ମହାଖୁଲାସା ! ବୟସ ୮୦ ନୁହେଁ ୮୨, ବୁଢା ବୟସରେ ବି ଥରି ଥରି ଅର୍ଚନା ସହ କରିଛି ଖେଳ… 

ବୟସ ୮୦ ନୁହଁ ପାଖାପାଖି ୮୨ ଠିଆ ହେବାକୁ ବଳ ପାଉନି ହାତ ବି ଥରୁଚି, ଚମ ମୁହଁ ସବୁ ଧୁଡ ଧୁଡ ପଡିଗଲାଣି ତଥାପି ସେ ଜନପ୍ରତିନିଧି । ଚାଲିବାକୁ ସାହାରା ଖୋଜୁ ଥିବା ଉତ୍ତର ଓଡିଶାର ଜଣେ ପୁରୁଣା ନେତା, ବୟସ୍କ ନେତା ଏବଂ ଅଭିଜ୍ଞାତା ସଂପୂର୍ଣ୍ଣ ନେତା । ଆଜି ସେ ଅର୍ଚ୍ଚନାର ଫାଶରେ ପଡିଛି । ହଁ ଦର୍ଶକ ବନ୍ଧୁ ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ୟ ଜଳଜଳ ହୋଇ ଦିଶୁଚି । ବୁଝିଲା ଲୋକ ବୁଝିବେ ଜାଣିଲା ଲୋକ ଜାଣିବେ ଏ ନେତା ଜଣକ କିଏରେ ।

ଯିଏ ଜାଣି ପାରୁଛନ୍ତି ସେ କହୁଛନ୍ତି ବୁଢା ବୟସରେ ଝଲମଲ । କାନ ମୁଣ୍ଡ ଆଉଁସି ଲକ୍ଷାଧିକ ଟଙ୍କା ଗଣିଲ ତା ପରେ ବି ପୁଣି ଅର୍ଚ୍ଚନା ପ୍ରେମରେ ବାଉଳି ହେଲ । ବ୍ଲାକ ମେଲିଂର ଶିକାର ହେଲ ଲକ୍ଷ ଲକ୍ଷ ଟଙ୍କା ଗଣିଲ । ତା ପରେ ବି ଅର୍ଚ୍ଚନାର ସାନିଧ୍ୟ ପାଇଁ ବାଉଳା ହେଲ । ତା ପରେ ଅର୍ଚ୍ଚନାକୁ ପୁରୀ ନେଇଗଲ ତାରକା ହୋଟେଲରେ ଅର୍ଚ୍ଚନା ତମର ଫଟୋ ଉଠେଇ ଦେଲା । ତା ପରେ ତମକୁ ବ୍ଲାକ ମେଲିଂ କଲା ତମେ ଟଙ୍କା ବି ଗଣିଲ ।

ତା ପରେ ଝଗଡା ହେଲା ପୁଣି କାହିଁକି କେଜାଣି ତମ ମନ ଉଚ୍ଚନ ହେଲା । ପୁଣି କାଳେ ବାଉଁଶ ତଳର ନିଆଁ କୁହୁଳିଲା ଭଳି ତମର କାଳେ ଇଛା ହେଲା । ପୁଣି ଅର୍ଚ୍ଚନାକୁ ଫୋନ କଲ ନେତା ହେଇ ବି ଭୁଲ ମାଗିଲ । ବାୟବିନି ପ୍ରେମରେ ପଡିଲ କିନ୍ତୁ ମାୟାବିନି ଆଉ ଧରା ଛୁଆଁ ଦେଲାନି ଏଥର ଧରା ଦେଲା ଗୋଆରୁ ଆସିଥିବା ସାଢେ ତିନି ଲକ୍ଷ ଟଙ୍କାର ନାୟିକା ।

କିନ୍ତୁ ବୁଢା ମଉସା ତମକୁ ଜାଣିବାର ଥିଲା ସେ ଗୋଆର କୌଣସି ମଡେଲ ନଥିଲା ସେ ଥିଲା ବଙ୍ଗୀୟ ରୂପଜୀବୀ ଲୋକ ଚର୍ଚ୍ଚା କରୁଛନ୍ତି । ତମେ ଯେଉଁ ରାତିରେ ସାଢେ ତିନି ଲକ୍ଷ ଟଙ୍କା ଦେଇଥିଲ ସେଥିରୁ କୁଆଡେ ସେ ବଙ୍ଗୀୟ ରୂପଜୀବୀ ୨୦ ହଜାର ଟଙ୍କା ନେଇଥିଲା । ଆଉ ସେଥିରୁ ତିନି ଲକ୍ଷ ୩୦ ହଜାର ଟଙ୍କା ତମେ ଭଲ ପାଉଥିବା ଅର୍ଚ୍ଚନା କୁଆଡେ ନେଇଥିଲା । ଯଦି ତମେ ଏ ଖବର ଦେଖୁଛ ତା ହେଲେ ସତରେ କଣ ମଉସା ତମେ ଅର୍ଚ୍ଚନାଙ୍କୁ ଅନ୍ଧ ଭଳି ଭଲ ପାଉଥିଲ ।

ଯାହାର ଫାଇଦା ନେଇ ଅନେକ ଥର ଅର୍ଚ୍ଚନା ତମକୁ ଲୁଟିଛି । ଆଉ ଲୋକ ଲଜ୍ଜା ଭୟରେ ଆପଣ କୁଆଡେ ଅର୍ଚ୍ଚନାଙ୍କୁ ୨୫ ଲକ୍ଷ ତାଙ୍କ ଦେଇଥିଲେ । ହଁ ଦର୍ଶକ ବନ୍ଧୁ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *