ଦୁନିଆର Top 10 ସବୁଠୁ ସୁନ୍ଦରୀ ମହିଳା କ୍ରିକେଟର, ଯାହାଙ୍କ ଆଗରେ ଫିକା ପଡି ଯାଆନ୍ତି ଫିଲ୍ମର ସୁନ୍ଦରୀ ହିରୋଇନ, ନଂ 2 ଲାଗନ୍ତି ପୁରା ପରୀ

ନମସ୍କାର ବନ୍ଧୁଗଣ ତେବେ ନାରୀର ସୁନ୍ଦରତାରେ ସବୁ ଛୋଟ ପଡିଯାଏ । କ୍ରିକେଟ ବାକି ଖେଳ ତୁଳନାରେ ଅଧିକ ଲୋକପ୍ରିୟ । ଯଦିଓ କ୍ରିକେଟ ଖେଳରେ ଲୋକମାନେ ପୁରୁଷଙ୍କ କ୍ରିକେଟ ଖେଳକୁ ଅଧିକ ପସନ୍ଦ କରନ୍ତି କିନ୍ତୁ କିଛି ବର୍ଷ ହେବ ମହିଳା କ୍ରିକେଟକୁ ମଧ୍ୟ ଲୋକମାନେ ଦେଖିବାକୁ ପସନ୍ଦ କରୁଛନ୍ତି ଏମିତି ମଧ୍ୟ କହିପାରନ୍ତି ଯେ ମହିଳା ମାନେ ଏହି କ୍ଷେତ୍ରରେ ମଧ୍ୟ ନିଜର ପରିଚୟ ଜାହିର କରିଛନ୍ତି ।

ଏବେ ଲୋକମାନେ ମହିଳା କ୍ରିକେଟ ଦେଖିବା ପସନ୍ଦ କରିବା ଆରମ୍ଭ କଲେଣି । ମହିଳା କ୍ରିକେଟରେ ରହିଛନ୍ତି ଅନେକ ସୁନ୍ଦର ଖେଳାଳି, ଯାହାଙ୍କ ଦିୱାନା ସାରା ଦୁନିଆ । ତେବେ ମଧ୍ୟରୁ ୧୦ ସବୁଠାରୁ ସୁନ୍ଦରୀ ମହିଳା କ୍ରିକେଟରଙ୍କ ବିଷୟରେ ଆସନ୍ତୁ ଜାଣିବା ।

୧- ପ୍ରଥମରେ ହେଉଛନ୍ତି ସନା ମୀର । ତେବେ ପାକିସ୍ତାନ ଟିମ ର ମହିଳା କ୍ରିକେଟର କ୍ୟାପଟେନ ସନା ମୀର ନିଜ ଦେଶ ର ମହିଳା କ୍ରିକେଟର ଙ୍କ ପାଇଁ ଜଣେ ପ୍ରେରଣା ଅଟନ୍ତି ଆଉ ସେ ଜଣେ ସୁନ୍ଦର ମହିଳା ଅଟନ୍ତି । ତାଙ୍କର ପରିଶ୍ରମ ଆଉ ଦୃଢ ନିଷ୍ଠା ତାଙ୍କୁ ଏକ ଆଦର୍ଶ ମଡେଲ ବନେଇଥାଏ ଆଉ ତାଙ୍କୁ ଦେଖି ଦେଶ ର ଅନ୍ୟ ମହିଳା ପ୍ରେରଣା ନେଇଥାଆନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ସାରା ଟେଲର । ତେବେ ଇଂଲଣ୍ଡର ମହିଳା କ୍ରିକେଟ ଦଳର ତାରକା ଖେଳାଳି ହିସାବରେ ସାରା ଟେଲର ମାନ୍ୟତା ପ୍ରାପ୍ତ । ସାରା ଦେଖିବାକୁ ଖୁବ ସୁନ୍ଦରୀ ଅଟନ୍ତି । ମହିଳା କ୍ରିକେଟ ଖେଳାଳି ଙ୍କ ସୁନ୍ଦରତା ତାଲିକାରେ ସେ ପ୍ରଥମ ନମ୍ବରରେ ଅଛନ୍ତି । ଏହାଙ୍କୁ ଦେଖି ଯେକେହି କହିଦେବ ଯେ ଏ ହଲିଉଡର ଅଭିନେତ୍ରୀ ଅଟନ୍ତି । ସାରା ବହୁତ ଗ୍ଲାମରସ ଓ ବୋଲ୍ଡ ଦେଖାଯାନ୍ତି ।


୩- ତୃତୀୟ ରେ ହେଉଛନ୍ତି )ସ୍ମୃତି ମନ୍ଧାନା । ତେବେ ସ୍ମୃତି ମନ୍ଧାନା ଭାରତୀୟ କ୍ରିକେଟ ଦଳର ଖେଳାଳି ଅଟନ୍ତି । ସେ ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଅଟନ୍ତି । ଧମାକାଦାର ବ୍ୟାଟିଂ କରନ୍ତି ଓ ସେ ପିଚ ଉପରେ ବହୁତ ଆକ୍ରାମକ ଖେଳ ଦେଖାନ୍ତି । ସ୍ମୃତି ଦେଖିବାକୁ ବହୁତ ସୁନ୍ଦରୀ ଓ ଆକର୍ଷକ ଅଟନ୍ତି । ଏହି ତାଲିକାରେ ସ୍ମୃତି ୪ନମ୍ବର ରେ ଅଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଏଲିସ ପେରି । ତେବେ ଏଲିସ ପେରୀ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏଲିସ ପେରୀ ପଡିଆରେ ନିଜର ଖେଳ ଦେଖାଇବା ସହ ସୁନ୍ଦରୀ ମାମଲାରେ କୌଣସି ହଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଏହାଙ୍କୁ ଦେଖି ଯେକେହି ଫିଲ୍ମରେ ଅଭିନୟ କରିବାର ନିମନ୍ତ୍ରଣ ଦେଇପାରେ । ଏଲିସ ଏତେ ସୁନ୍ଦରୀ ଅଟନ୍ତି ଯେ ଏହା କହିବାକୁ ପଡୁଛି ।


