ପ୍ରଥମ ଥର ପାଇଁ ଦେଖନ୍ତୁ ଅଭିନେତ୍ରୀ Tilottama ଙ୍କ ସ୍ଵାମୀ, ନାତି, ଝିଅ ଓ ପୁରା ପରିବାର (Biography)

ବନ୍ଧୁଗଣ ଆମ ଓଡିଆ ଟିଭି ଜଗତରେ ଲୋକପ୍ରିୟ ଅଭିନେତ୍ରୀ ତିଳତ୍ତମା ଖୁଣ୍ଟିଆ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ପରଲୋକ ଘଟିଛି । ତେବେ ତିଳତ୍ତମା ଯିବା ପରେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଦର୍ଶକ ବନ୍ଧୁ  ଆପଣ ମାନେ ସମସ୍ତେ ତିଲତ୍ତମା ଖୁଣ୍ଟିଆଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଉଭୟ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଓଡିଆ ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ଅତୁଳନୀୟ । ସେ ଅନେକ ନାଟକ, ଓଡିଆ ଟିଭି ସିରିଏଲ ଏବଂ ଓଡିଆ ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ଏବେ ସେ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ ଦୀର୍ଘ ଦିନ ଧରି ତିଲତ୍ତମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା ।

ସେ ହୃଦୟ ରୋଗରେ ପୀଡିତ ଥିଲେ ତେଣୁ ତାଙ୍କୁ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କର ବହୁତ ଭଲ ଭାବରେ ଚିକିତ୍ସା କରାଯାଉଥିଲା । ହେଲେ ଗତ କାଲି ହଠାତ ତାଙ୍କୁ ହୃତଘାତ ଆସିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ତିଳୋତ୍ତମାଙ୍କ ମୃତ୍ୟୁ ପରେ କେତେକ ଓଡିଆ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ତିଳତ୍ତମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ମାଧ୍ୟମରେ ଆଜି ଆମେ ଆପଣ ମାନଙ୍କୁ ତିଳତ୍ତମାଙ୍କ ପରିବାର ସଦସ୍ୟଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ତିଳତ୍ତମାଙ୍କ ପରିବାର କହିଲେ ତାଙ୍କ ସ୍ଵାମୀ ଏବଂ ଦୁଇ ଝିଅ । ତାଙ୍କର ଦୁଇ ଝିଅଙ୍କ ନାମ ହେଉଛି ଅରୁନ୍ଧତୀ ଏବଂ ଅନୁଭୃତି ।

ଆପଣ ମାନେ ସମସ୍ତେ ଅରୁନ୍ଧତୀଙ୍କୁ ଅନେକ ସୁପର ହିଟ ଫିଲ୍ମ ଏବଂ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ । ସେହି ପରି ତାଙ୍କ ସାନ ଝିଅ ଅନୁଭୃତି ମଧ୍ୟ ଅନେକ ଟିଭି ସିରିଏଲ ଏବଂ ଚଳଚିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ତିଳତ୍ତମାଙ୍କ ଦୁଇ ଝିଅ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ତେଣୁ ତିଳତ୍ତମାଙ୍କର କୌଣସି ନାତି ନାତୁଣୀ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *