କାହିଁକି ଅପରେସନ କରି ଲିଙ୍ଗ ପରିବର୍ତ୍ତନ କଲେ ସୁମନ ? ଏ ନେଇ ସେ କଣ କହୁଛନ୍ତି ଜାଣନ୍ତୁ ତାଙ୍କ ମୁହଁରୁ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏବେ ସୁମନ ମହାକୁଡୁ ନାମକ ଜଣେ ଟ୍ରାନ୍ସମ୍ୟାନ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ଝିଅରୁ ପୁଅ ହେବାର ଯାତ୍ରା ବିଷୟରେ କହିଛନ୍ତି । ଏବେ ତ ଏସବୁ ଆମ ସମାଜରେ ଅତି ସାଧାରଣ ହେଇଗଲାଣି । ଅନେକ ପୁଅ ଅପରେସନ କରି ଝିଅ ହୋଇ ଯାଉଛନ୍ତି ତ ଅନେକ ଝିଅ ଅପରେସନ ମାଧ୍ୟମରେ ପୁଅ ହୋଇଯାଉଛନ୍ତି ତେବେ ସୁମନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ।

ସୁମନ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଏଇଟା ଗୋଟେ ବଡ ଚ୍ୟାଲେଞ୍ଜ ମୁଁ ଗୋଟେ ଝିଅ ହୋଇ ଜନ୍ମ ନେଇଥିଲି । ମୁଁ ଫିଜିକାଲି ଝିଅ ଥିଲି ହେଲେ ମେଣ୍ଟାଲି ମୁଁ ପୁଅ ଥିଲି । ମୁଁ ଗୋଟେ ଝିଅ ମାନଙ୍କ ପ୍ରତି ଆକର୍ଷିତ ହେଉଥିଲି । ଚ୍ୟାଲେଞ୍ଜ ତ ବହୁତ ଥିଲା ହେଲେ ତାକୁ ଫେସ କରି ଆଗକୁ ବଢିବା ବହୁତ କଷ୍ଟକର । ଏଥିରେ 6 ମାସର ଗୋଟେ କାଉନ୍ସିଲିଙ୍ଗ ସେକ୍ସନ ରୁହେ । ଡାକ୍ତର କାଉନ୍ସିଲିଙ୍ଗ କରିବା ପରେ ଆମକୁ ଗୋଟେ ଲେଟର ଦିଅନ୍ତି ।

ଏଚଆରଟି ପରେ ନିଜର ଆବାଜ ବଦଳିବା ନିଜର ମୁହଁ ବଦଳିବା ଆଦି ଶରୀରର ଅନେକ ପରିବର୍ତ୍ତନ ହୁଏ । ମୋର ହାତ, ଗୋଡ, ମୁଣ୍ଡ ଓ ଆଙ୍ଗୁଠି ବି ବଦଳିଛି । ତା ପରେ ଆମର ସର୍ଜରୀ ହୁଏ । ଓଡିଶାରେ ଏତେ ଏକ୍ସପର୍ଟ ଡାକ୍ତର ନାହାନ୍ତି । ସର୍ଜରୀ ଲାଇଫ ଟାଇମ ପାଇଁ ରହିଥାଏ । ଏଥିରେ ସାଇଡ ଇଫେକ୍ଟ ରୁହେ ହେଲେ ଏ ପର୍ଯ୍ୟନ୍ତ ତ କିଛି ସାଇଡ ଇଫେକ୍ଟ ହେଇନି ।

ପ୍ରଥମେ ମୁଁ ମୋର ଘରେ ଜଣାଇଥିଲି ହେଲେ ଦୁଃଖର କଥା କି ମୋ ପରିବାର ଆଜି ପର୍ଯ୍ୟନ୍ତ ସେଇଟା ଗ୍ରହଣ କରିପାରି ନାହାନ୍ତି । ହେଲେ ମୁଁ ତାଙ୍କୁ ଧନ୍ୟବାଦ ଦେବି କାରଣ ସେମାନେ ତାଙ୍କ ପିଲାକୁ ବୁଝି ପାରିଛନ୍ତି । ଏହି ସର୍ଜରୀରେ 7 ରୁ 8 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏ ସର୍ଜରୀ ମୁଁ ଭୁବନେଶ୍ବରରେ କରିଥିଲି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *