ବୋହୂକୁ କୁଣ୍ଢାଇ ଭୋ-ଭୋ ହେଇ କାନ୍ଦି ପକେଇଲେ Namita Agrawal ଙ୍କ ଶାଶୂ, ଏହି Imotional ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଗାୟିକା ମାନେ ନିଜର ଗୀତ ଏବଂ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଗାୟିକା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନମୀତା ଅଗ୍ରୱାଲ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ବରିଷ୍ଠ ଗାୟିକା ନମୀତା ଅଗ୍ରୱାଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନମୀତା ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଏବଂ ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ଦର୍ଶକ ବନ୍ଧୁ ଆସିବା ଦିନରୁ ନମୀତା ନିଜର ଅନେକ ସୁପର ହିଟ ଗୀତ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରଥମେ ଓଡିଆ ଭଜନ ଗାଇ ନିଜ କାରିୟରର ଆରମ୍ଭ କରିଥିଲେ । ନମୀତା ହେଉଛନ୍ତି ଜଣେ ଏପରି ଗାୟିକା ଯିଏ ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଦର୍ଶକ ବନ୍ଧୁ ନମୀତା ଭଜନ ଗାଇବା ସହ ଅନେକ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି ।

ସେ ଓଡିଶାବାସୀଙ୍କ ମନରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ କରିପାରିଛନ୍ତି । ନିଜ ସୁପର ହିଟ ଗୀତ ଗୁଡିକ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ନମୀତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଦେଖିଲେ ଆପଣ ମାନେ ଭାବବିହୁଳ ହୋଇଯିବେ । ଏହି ଭିଡିଓରେ ନମୀତା ନିଜ ଶାଶୂଙ୍କୁ ଗେଲ କରୁଥିବାର ନଜର ଆସୁଛନ୍ତି ।

ନମୀତାଙ୍କୁ ଦେଖି ତାଙ୍କ ଶାଶୂ ଭୋ ଭୋ ହୋଇ କାନ୍ଦୁ ଛନ୍ତି ଆଉ ଏପଟେ ନମୀତା ତାଙ୍କୁ ଗେଲ କରି ବୁଝାଇ ଦେଉଛନ୍ତି । ଶାଶୂ-ବୋହୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *