ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ଅର୍ଚ୍ଚନା ନାଗ ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛନ୍ତି । ବଡ ବଡ଼ିଆ ଙ୍କୁ ପ୍ରେମ ଜାଲ୍ ରେ ଫସାଇ କେମିତି କୋଟି କୋଟି ଟଙ୍କା ରୋଜଗାର କରି ଥିଲେ ଅର୍ଚ୍ଚନା ନାଗ । ଗିରଫ ହେବା ପରେ ତାଙ୍କ ର ସବୁ ଗୁମର ଖୋଲିବାରେ ଲାଗୁଚି । ମାୟାବିନୀ ଥିଲା ସେ ଅର୍ଚ୍ଚନା । ଅର୍ଚ୍ଚନା ବିଷୟ ରର ବହୁତ କିଛି କଥା ସାମ୍ନା କୁ ଆସୁଛି ଯାହା ଦିନ କୁ ଦିନ ଆହୁରି ସକ୍ ଦେଉଛି ।
ଅର୍ଚ୍ଚନା ନାଗ ୪ ରୁ ୫ ବର୍ଷ ଭୀତ ରେ କୋଟି କୋଟି ସମ୍ପତି ର ମାଲିକିଆଣି ହେଲେ କେମିତି ଏହା ଜଣେ ସାଧାରଣ ଲୋକ ପାଇଁ ଜମା ବି ସମ୍ଭବକର ନୁହଁ । କାରଣ ଆଜି ର ଜୀବନ ରେ ଲୋକ ମାନେ ଆଗକୁ ଯିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ତଥାପି ଏତେ ସ୍ପିଡ଼ ରେ କେହି ଆଗକୁ ଯାଇ ପାରି ନାହାନ୍ତି ଯେମିତି ଅର୍ଚ୍ଚନା ନାଗ ସଫଳତା ପାଇଲେ କୋଟି କୋଟି ସମ୍ପତି ର ମାଲିକିଆଣି ହେବା ପାଇଁ ।
ମଣିଷ ପାଖରେ ଏମିତି ଏକ ଶକ୍ତି ରହିଛି ଯାହା ପାଇଁ ଏ ପ୍ରାଣୀ ଦୁନିଆ ରେ ସେ ହେଉଛି ସ୍ୱତନ୍ତ୍ର ଓ ଶ୍ରେଷ୍ଠ ପ୍ରାଣୀ,ଏବଂ ସେହି ଶକ୍ତି ଟି ହେଉଛି ବୁଦ୍ଧି । ଏହି ବୁଦ୍ଧି କୁ ବ୍ୟବହାର କରି ସେ ସୁରୁଖୁରୁରେ ବିଭିନ୍ନ କାର୍ଯ୍ୟ କରିପାରେ । ହେଲେ ସେହି ବୁଦ୍ଧି କୁ ମଣିଷ ଭଲ କାମ ପାଇଁ ଉପଯୋଗ କରିବ କି ଖରାପ କାମ ପାଇଁ ଉପଯୋଗ କରିବ,ଏହା ତା’ ଉପରେ ନିର୍ଭର କରେ ।
ଭଲ କାମ କରିଲେ ମଣିଷ ସମାଜ ରେ ଇଜ୍ଜତ ର ସହ ବଞ୍ଚେ ଓ ଖରାପ କାମ କରିଲେ ସମାଜ ର ଆକ୍ରୋଶ ର ଶିକାର ହୋଇଥାଏ ମଣିଷ । ତେବେ ଭଲ କାମ ଓ ଖରାପ କାମ ମଧ୍ୟ ରେ ଫରକ୍ ଜାଣି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ ଖାଲି ପଇସା ଲୋଭ ରେ ଖରାପ କାମ କରିବାକୁ ପଛାଉନାହାନ୍ତି । ପଇସା ଲୋଭ ରେ ଲୋଭୀ ହୋଇ ସେକ୍ସ ରାକେଟ ଭଳି ଅତି ଖରାପ କାମ କରି ସମାଜ ର ଆକ୍ରୋଶ ର ଶିକାର ହୋଇଛନ୍ତି କଳଙ୍କିନୀ ଅର୍ଚ୍ଚନା ନାଗ ଓ ତା’ର ବଦମାସ୍ ସ୍ବାମୀ ଜଗବନ୍ଧୁ ଚାନ୍ଦ ।
କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ର ବାସିନ୍ଦା ହେଉଛି ଅର୍ଚ୍ଚନା । କିନ୍ତୁ କେସିଙ୍ଗା ବାସୀ ଜାଣିନାହାନ୍ତି ଅର୍ଚ୍ଚନା ନାଗ କୁ ଭଲ ସେ । ସେ କେସିଙ୍ଗା ରେ ରହୁଥିବା ବେଳେ ଏତେ ମିଶୁନଥିଲା ଲୋକ ମାନଙ୍କ ସହ । କେସିଙ୍ଗା ରେ ଲୁକ୍କାୟିତ ଭାବେ ୩-୪ ବର୍ଷ ରହିବା ପରେ ମ୍ୟାଟ୍ରିକ ପରୀକ୍ଷା ଦବା ପରେ,ତା’ର ଆଉ ଦେଖା ନାହିଁ ।
ତେବେ କେବଳ ତା’ର ପରିବାର ଲୋକେ ହିଁ ଜାଣିଛନ୍ତି ତା ବିଷୟରେ । ହେଲେ ଅର୍ଚ୍ଚନା ଏପରି ହବାର କାରଣ କ’ଣ?ସମସ୍ତେ ତା’ର ଚରିତ୍ର ଉପରେ କଥା ହେଉଛନ୍ତି, ବାକି ତା’ର ଏହି କୁକାର୍ଯ୍ୟ ପଛରେ ଯାହାର ହାତ ରହିଛି ତା’କୁ କେହି ଖୋଜୁନାହାନ୍ତି । କାରଣ ତାଳି ଗୋଟିଏ ହାତ ରେ ବାଜେନାହିଁ । ସେହି ବଡ଼ ବଡ଼ିଆ ନେତା,ପ୍ରଭାବଶାଳୀ ଲୋକ ମାନଙ୍କ ପାଇଁ ଅର୍ଚ୍ଚନା ଆଜି ଏମିତି । ସେହି ଲୋକ ମାନଙ୍କୁ ଖୋଜି କି ବାହାର କରିବା ଉଚିତ୍ । ତେବେ ଯାଇ ଏହି ଘଟଣା ଟି ଶେଷ ହେବ ।
ତେବେ ଅର୍ଚ୍ଚନା ର ଏହି କାର୍ଯ୍ୟ ପ୍ରତିଶୋଧ ପାଇଁ ହୋଇଥିଲା । ତେବେ ଜମି ପାଇଁ ଗରିବ ଲୋକଙ୍କ ପାଇଁ ଛିଡା ହୋଇଥିଲେ ଅର୍ଚ୍ଚନା ଙ୍କ ବାପା । ତେବେ ତାଙ୍କୁ ବଡ଼ ବଡ଼ିଆ କିଣି ପାରି ନଥିଲେ । ତେବେ ଶେଷ ରେ ସେମାନେ ଏହି ନାବାଳିକା ଅର୍ଚ୍ଚନା କୁ ନେଇ ବଳାତ୍କାର କରିଥିଲେ । ତେବେ ଏହା ପର ଠାରୁ ସେ ପ୍ରତିଶୋଧ ପରାୟ ହୋଇ ବଡ଼ ବଡ଼ ଲୋକଙ୍କ ସହ ଏପରି କାମ କରି ବ୍ଲାକମେଲ କରି ପଇସା ଲୁଟୁଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।