୫- ପଞ୍ଚମ ରେ ହେଉଛନ୍ତି ସିସୋଲିୟା ଜଏସ । ତେବେ ମହିଳା ଖେଳାଳି ସିସୋଲିୟା ଜୟସି ଆୟରଲ୍ୟାଣ୍ଡ ର ଜଣେ ସାନଦାର ଖେଳାଳି ଅଟନ୍ତି । ସେ ଜଣେ ପ୍ରତିଭାଶାଳୀ ଖେଳାଳି ଅଟନ୍ତି ଆଉ ଜଣେ କ୍ରିକେଟ ପରିବାର ରୁ ଆସନ୍ତି ।

୬- ଷଷ୍ଠ ରେ ହେଉଛନ୍ତି ହୋଲି ଫର୍ଲିଙ୍ଗ । ତେବେ ହୋଲି ଫର୍ଲିଙ୍ଗ ଜଣେ ଏପରି ମହିଳା କ୍ରିକେଟର ଅଟନ୍ତି ଯିଏ ବୋଲ ସହ ପ୍ରତିଭାଶାଳୀ ହେବା ସହିତ ସୁନ୍ଦର ମଧ୍ୟ ଅଟନ୍ତି । ସେ ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଛାପ ଛାଡିବା ପାଇଁ ସଂଘର୍ଷ କରୁଛନ୍ତି । ହୋଲି ଫର୍ଲିଙ୍ଗ ଅଷ୍ଟ୍ରେଲିଆ ଟିମ ର ତେଜ ବୋଲର ଙ୍କ ମଧ୍ୟରୁ ଜଣେ ସର୍ବଶ୍ରେଷ୍ଠ ବୋଲର ଅଟନ୍ତି ।

୭- ସପ୍ତମ ରେ ହେଉଛନ୍ତି କେଟ କ୍ରସ । ତେବେ କେଟ ବହୁତ ଷ୍ଟ୍ରଗଲ କରିକି ନିଜ ଟିମ ରେ ସ୍ଥାନ ପାଇଥିଲେ । ତେବେ ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣ ମଧ୍ୟ ସେ ନିଜର କ୍ୟାରିୟର ରେ ବହୁତ ମହତ୍ତ୍ୱପୂର୍ଣ୍ଣ ଖେଳ କୁ ଜିତାଇବାରେ ସାହାର୍ଯ୍ୟ କରିଛନ୍ତି ତେବେ ସିଏସକେ କୁ ସପୋର୍ଟ କରି ଚର୍ଚ୍ଚା ରେ ଆସିଥିଲେ ।


୮- ଅଷ୍ଟମ ରେ ହେଉଛନ୍ତି ସୁନ ଲୁସ । ତେବେ ସୁନ ଲୁସ ଦକ୍ଷିଣ ଆଫ୍ରିକାର ଜଣେ ଦକ୍ଷ ଖେଳାଳୀ । ସେ ନିଜର ବ୍ୟକ୍ତିତ୍ୱ ଏବଂ ଲୁକ କୁ ନେଇ ଖୁବ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି । ତେବେ ସେ ଅନେକ ମ୍ୟାଚ ସଫଳ ଭାବରେ ଜିତାଇବାରେ ମଧ୍ୟ ସାହାର୍ଯ୍ୟ କରିଛନ୍ତି ତେବେ ସେ ସବୁଆଡେ ଖୁବ ଚର୍ଚ୍ଚିତ ରହୁଛନ୍ତି ।

୯- ନବମ ରେ ହେଉଛନ୍ତି ଲୋରା ମର୍ସ । ତେବେ ଲୋରା ଇଂଲଣ୍ଡ ର ଅପ ସ୍ପିନର ଭାବରେ ପରିଚିତ । ତେବେ ସେ ନିଜର ସୁନ୍ଦରତା ଯୋଗୁଁ ଖୁବ ଲୋକପ୍ରିୟ ହାସିଲ କରିଛନ୍ତି । ତେବେ କେବଳ ସୁନ୍ଦର ନୁହେ ବରଂ ସେ ନିଜର ପ୍ରତିଭା ଯୋଗୁଁ ମଧ୍ୟ ଖୁବ ଚର୍ଚ୍ଚିତ ଏବଂ ପରିଚିତ ଅଟନ୍ତି ।

୧୦- ଦଶମ ରେ ହେଉଛନ୍ତି କାୟନାତ ଇମତିୟାଜ । ତେବେ କାୟନାତ ପାକିସ୍ତାନ ର ଜଣେ ଲୋକପ୍ରିୟ ଖେଳାଳୀ । ତେବେ ସେ ନିଜର ପ୍ରତିଭା ଏବଂ ନିଜର ସୁନ୍ଦରତା ଯୋଗୁଁ ଖୁବ ପ୍ରସିଦ୍ଧ ଲାଭ କରିଛନ୍ତି ତେବେ ସେ ଭାରତରେ ମଧ୍ୟ ବହୁତ ଲୋକପ୍ରିୟ ହାସଲ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *