ଭାଉଜ ଭାଉଜ କହି ସ୍ଵାମୀ ଆଗରେ ମାଗିଲେ deha ସୁଖ, ଭାଇରାଲ ହେଲା Video

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ତେବେ ବର୍ତ୍ତମାନ ସମସ୍ତ ଲୋକ ଇଣ୍ଟର୍ନେଟ ବା ସୋସିଆଲ ମିଡିଆ ମାଧ୍ୟମ ରେ ଯୋଡି ହୋଇ ରହୁଛନ୍ତି ଆଉ ସୋସିଆଲ ମିଡିଆ ଦ୍ଵାରା ଲୋକ ମାନେ ଏହି ସବୁ ଘଟଣା ଗୁଡିକ ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣୁ ପାରୁଛନ୍ତି । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ନିଜ ସାଙ୍ଗ ଘରକୁ ଆସିଛନ୍ତି । ଉଭୟ ସାଙ୍ଗ ମିଶି ପ୍ରଥମେ ମଅଦ୍ୟପାନ କରୁଛନ୍ତି । ମଅଦ ସହ ଚାଖଣା ମଜା ବି ନେଉଛନ୍ତି । ହେଲେ ହଠାତ ବନ୍ଧୁଙ୍କୁ କିଛି ଅଲଗା ସୁଖ ନେବା ପାଇଁ ଇଛା ହେଉଛି ।

ତାଙ୍କ ନଜର ନିଜ ବନ୍ଧୁଙ୍କ ପତ୍ନୀ ଉପରେ ପଡି ଯାଉଛି । ଏହା ପରେ ସେ ନିଜ ବନ୍ଧୁ ସାମ୍ନାରେ ତାଙ୍କ ସ୍ତ୍ରୀ ସହ ସେକ୍ସ କରିବା ପାଇଁ ଅଫର ଦେଉଛନ୍ତି । ସ୍ତ୍ରୀ ଜଣକ ନ ମାନିବାରୁ ସେ ତାଙ୍କ ହାତକୁ ଧରି ଜବରଦସ୍ତି କରିବାକୁ ଚେଷ୍ଟା କରୁଛନ୍ତି । ନିଶା ଟିକେ ଚଢିଲା ପରେ ତାଙ୍କୁ ଅପୂର୍ବ ସୁଖର ଆବଶ୍ୟକତା ପଡିଲା । ସେହି ସମୟରେ ଆଖିରେ ପଡିଗଲେ ବନ୍ଧୁଙ୍କ ସ୍ତ୍ରୀ ।

ପାଟିରୁ ବାହାରୁ ଥାଏ ଭାଉଜ ଭାଉଜ କିନ୍ତୁ ଆଖି ଦେଖୁ ଥାଏ ପାପ ଦ୍ରୁଷ୍ଟିରେ । ଯୁବକ ବନ୍ଧୁ ନିଜକୁ ଆଉ ସମ୍ଭାଳି ନ ପାରି କହିଲେ ମୁଁ ଟଙ୍କା ଦେବି ମୋତେ ତୁମର ଦେହ ଦରକାର । ସାମ୍ନାରେ ବସି ଛନ୍ତି ସ୍ଵାମୀ ଆଉ ସ୍ତ୍ରୀଙ୍କୁ ବନ୍ଧୁ ଦେଉଛନ୍ତି ଶାଆରୀଇରିକ ସମ୍ପର୍କ ରଖିବାର ଅଫର । ଏହା ଶୁଣିବା ପରେ ସ୍ତ୍ରୀ ରାଗି ଯାଉଛନ୍ତି ହେଲେ ସ୍ଵାମୀ ଚାହୁଁ ଥିଲେ କି, ସ୍ତ୍ରୀଙ୍କ ମାଧ୍ୟମରେ କମାଇବାକୁ କିଛି ଟଙ୍କା ।

ମହିଳା ଏ କଥା ଜାଣି ବନ୍ଧୁଙ୍କୁ ଚପଲରେ ପିଟୁ ଛନ୍ତି ହେଲେ ସ୍ଵାମୀ ବନ୍ଧୁତ୍ଵ କଟିଯିବ ବୋଲି ଚୁପ ରହୁଛନ୍ତି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *