ବନ୍ଧୁଗଣ, ସୂଚନା ଅନୁଯାୟୀ ସେମିଫାଇନାଲ ରୁ ହାରି ଭାରତୀୟ କ୍ରିକେଟ ଟିମ ୱାର୍ଲ୍ଡକପ ରୁ ହିଁ ବାହାର ହୋଇଗଲା । ମାତ୍ର ଏହି ହାର ର ସବୁଠାରୁ ବଡ କାରଣ କହିଲେ ନିଜେ ମହେନ୍ଦ୍ର ସିଂହ ଧ୍ୱନି । ତେବେ ଆସନ୍ତୁ କଣ କହିଛନ୍ତି ଧ୍ୱନି ? ତେବେ ଭାରତୀୟ କ୍ରିକେଟ ଟିମ ସଂପୂର୍ଣ୍ଣ ଟୁର୍ନାମେଣ୍ଟରେ ତ ଜିତିଲା ମାତ୍ର ଯେତେବଳେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ମୁକାବିଲା ଆସିଲା ସେତେବେଳେ ଇଂଲଙ୍ଗ ର ଟିମ ଆଗରେ ଏଭଳି ଭାବରେ ପ୍ରଦର୍ଶନ କରିଲେ ଯାହାକୁ ଦେଖି ଲାଗୁଥିଲା ଯେ ସେ କାଲି କ୍ରିକେଟ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଛନ୍ତି ।
କେ ଏଲ ରାହୁଲ କେବଳ 5 ରନ କରି ଆଉଟ ହୋଇଗଲେ । ଏହାପରେ ରୋହିତ ଶର୍ମା ମଧ୍ୟ ଅଧିକ ଆଗକୁ ନ ଯାଇ 27 ରନରେ ଆଉଟ ହୋଇଗଲେ । ସୂର୍ଯ୍ୟ କୁମାର ଯାଦବ ମଧ୍ୟ 14 ରନ ରେ ଆଉଟ ହୋଇଗଲେ । ମାତ୍ର କୋହଲୀ ନିଜର 50 ରନ ପୂର୍ଣ୍ଣ କରିଲେ କିନ୍ତୁ ଏହାପରେ ସେ ମଧ୍ୟ ହାରିଗଲେ । ମାତ୍ର ଗୋଟିଏ ଖେଳାଳୀ ଯାହା ନିୟମିତ ରହିଲେ ସେ ହେଉଛନ୍ତି ହାର୍ଦ୍ଧିକ ପାଣ୍ଡିଆ ।
ସେ ୩୩ ବଲ ରେ ପାଞ୍ଚୋଟି ୬ ସହିତ ୪ ଟା ଚଉକା ସହିତ ସେ ୬୩ ରନ କରିଲେ । ଅନ୍ତିମ ଓଭର ରେ ମଧ୍ୟ ହାର୍ଦ୍ଧିକ ପାଣ୍ଡିଆ କୁ ଆଉଟ କରିବାର ସାହସ ଇଂଲଣ୍ଡ ଖେଳାଳୀ କରି ପାରୁନଥିଲେ । ମାତ୍ର ସେ ମଧ୍ୟ ଶେଷରେ ଆଉଟ ହୋଇଗଲେ ଏବଂ ସ୍କୋର ବୋର୍ଡ ରେ ଲାଗିଗଲା ୧୬୮ ରନ । ଇଙ୍ଗଲାଣ୍ଡ ଟିମ କୁ ୧୬୯ ର ଲକ୍ଷ ଦିଆଗଲା । ମାତ୍ର ଇଂଲଣ୍ଡ ଟିମ ରୁ କେବଳ ୨ ଜଣ ଯୋଡି ଆସି ସଂପୂର୍ଣ୍ଣ ଖେଳ ସମାପ୍ତ କରି ଚାଲିଗଲେ ।
ରନ ଇଂଲଣ୍ଡ ବନାଇ ଚାଲିଲା ଏବଂ ଭାରତର ମନୋବଳ ସମାପ୍ତ ହେବାକୁ ଲାଗିଲା । ଭାରତ ଏହି ମୁକାବିଲା କୁ ବହୁତ ବଡ ଅନ୍ତରରେ ହାରିଛି । କିନ୍ତୁ ଭାରତର ଏହି ହାର ରେ ମହେନ୍ଦ୍ର ସିଂହ ଧ୍ୱନି ୫ ଟି କାରଣ ଦର୍ଶାଇଛନ୍ତି । ୧;- କେ ଏଲ ଏବଂ ରୋହିତ ଙ୍କ ଯୋଡି କଣ ଟୁର୍ନାମେଣ୍ଟ ର ମହତ୍ଵ ବୁଝି ନଥିଲେ ? ଉଭୟଙ୍କୁ ଏକ ଉତ୍ତମ ପାର୍ଟନରସିପ ବନାଇବାର ଥିଲା । ୨;- ସୂର୍ଯ୍ୟ କୁମାର ଯାଦବ ଏବଂ ରିସବ ପନ୍ଥ ମଧ୍ୟ ଏଥି ନିମନ୍ତେ ଦାୟୀ ।
୩;- ଭାରତର ବୋଲିଂ, ପାୱାର ପ୍ଲେ ରେ ୱିକେଟ ନେବା ହିଁ ଆପଣ କୌଣସି ଲକ୍ଷ କୁ ଡିପେଣ୍ଡ କରିପାରିବେ । ମାତ୍ର ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଇଂଲଣ୍ଡ ଟିମ କୁ ହଲାଇ ପାରିଲେ ନାହିଁ । ୪;- ୱିକେଟ ମିଳିଲା ନାହିଁ ଠିକ ଅଛି ମାତ୍ର ସେମାନଙ୍କୁ ରନ ଦେବା ଉଚିତ ନଥିଲା ।
୫;- ଯଶପ୍ରିତ ବୁମରା ଙ୍କ ଅନୁପସ୍ଥିତି, ମ୍ୟାଚ ରେ ଯଶପ୍ରିତ ବୁମରା ଙ୍କ କମି ନଜର ଆସିଲା ନାହିଁ କିନ୍ତୁ ସେମିଫାଇନାଲ ରେ ତାଙ୍କ ଅନୁପସ୍ଥିତି ନଜର ଆସୁଥିଲା । ସେ ଥିଲେ ବୋଲିଂ ରେ ଏକ ସ୍ଥିରତା ରହିଥାନ୍ତା । ତେବେ ବନ୍ଧୁଗଣ ଏହିଭଳି ଭାବରେ ଧ୍ୱନି ରାଗି କିଛି କଥା ପ୍ରକାଶ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।