Ration Card ଧାରୀଙ୍କ ପାଇଁ ଆସିଲା ବଡ ଖୁସି ଖବର ! ମିଳିବ ଏହି ନୂଆ ସୁବିଧା…

ନମସ୍କାର ବନ୍ଧୁଗଣ ତେବେ ସରକାରଙ୍କ ଦ୍ୱାରା ପ୍ରଚାଳିତ ବିଭିନ୍ନ ଯୋଜନା ମଧ୍ୟରୁ ରାସନ କାର୍ଡ ଯୋଜନା ଦ୍ୱାରା ବହୁତ ଲୋକ ଉପକୃତ ହେଉଛନ୍ତି । ଏହା ପାଇଁ ଆମ ଦେଶର ବହୁତ ଜନତା ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି । ବିଶେଷତଃ ଏହି ଯୋଜନା ଦ୍ୱାରା ଗରିବ ଶ୍ରେଣୀର ଲୋକ ମାନେ ଭଲ ରେ ଜୀବନ ଯାପନ କରି ପାରୁଛନ୍ତି । ଏହି କାର୍ଡ ପାଇଁ ଜନତା ଶସ୍ତା ମୂଲ୍ୟ ରେ ଭଲ ଜିନିଷ ପାଇଁ ପାରୁଛନ୍ତି ।

ଏହା ଛଡା ବିଭିନ୍ନ ବାତ୍ୟା ଓ ଦୈବ ଦୁର୍ବିପାକ ସମୟରେ ସରକାରଙ୍କ ଦ୍ୱାରା ବହୁତ ଉପକାର ପାଇଥାନ୍ତି । ଯଦି ଆପଣଙ୍କ ବି ରାସନ କାର୍ଡ ଧରି ତ ଚାଲନ୍ତୁ ଆପଣଙ୍କୁ ଜଣେଇବୁ ଏକ ନୂଆ ଯୋଜନା ବିଷୟରେ । ତେବେ ବର୍ତ୍ତମାନ ସରକାର ଡିଜିଟାଲ ରାସନ କାର୍ଡ ପାଇଁ ଘୋଷଣା କରିଛନ୍ତି । ଘଣ୍ଟା ଘଣ୍ଟା ଧରି ଧାଡି ରେ ଛିଡା ହେବାକୁ ପଡ଼ିବନି ରାସନ କାର୍ଡ ହିତାଧିକାରୀ ମାନଙ୍କୁ ।

ଯଦି ଆପଣ ବି ରାସନ କାର୍ଡ ଧାରକ ଯଦି ଆପଣଙ୍କ ବି ପ୍ରତି ମାସ ସରକାରଙ୍କ ଲାଭ ଉଠାଉଛନ୍ତି ତେବେ ଏଇ ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ତେବେ ସରକାର ହିତାଧିକାରୀ ଙ୍କ ପାଇଁ ଏକ ଆଶ୍ବସ୍ତିକର ଘୋଷଣା କରିଛନ୍ତି । ଯାହା ଦ୍ୱାରା ଆପଣଙ୍କୁ ରାସନ ପାଇଁ ଆଉ ଧାଡି ରେ ଛିଡା ହେବାକୁ ପଡ଼ିବନି । ଉତ୍ତରାଖଣ୍ଡର ସରକାର ଘାସନ କରିଛନ୍ତି ଯେ ଜୁଲାଇ ୨୦୨୨ ସୁଦ୍ଧା ରାସନ କାର୍ଡ ଧାରକ ଙ୍କର କାର୍ଡ ଡିଜିଟାଲ ହେଇଯିବ ।

ଡ଼ିଜିଟାଲ ରାସନ କାର୍ଡ ଜୁଲାଇ ଶେଷ ଭିତରେ ସମସ୍ତଙ୍କୁ ବିତରଣ କର ଯିବ । ଯାହା ଦ୍ୱାରା ଏହି କାର୍ଡ ର ଲାଭାର୍ଥୀ ଅନେକ ପ୍ରକାରର ଲାଭ ଉଠାଇ ପାରିବେ । କହି ରଖୁଛୁ ରାସନ କାର୍ଡକୁ ଡିଜିଟାଲ କରିବାର ଘୋଷଣା ୨୦୨୦ ରେ ସରକାରଙ୍କ ତରଫରୁ କରା ଯାଇଥିଲା । ଗତ ବର୍ଷ କୋଭିଡ ପାଇଁ ଯୋଜନା ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା ।

ତେବେ ଏମିତି ରେ ଏ ଯୋଜନା କୁ ପ୍ରସ୍ଥାହନା ଦିଅ ଯାଉଛି । ସରକାରଙ୍କ ପାଖରୁ କୁହା ଯାଇଛି ଜୟ ଜୁଲାଇ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଡିଜିଟାଲ ରାସନ କାର୍ଡ ଦିଆ ଯିବ । ଉଲ୍ଲେଖ ଯୋଗ୍ୟ ଯେ ୨୦୨୨ ଯାଏଁ ପ୍ରଦେଶରେ ୧୨,୫୮,୫୪୪ ଜଣ ରାସନ କାର୍ଡ ଧାରୀଙ୍କୁ ଡିଜିଟାଲ ରାସନ କାର୍ଡ ଦିଆ ସରିଛି ।

ଏତିକି ନୁହେଁ, ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଲୋକ ମାନେ ଲାଭ ଉଠାଇବା ଆରମ୍ଭ କଲେଣି । ଯଦି ଆପଣ ବି ମଧ୍ୟ ଏକ ରାସନ ହିତାଧିକାରୀ ତ ଶୀଘ୍ର ଯାଇ ଡିଜିଟାଲ ରାସନ କାର୍ଡ ପାଇଁ ଆପଲାଇ କରନ୍ତୁ । ଏହାକୁ ଆପଣଙ୍କ ଅନଲାଇନ ରେ ଆପଲାଇ କରି ପାରିବେ । ଶୀଘ୍ର ଏହାକୁ ଆପଲାଇ କରନ୍ତୁ ଓ ସରକାରଙ୍କ ଯୋଜନା ର ଲାଭ ଉଠାନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *