Live: ବାପା ସହ 2 ପିଲାଙ୍କ ଉପରେ ଚଢି ଚାଲିଗଲା Jeep, CCTV କ୍ୟାମେରାରେ ହେଲା କଏଦ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟ ରେ ଅଧିକାଂଶ ଆକ୍ସିଡେଣ୍ଟ କେସ ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ଲୋକମାନେ ନିଜ ମନ ଇଚ୍ଛା ରେ ଗାଡ଼ି ର ସ୍ପୀଡ଼ ବଢ଼ାଇ ରାସ୍ତା ରେ ଚଳାଉଛନ୍ତି । ଯାହାଦ୍ୱାରା ଆକସ୍ମିକ ଦୁର୍ଘଟଣା ର ଶିକାର ମଧ୍ୟ ହେଉଛନ୍ତି । ପ୍ରାୟ ୭୦% ଆକ୍ସିଡେଣ୍ଟ କେସ ଦେଖିବାକୁ ମିଳିଥାଏ ଯେଉଁଥିରେ ଲୋକମାନେ ନିଜର ପ୍ରାଣ ମଧ୍ୟ ହରାଇଥାନ୍ତି ଏବଂ ଏଭଳି କିଛି କେସ ମଧ୍ୟ ଦେଖିବାକୁ ମିଳିଥାଏ,

ଯେଉଁଥିରେ ବାଇକ ସ୍ପୀଡ଼ ଚଳାଇବା ଦ୍ୱାରା ଆକ୍ସିଡେଣ୍ଟ ହୋଇ ଗୁରୁତର ଅବସ୍ଥା ରେ ଲୋକମାନେ ସମ୍ପୂର୍ଣ୍ଣ ଜୀବନ ପାଇଁ ଅଚଳ ପାଲଟି ଯାଆନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଜବଲପୁର ରେ ସଂସ୍କାରିଧାନ ରେ ଏକ ଦୁର୍ଘଟଣାର ଖବର ବାର ବାର ସାମ୍ନା କୁ ଆସୁଛି । ତେବେ ଜଣେ ବ୍ୟକ୍ତି ନିଜର ଝିଅ ଏବଂ ପୁଅ କୁ ନିଜ ସ୍କୁଟି ରେ କୋଚିଂ ରୁ ଘରକୁ ଫେରୁଥିଲେ ।

ତେବେ ରାସ୍ତା ପାର ହେବା ପାଇଁ ସେମାନେ ଗାଡି ଗୁଡିକ ଯିବାର ଅପେକ୍ଷା କରୁଥିଲେ ତେବେ ଠିକ ସେହି ସମୟରେ ଏକ କଳା ରଙ୍ଗର ଜିପ ଦ୍ରୁତ ଗତିରେ ଆସି ଛିଡା ହୋଇଥିବା ଗାଡ଼ି କୁ ଖୁବ ଜୋରରେ ଧକା ଦେଇଥିଲା । ତେବେ ତା ପରେ ସ୍କୁଟି ରୁ ୩ ଜଣ ତଳେ ପଡି ଯାଇଥିଲେ ।


ତେବେ ଏହା ଗୋରଜାବାଜାର ଥାନାରେ ଏହି ଦୁର୍ଘଟଣା ହୋଇଥିଲା । ତେବେ ଏହି ଘଟଣା ସବୁ ସିସିଟିଭି ରେ ରେକର୍ଡ ହୋଇ ଯାଇଥିଲା । ତେବେ ଅଏଜି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ପୋଲିସ୍ ସେହି ଜିପ ଚଳାଳୀ କୁ ଆରେଷ୍ଟ କରି ଜିପ କୁ ନିଜ ଅକ୍ତିଆର ରେ ରଖିଛନ୍ତି । ତେବେ ଆହତ ପରିବାର ପାଖ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *