‘ମୋ ଜୀବନ ନେଇଯା ପଛେ ମୁଁ ଦେହ ଦେବିନି, ମୋ ପାଇଁ ମୋ ଇଜ୍ଜତ ବଡ…’ ମୃତ୍ୟୁ ପୂର୍ବରୁ Ankita ଙ୍କ ସହ ହୋଟେଲ ମାଲିକଙ୍କ ଭୟଙ୍କର କାଣ୍ଡ ଶୁଣିଲେ ଛାତି ଥରିବ

ମୁଁ ଶରୀର ଦେଇ ପାରିବିନି ମୋ ଜୀବନ ନେଇଯା । ମାନୁଛି ମୁଁ ଗରିବ ମୋତେ ମୋ ଘର ଚଳେଇବା ପାଇଁ ଟଙ୍କାର ଆବଶ୍ୟକତା ରହିଛି ଆଉ ସେଇଥି ପାଇଁ ତୁମ ହୋଟେଲରେ ମୁଁ କାମ କରୁଛି । କିନ୍ତୁ ତୁମ 10 ହଜାର ପାଇଁ ମୁଁ ଗେଷ୍ଟ ମାନଙ୍କ ସହ ଶଆରୀଇରିକ ସମ୍ପର୍କ ରଖି ପାରିବି ନାହିଁ । ହଁ ଆଜ୍ଞା ସେଦିନ ରାତିରେ ଠିକ ଏମିତି କିଛି ଘଟି ଥିଲା । ହୋଟେଲରେ ପହଞ୍ଚି ଥିଲେ ବଡ ବଡିଆ ମନ୍ତ୍ରୀଙ୍କ ପୁଅ ।

ହୋଟେଲରେ ରିଷେପ୍ସନିଷ୍ଟ ଭାବେ ଅଙ୍କିତା ଥିଲେ । ଠିକ ରାତି ବଢିବା ସହ ହୋଟେଲରେ ପହଞ୍ଚି ଥିବା ଗେଷ୍ଟ ମାନଙ୍କ ନଜର ଅଙ୍କିତାଙ୍କ ଉପରେ ପଡେ ।  ଅଙ୍କିତାଙ୍କୁ 19 ବର୍ଷ ହେଇଥିବା ବେଳେ ଦେଖିବାକୁ ବହୁତ ସୁନ୍ଦର ଥିଲେ ଅଙ୍କିତା । ଆଉ ସେପଟେ ଗେଷ୍ଟ ମାନଙ୍କ ମନକୁ ଜିତିବା ପାଇଁ ହୋଟେଲ ମାଲିକ ଅଙ୍କିତାଙ୍କୁ କହିଲେ ।

ହୋଟେଲ ମାଲିକ ଅଙ୍କିତାଙ୍କୁ କହିଲେ, ଯାଅ ସେମାନଙ୍କ ସହ ଶଆରୀଇରିକ ସମ୍ପର୍କ ରଖ ତୁମକୁ ଏ ରାତି ପାଇଁ 10 ହଜାର ଟଙ୍କା ଦିଆଯିବ । ଟଙ୍କାର ଲୋଭ ଦେଖାଇ ସେହି ସମୟରେ ଅଙ୍କିତାଙ୍କ ଶରୀରକୁ କୁଆଡେ ମନ ଇଛା ଆଲିଙ୍ଗନ କରୁଥିଲେ । ଯାହାକି ଅଙ୍କିତା କେବେ ବି ଚାହୁଁ ନଥିଲେ ।  ହେଲେ ତାଙ୍କ ସହ ଏପରି ଘଟିବ ଆଉ ତାଙ୍କ ମାନସିକ ସ୍ଥିତିକୁ ଏପରି ବିଗାଡି ଦେବେ ବୋଲି ସେ ଜାଣି ନଥିଲେ ।

ଘରର ଅଭାବ ଅଛି ସତ ହେଲେ ଏ ସବୁ ସେ କରିପାରିବେ ନାହିଁ ବୋଲି କହିଲେ । ଆଉ ଏଭଳି ଭାବେ ତାଙ୍କ ଜୀବନ ଚାଲି ଗଲା ପଛେ ସେ ଶଆରୀଇରିକ ସମ୍ପର୍କ ରଖିବାକୁ ରାଜି ହୋଇ ନଥିଲେ । ଆଉ କୁହା ଯାଉଛି ଗେଷ୍ଟ ମାନେ କୁଆଡେ ଏହି ରାଗରେ ତାଙ୍କୁ ମାରି ଦେଇଛନ୍ତି । ତେବେ ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ଏହି ଘଟଣାର ସଠିକ ତଥ୍ୟ ସାମ୍ନାକୁ ଆସିବ । ତେବେ ଶନିବାର ଦିନ ଋଷିକେଶର ଜିଲ୍ଲା କେନାଲରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।

ଏହି ମାମଲାରେ ବରିଷ୍ଠ ବିଜେପି ନେତା ବିନୋଦ ଆଚାର୍ଯ୍ୟଙ୍କ ପୁଅ ପୁଲକିତ ଆଚାର୍ଯ୍ୟଙ୍କ ସହ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *