂ ତାଙ୍କ ଲାଇଫ ପୁରା ବର୍ବାଦ୍ ହୋଇ ସାରିଲାଣି ବୋଲି ସେ କହିଛନ୍ତି ।

ମୁଁ ଏବେ କ’ଣ କରିବି ବୋଲି ସ୍ତ୍ରୀ ଜଣକ କହିଛନ୍ତି । ତାଙ୍କ ଶାଶୁଘର ବେଡା ରାମଚନ୍ଦ୍ରପୁର ବାଙ୍କୀ ରେ । ସିଦ୍ଧ ଭୈରବୀ ମନ୍ଦିରରେ ତାଙ୍କର ବାହାଘର ହୋଇଥିଲା । ତାଙ୍କ ନଣନ୍ଦେଇ ତାଙ୍କୁ ଫୋନ୍ କରି କହିଲେ ଯଦି ତୁମେ ମୋ କଥାରେ ରାଜି ହେବ ତାହାହେଲେ ତୁମେ ତୁମ ସ୍ବାମୀ ର ସ୍ତ୍ରୀ ହୋଇକି ରହିବ । ମୁଁ ଡ୍ରସ୍ ଚେଞ୍ଜ କଲାବେଳେ ମୋ ନଣନ୍ଦେଇ ଘର ଭିତରକୁ ଏଣ୍ଟ୍ରୀ କଲେ ।

ଏକଥା ମୁଁ ମୋ ସ୍ବାମୀ ଙ୍କୁ ଜଣାଇଲି । ସେ କହିଲେ ମୁଁ ଏଥିରେ ରାଜି ଅଛି ଆମ ଘର ଲୋକ ମଧ୍ୟ ରାଜି ଅଛନ୍ତି ତୁମକୁ ମଧ୍ୟ ରାଜି ହେବାକୁ ପଡ଼ିବ । ତାହା ହେଲେ ଯାଇ ତୁମେ ମୋ ସ୍ତ୍ରୀ ହୋଇ ରହି ପାରିବ । ମୋତେ ବହୁତ ନିର୍ଯ୍ୟାତନା ମଧ୍ୟ ଦେଇଛନ୍ତି । ଘରେ ମହିଳା ଙ୍କ ସାନ ନଣନ୍ଦ ଥିଲେ ସେ ଜଣକୁ ଭଲ ପାଉଥିଲେ । ନଣନ୍ଦ ମିଶି ରହୁଥିଲେ । ସେ ଯାହାକୁ ଭଲ ପାଉଥିଲେ ସେ ପୁଅ ମଧ୍ୟ ଆସି ସେଠି ତାଙ୍କ ଘରେ ରହୁଥିଲେ ।

ଯେତେବେଳେ ସେ କଥାକୁ ବିରୋଧ କରିଲେ ସେତେବେଳେ ମୋ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ । ତାଙ୍କ ଶାଶୁ ସ୍ଵାମୀ ସମସ୍ତେ ତାଙ୍କ ଉପରେ ଅତ୍ୟାଚାର କରିଲେ । ବଡବାପ ଶ୍ଵଶୁର ମଲାପରେ ସେ ନିଜ ଶାଶୁ ଘରକୁ ଆସିଥିଲେ ସେତେବେଳେ ସେ କପଡା ବଦଳାଇବା ବେଳେ ମୋ ନଣନ୍ଦେଇ ରୁମ୍ ଭିତରକୁ ପଶି ଆସିଲେ । ଏବଂ ତାଙ୍କ ସହିତ ଅସାଦ ଆଚରଣ କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *