ଅନୁଭବଙ୍କ ବଡ଼ ବାପାଙ୍କ ମୃତ୍ୟୁ, କାନ୍ଦି କାନ୍ଦି Anubhav ଙ୍କ ଅବସ୍ଥା ଖରାପ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଏବଂ ତାଙ୍କ ଅଭିନୟ ଯାଦୁ ରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବାକୁ ଚାହିଁ ବସିଥାନ୍ତି । ବର୍ତ୍ତମାନ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ବହୁତ ମନ ଦୁଃଖ କରିବେ ।

କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ଘରକୁ ଆସିଲା ବଡ଼ ଦୁଃଖଦ ଖବର । ତେବେ ଅନୁଭବ ମହାନ୍ତି ଙ୍କ ବଡ଼ ବାପା ଙ୍କ ର ବର୍ତ୍ତମାନ ଦେହାନ୍ତ ହୋଇଛି । ଏହି ଖବରଟି ବର୍ତ୍ତମାନ ଚାରିଆଡ଼େ ସୋକର ଛାୟା ଖେଳି ଯାଇଛି । କିଛି ଦିନ ହୋଇଯିବ ଅନୁଭବ ମହାନ୍ତି ଙ୍କ ବଡ଼ ବାପା ଅସୁସ୍ଥ ରହିଥିଲେ । ତାଙ୍କ ବଡ଼ ବାପା ଙ୍କ ର ଚିକିତ୍ସା ଚାଲିଥିଲା । ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ ।

ତେବେ ବର୍ତ୍ତମାନ ତାଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଏହି ଦୁଃଖଦ ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି ।
ଅନୁଭବ ମହାନ୍ତି ଙ୍କ ବଡ଼ ବାପା ଙ୍କୁ ସମସ୍ତେ ବହୁତ୍ ଭଲ ପାଉଥିଲେ । କିନ୍ତୁ ତାଙ୍କର ଆଜି ମୃତ୍ୟୁ ହୋଇ ଯାଇଛି । ଅନୁଭବ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଅନୁଭବ ମହାନ୍ତି ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି ।

ତାଙ୍କ ବଡ଼ ବାପା ଙ୍କ ର ଯେଉଁ ଭଳି ଭାବରେ ଅକାଳ ବିୟୋଗ ହୋଇଛି । ଯାହାକି ଅନୁଭବ ଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଅଭିନେତା ଅନୁଭବ ମହାନ୍ତି ତାଙ୍କ ବାପା ଆଉ ବଡ଼ ବାପା ଙ୍କୁ ବହୁତ ଭଲ ପାଆନ୍ତି । ତେବେ ସବୁବେଳେ ଅନୁଭବ ମହାନ୍ତି ତାଙ୍କ ପରିବାର ସଦସ୍ୟ ଙ୍କୁ ଆଗରେ ରଖିଥାନ୍ତି । ସେ ବହୁତ ସମ୍ମାନ ଦେଇଥାନ୍ତି । ତାଙ୍କ ପରିବାରରେ ବର୍ତ୍ତମାନ ଏପରି ଏକ ଦୁଃଖ ଆସିଛି ସେଥିପାଇଁ ଅନୁଭବ ମହାନ୍ତି ଏବଂ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ତେବେ ଅନୁଭବଙ୍କ ପୈତୃକ ଘର ଏକା ବର୍ଷା ପ୍ରିୟଦର୍ଶିନୀ ରହୁଛନ୍ତି । ନିକଟରେ ମାସକ ଭିତରେ ଘର ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବର୍ଷାଙ୍କୁ । କେବଳ ସେତିକି ନୁହେଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତା ୩୦ ଦିନ ମଧ୍ୟରେ ସେ ରହିଆସୁଥିବା ଅନୁଭବଙ୍କ କଟକ ନନ୍ଦି ସାହି ସ୍ଥିତ ପୈତୃକ ଘର ଛାଡ଼ିବେ ବୋଲି ବର୍ଷା କୋର୍ଟଙ୍କୁ ଅଣ୍ଡର ଟେକିଂ ଆକାରେ ଲିଖିତ ଭାବେ ମଧ୍ୟ ଜଣାଇଛନ୍ତି । ଆସନ୍ତା ଅକ୍ଟୋବର ମାସ ପୂର୍ବରୁ ବର୍ଷା ଅନୁଭବଙ୍କ ଘର ଛାଡ଼ି ନୂଆ ଏକ ଠିକଣାକୁ ଯିବେ ।


ପୂର୍ବରୁ ଜୁନ୍‌ରେ ୦୨ ରେ ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ କହିଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଓ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ କହିଥିଲେ ।
ସେପଟେ ହାଇକୋର୍ଟରେ ଦାୟର ହୋଇଥିବା ଆଉ ଏକ ମାମଲାରେ ମଧ୍ୟ ବର୍ଷାଙ୍କୁ ଆଶ୍ୱସ୍ଥି ମିଳି ପାରିନାହିଁ ।

କଟକର ପରିବାର ଅଦାଲତରେ ଚାଲିଥିବା ପାରିବାରିକ ମାମଲାରେ ଅନୁଭବଙ୍କୁ ପୁଣିଥରେ ଜେରା ପାଇଁ ବର୍ଷା କଟକ ପରିବାର ଅଦାଲତରେ ଦାୟର କରିଥିବା ଏକ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ । କଟକ ପରିବାର ଅଦଲତଙ୍କ ନିର୍ଦ୍ଦେଶକୁ ଚ୍ଯାଲେଞ୍ଜ କରି ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ସେହି ମାମଲାର ଶୁଣାଣି ଘୁଞ୍ଚାଇବା ସହ ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି  । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *