ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ଲାଗୁଚି । ଯେଉଁ ଭିଡିଓ ଟି ହେଉଛି ଜଣେ ବ୍ୟକ୍ତି ରାଜ୍ୟ ର ବିଭିନ୍ନ ଜିଲ୍ଲା ର ଝିଅ ମାନଂକୁ ନେଇ ଏକ ଭିଡିଓ ଟେ କରିଛନ୍ତି ଏମିତି କି ଗୋରା ଏବଂ ମୋଟା କୁ ନେଇ ମଧ୍ୟ ସେ ଭିଡିଓ ରେ ସେ କହିଛନ୍ତି । ଆଉ ଏହି ଭିଡିଓ ବହୁତ କଥା ଉଠିଛି । ତେବେ ଅନ୍ୟ ପଟେ ଯଦି କୁହାଜିବ କୁଣ୍ଡୀଲି କଥା କୁ ନେଇ ମଧ୍ୟ ସେ ଭିଡିଓ କରା ଯାଇଛି ଏବଂ ସେ ଗୀତ ଟି ଗାଇ ଛନ୍ତି ସିଏ କହିଲେ ଯେଉଁ ସମୟ ରେ ଟିକଟକ୍ ଚାଲୁଥିଲା
ସେତେବେଳେ ସଟ୍ ଗୀତ ହେଇଥିଲେ ଯାହାକୁ ନେଇ ଝିଅ ମାନେ ଅଧିକ ଡ୍ୟୁଏଟ୍ କରିଥିଲେ ଆଉ ପୁଅ ମାନେ ଏହା କୁ ନେଇ ବହୁତ କାମ ଡ୍ୟୁଏଟ୍ କରିଥିଲେ ଆଉ ଅନୁରୋଧ କରିଥିଲେ ଏହା ଆଲବମ୍ ଗୀତ କରିବାକୁ । ଏହି ଗୀତ ରେ ଅଶ୍ଳୀଳ ଶବ୍ଦ ବ୍ୟବହାର ହୋଇ ନାହିଁ ବୋଲି ପ୍ରତିବାଦ କରିଛନ୍ତି ଏହି ଗୀତ ର ଗାୟକ । ଆଉ ସେମିତି କହିବାକୁ ଗଲେ ଏମିତି ବହୁତ ଗୀତ ଅଛି ଯେଉଁ ଥିରେ ଅଶ୍ଳୀଳ ଟସ ବ୍ୟବହାର ହେଇଚି ।
ତାହା ସହ କହିଛନ୍ତି ଯଦି ସେ ଗାଇ ଥିବା ଗୀତ ତା ଭୁଲ ତାହେଲେ ନବମ ଶ୍ରେଣୀ ଝିଅ ତା ଛାତି କୁ ମୋ ହଟ୍ କରୁଛି ଏହି ଗୀତ ଟା କାହାକୁ ଖରାପ ଲାଗି ନଥିଲା । ତେବେ କିନ୍ତୁ ଏହି ଗୀତ ରେ ସମ୍ପୁର୍ଣ୍ଣ କମେଡି ଗୀତ ହେଲା ପରେ ମଧ୍ୟ ଦର୍ଶକ ମାନେ ଏହା କୁ ଖରାପ କହୁଛି । ତେଣୁ କରି ଗାୟକ ଜଣକ କହିଛନ୍ତି ଦର୍ଶକ ମାନେ ହେଉଛନ୍ତି ଦେବତା ତାଙ୍କୁ ସବୁବେଳେ ସମ୍ମାନ ଦିଅନ୍ତି ତେଣୁ ସେ ଯଦି ଏହି ଭିଡିଓ ଟିକୁ ଖରାପ ଭାବୁଛନ୍ତି ତାହେଲେ ସେ ଏହି ଭିଡିଓ ଟିକୁ ଡିଲେଟ କରିଦେବେ ।
ଏମିତି ଯଦି ସବୁ କଥା କହିବେ ତାହେଲେ ସେ କମେଡି କେମିତି କରିବେ ପ୍ରଶ୍ନ କରୁଛନ୍ତି । ଆଉ ଏହି ଗୀତ ଟି ଭୁଲ ତଥାପି ସେ ଗୀତ ତଳେ ଲେଖି ଥିଲେ ଏହା ଏକ କମେଡି ଏହାକୁ କେହି ଦେହ କୁ ନେବେ ନାହିଁ କି ଖରାପ ଭାବିବେ ନାହିଁ । ବାସ ଏହି କମେଡି ଭିଡିଓ ଦେଖି ହସିଦେବେ ଆଉ ଭୁଲିଯିବେ ।
ତେବେ କିନ୍ତୁ ବର୍ତ୍ତମାନ ଏହା ଉପରେ ନିଜର ବାଇଟ ରଖିଛନ୍ତି ସମାଜସେବୀ ମଧୁମିତା ରଥ । ତେବେ ସେ କହିଛନ୍ତି କି ମୁଁ ଜାଣିଛି କି ସେ ଜଣେ କମେଡିଆନ ସବୁବେଳେ କମେଡି କରନ୍ତି । କିନ୍ତୁ କୌଣସି ଝିଅ କୁ ଏଭଳି କହିବା କୋରାପୁଟ ଝିଅ ଗଞ୍ଜେଇ ଟାଣୁଛନ୍ତି ଢେଙ୍କାନାଳ ଝିଅ ବିଛୁଆତି ଆଦି ଏଭଳି ଲେଖିବାର ମାନେ କଣ ତୁମ ପାଖରେ କଣ ପ୍ରମାଣ ଅଛି କି ସେମାନେ ଗଞ୍ଜେଇ ଟାଣୁଥିଲେ କି ସେମାନେ ବିଛୁଆତି କି ଆଉ କଣ । ତେବେ ଏହା ଏକ ଅପସଂସ୍କୃତି ଅଟେ । ତେବେ ନିଶ୍ଚିତ ଭାବରେ ଏଭଳି ଗୀତ କୁ ବନ୍ଦ କରିବା ଏବଂ ଦୋଷୀ କୁ ଦଣ୍ଡ ମିଳିବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।