ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଲାଇଫ ଷ୍ଟାଇଲ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ଏପରି କିଛି ସେଲିବ୍ରେଟି ଅଛନ୍ତି ଯେଉଁ ମାନେ ପରସ୍ପରକୁ ପ୍ରେମ କରି ବିବାହ କରିଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ସେଲିବ୍ରେଟି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସେଲିବ୍ରେଟି ମାନଙ୍କ ବିଷୟରେ ।
ରାଜୁ ଓ ଭୈରବୀ- ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଜୁ ଓ ଭୈରବୀଙ୍କୁ ତ ନିଶ୍ଚୟ ଜାଣିଥିବେ । ଏହି ଦୁଇଜଣ ତୁ ମୋ ଜୀବନ ସାଥି ସିରିଏଲରେ କାମ କରୁଥିଲେ । ଏମାନେ ସୁଟିଙ୍ଗ ସେଟରୁ ପରସ୍ପରକୁ ପ୍ରେମ କରି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ମାହି ଓ ଚନ୍ଦନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମାହି ଓ ଚନ୍ଦନ । ଆପଣ ମାନେ ସମସ୍ତେ ଏହି ଦୁଇଟି କଳାକାରଙ୍କୁ ତ ନିଶ୍ଚୟ ଜାଣିଥିବେ । ଏମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସୁଟିଙ୍ଗ ସେଟରେ ପ୍ରେମ କରି ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଆନିଶା ଓ ସୁଭାସିସ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆନିଶା ଓ ସୁଭାସିସ । ଆପଣ ମାନେ ସମସ୍ତେ ଆନିଶା ଓ ସୁଭାସିସଙ୍କୁ ଅନେକ ସିରିଏଲରେ ଦେଖିଥିବେ । ବର୍ତ୍ତମାନ ସମୟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଦୁହିଁଙ୍କର ଏକ କୁନି ଝିଅ ବି ଅଛି । ଦୁହେଁ ସୁଟିଙ୍ଗ ସେଟରୁ ପରସ୍ପରକୁ ପ୍ରେମ କରିଥିଲେ ।
ଦେବାଶିଷ ଓ ମୋନାଲିସା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦେବାଶିଷ ଓ ମୋନାଲିସା । ଆପଣ ମାନେ ଏ ଦୁଇଟି କଳାକାରଙ୍କୁ ନିଶ୍ଚୟ ଦେଖିଥିବେ । ଦୁହେଁ ସୁଟିଙ୍ଗ ସେଟରେ ପରସ୍ପରକୁ ପ୍ରେମ କରିଥିଲେ ଆଉ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କର ଗୋଟେ ପୁଅ ଏବଂ ଝିଅ ବି ଅଛି ।
ସବ୍ୟସାଚୀ ଓ ଅର୍ଚ୍ଚିତା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ସାବୟସଚୀ ଏବଂ ଅର୍ଚ୍ଚିତା । ଏହି ଦୁଇଜଣ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ଉଭୟ ପରସ୍ପରକୁ ସୁଟିଙ୍ଗ ସେଟରେ ଭଲ ପାଇ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ଯୋଡିକୁ ମଧ୍ୟ ଦର୍ଶକ ବେସ ପସନ୍ଦ କରନ୍ତି ।
ଜାଙ୍କଲିନ ଓ ଅରବିନ୍ଦ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜାଙ୍କଲିନ ଓ ଅରବିନ୍ଦ । ଉଭୟ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମୟରେ ପରସ୍ପରକୁ ପ୍ରେମ କରୁଥିଲେ । ଆଉ ଗତ କିଛି ବର୍ଷ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।