‘ବାପାର ପ୍ରବଳ ଦୋଷ ! ବାପା ଝିଅକୁ ମାଡି ବସୁଛି ଆଉ ତା’ ସହ…’ ମହିଳା ଜଣକ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ 

ବନ୍ଧୁଗଣ ଗୋଟେ ବାପା ସବୁବେଳେ ନିଜ ସନ୍ତାନକୁ ସୁରକ୍ଷା ଦେଇଥାଏ ଏଣିକି ତାର ପୁଅ ଥାଉ କି ଝିଅ । ହେଲେ ଯଦି ରକ୍ଷକ ହିଁ ଭକ୍ଷକ ସାଜିବ ତା ହେଲେ ଏ ସମାଜର ବିନାଶ ଘଟିବ । ତେବେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ବାପା ଶାରୀରିକ ସୁଖ ପାଇବା ପାଇଁ ନିଜ ପାଳିତ ଝିଅ ଉପରେ ଆଖି ପକାଇଛି । ଆଉ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ତେବେ ଏହି ଘଟଣା ଘଟିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ଝିଅ ଘର ପାଖରେ ଥିବା ପଡିଶା ମହିଳା ମାନଙ୍କ ସହ ପଚରା ଉଚରା କରିଥିଲେ । ଆଉ ଏନେଇ ପଡିଶା ମହିଳା ଜଣକ ଏକ ବଡ ବୟାନ ଦେଇଛନ୍ତି । ପଡିଶା ମହିଳାଙ୍କ କହିବା ମୁତାବକ-‘ସେ ଝିଅର କଣ ହେଇଥିଲା ତେଣୁ ସେ ଝିଅ କାଲି ଆସି ଆମକୁ ଶୁଣେଇଲା । ଆମକୁ ଶୁଣେଇଲା ପରେ ଆମେ କହିଲୁ ଯଦି ତୋର ଏତେ ଥର ଘଟଣା ଘଟିଲା ଆମେ ସାହି ପଡିଶାରେ ଘର କରି ରହିଛୁ ତୁ ଝିଅ ଆମକୁ ଆସି କେବେ କହିଛୁ କି ।

ତୋର ଆଜି ଅତିରୁ ଅତି ହେଲା ବୋଲି ତୁ ଆଜି ଆମକୁ ଆସି କହିଲୁ । ଏହା ପରେ ଆମେ କାଉନ୍ସିଲରକୁ ଡକେଇଲୁ ଆଉ ସମସ୍ତେ ବସିଲୁ । ସେ ମାଆ-ବାପ ଯିଏ ତାକୁ ନେଇ ରଖେଇ ଥିଲେ ତାଙ୍କୁ ବି ଡକେଇଲୁ ବାପ ଆସିଲା ହେଲେ ମାଆ ଆସିଲାନି । ଯାହା ବି ଭୁଲ ହେଇଛି ତୁ ମାଆ ହେଇ ଆସିଲୁ ନା ସମାଧାନ କଲୁ କି । ଝିଅ ରାତି ଦୁଇ ଟାରୁ ଗଲାଣି ତୁ ଆମ ମାନଙ୍କୁ ପଚାରିଛୁ କି ମୋ ଝିଅଟା କେଉଁଠି ଅଛି ।

ଭୁଲ କଲା ବେଳେ ଭୁଲ କଲ ଯେତେବେଳେ ଝିଅ ଗଲା ତମେ କାହାକୁ ଟିକେ ଜଣେଇ ପାରିଲନି । ତୋ ସ୍ଵାମୀ ତୋ ଝିଅ ଉପରେ ଆଖି ପକେଇଲା ତୁ କଣ ଜାଣି ପାରିଲୁନି । ତମର ଯଦି ଦମ୍ ନଥିଲା ତା ହେଲେ ତମେ କାହିଁକି ସେ ଛୁଆକୁ ନେଇ ରଖୁଥିଲ । ତମେ ଛୋଟ ବେଳୁ ଛୁଆକୁ ରଖିଲ ରଖିଲା ପରେ ଛୁଆର ଦାୟିତ୍ଵ କାହାକୁ ଅଛି ମାଆ-ବାପ ।

ମାଆ-ବାପା ହେଇକି ତମେ ମାନେ ଏ ଘଟଣା କରିଦେଲ ଏ ଘଟଣା କିଏ ସହିବ । ଖଟ ଉପରେ ସ୍ଵାମୀ ଶୋଇବ ଆଉ ତଳେ ଝିଅ ସହ ମାଆ ଶୋଇବ । ଅଧା ରାତିରେ ସେ ଖଟ ତଳୁ ଝିଅ ଉପରୁ ଡେଇଁବ ସେତେବେଳେ କଣ ମାଆ ନଥିଲା’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *